ଭାରତକୁ ପ୍ରଥମେ ଭେଟିବ ଅଷ୍ଟ୍ରେଲିଆ
ଭୁବନେଶ୍ବର; ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିସିସିଆଇ ବିଶ୍ବକପ ୨୦୨୩ ପାଇଁ କାର୍ଯ୍ୟସୂଚୀ ଘୋଷଣ କରିଛି। ଯେଉଁଥିରେ ଦେଖାଦେଇଛି ବିଶ୍ୱକପର ପ୍ରଥମ ମ୍ୟାଚ୍ ୨୦୧୯ ବିଶ୍ବକପର ବିଜେତା ଇଂଲଣ୍ଡ ଓ ନ୍ୟୁଜଲ୍ୟାଣ୍ଡ ଭିତରେ ଖେଳାଯିବ । ସେହିପରି ତାର ୨ଦିନ ପରେ ବା ୮ ତାରିଖରେ ଚେନ୍ନାଇର ଚେପକରେ ୨ ଥରର ଚମ୍ପିୟାନ ଓ ଏଥର ଆୟୋଜକ ଭାରତ ସହିତ ମ୍ୟାଚ୍ ଖେଳିବ ଚାରି ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ଭାରତ ଏହି ବିଶ୍ବକପରେ…
