
ଶବ୍ଦାଞ୍ଜଳି’ରେ ଶତାୟୁଙ୍କୁ ଶ୍ରଦ୍ଧାଞ୍ଜଳି
କଥାରେ, କବିତାରେ ଗୁଣଗରିମାର ଛିଟା,
ଢେଙ୍କାନାଳ: କଥାରେ କଥାରେ ଗୁଣଗାନ କରିଛନ୍ତି । କବିତାର ଛନ୍ଦରେ ଶତାୟୁ ଗୁଣଧରଙ୍କୁ ମନେ ପକାଇଛନ୍ତି । ଆଉ ଗରିମା ଉପସ୍ଥାପନ କରି ମଙ୍ଗଳବାର ସନ୍ଧ୍ୟାକୁ ବେଶ୍ ରସାଳୁ କରିଛନ୍ତି ଛାତ୍ରଛାତ୍ରୀ । ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ ଅନୁଷ୍ଠିତ ହୋଇଛି ‘ଶବ୍ଦାଞ୍ଜଳି’ । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ୧୬୬ତମ ଜୟନ୍ତୀ, ସୁସାହିତ୍ୟିକ ହରିଶଙ୍କର ପରସାଇ ଓ ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଶିକ୍ଷାର୍ଥୀମାନେ…