ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ , ଜୁନ୍ ୨୮ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ଅନଲାଇନ ନାମଲେଖା ଆବେଦନ ପ୍ରକ୍ରିୟା । ଛାତ୍ରଛାତ୍ରମାନେ ଆସନ୍ତା ଜୁନ ୨୦ ତାରିଖ ପର୍ଯ୍ୟନ୍ତ www.samsodisha.gov.inପୋର୍ଟାଲରେ ଅନଲାଇନ ଜରିଆରେ ଆବେଦନ କରିପାରିବେ ।

Read More

ବର୍ଷା ଯୋଗୁ ଯଦି ଖେଳ ନହୁଏ,କିଏ ନେଇ ପାରେ ଟାଇଟଲ ,,,?

ଅହମଦାବାଦ୍ : ଆଇପିଏଲର ୧୬ତମ ସଂସ୍କରଣ ଫାଇନାଲରେ  ବର୍ଷା ସାଜିଛି ବାଧକ । ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଫାଇନାଲ ମ୍ୟାଚରେ ବର୍ଷା ପାଇଁ ଖେଳ ଅଟକି ରହିଲା ।  କ୍ରମାଗତ ବର୍ଷା ଯୋଗୁ ଚେନ୍ନାଇ ସୁପର କିଙ୍ଗ୍‌‌ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଆଇପିଏଲ୍‌‌-୨୦୨୩ ଫାଇନାଲ ସ୍ଥଗିତ ରହିଥିଲା ।  ଆଇପିଏଲ୍‌‌ ନିୟମ ଅନୁଯାୟୀ ଆଜି  ଫାଇନାଲ ମ୍ୟାଚ ପୁନଃମୁକାବିଲା ହେବ । ତେବେ ଯଦି ଆଜିବି ବର୍ଷା ଯୋଗୁ…

Read More

ଫେଭିକଲ ଭଳି ସୁଦୃଢ ନବୀନ-ନରେନ୍ଦ୍ରଙ୍କ ଅତୁଟ ବନ୍ଧନ, ସମାଲୋଚନା ଭୟରେ ନୀତି ଆୟୋଗ ବୈଠକକୁ ଯାଇ ନ ଥିବା ଚର୍ଚ୍ଚା

ଭୁବନେଶ୍ୱର :  କର୍ନାଟକ ପରି ମଧ୍ୟ ପ୍ରଦେଶରେ ସରକାରୀ ବିରୋଧରେ ହାଓ୍ୱା ରହିଛି। ତେଲେଙ୍ଗାନାରେ ଦଳ ତିନି ନମ୍ବରରେ ରହିବ। ଛତିଶଗଡ଼ରେ ଦଳ ଜିତିବାର ସମ୍ଭାବନା ନାହିଁ। ରାଜସ୍ଥାନରେ କଂଗ୍ରେସ କଳି ଯୋଗୁ ବିଜେପି ଫାଇଦାରେ ରହିବ। ଯଦି ପାଇଲଟ ଗେହେଲଟ ଏକାଠି ହେବେ, ତେବେ ବିଜେପିକୁ ଅଧିକ ପରିଶ୍ରମ କରିବାକୁ ପଡିବ।  ସାଧାରଣ ନିର୍ବାଚନ ପୂର୍ବରୁ ଏମିତି ଯଦି ହୁଏ, ତେବେ ବିଜେପି 80ରୁ 100 ଲୋକସଭା ହରାଇବାର ସମ୍ଭାବନା ରହିଛି। ତେଣୁ ଏନଡିଏ ସରକାର…

Read More

ରାଜନୈତିକ ଦିଗକୁ ଲକ୍ଷ୍ୟ ରଖି ଦୁଇହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରାଯାଇଛି, ଆମେରିକୀୟ ସ୍ତମ୍ଭକାରଙ୍କ ମତ

ଭୁବନେଶ୍ୱର :ଦୁର୍ନୀତି ରୋକିବା ପାଇଁ ନୁହେଁ, ରାଜନୈତିକ କାରଣ ପାଇଁ ଭାରତରେ ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରାଯାଇଛି l ଏ କଥା ଆମେରିକୀୟ ଆର୍ଥିକ ସଂସ୍ଥା ଜେଫେରିଜ୍‌ର ଇକ୍ବିଟି ରଣନୀତି ମୁଖ୍ୟ କ୍ରିସ୍‌ ଉଡ୍‌ କହିବା ସହ ଏହି ଆର୍ଥିକ ନିଷ୍ପତ୍ତି ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ସେ ନିଜର ସାପ୍ତାହିକ ନିଉଜ୍‌ଲେଟର ‘ଗ୍ରିଡ୍‌ ଆଣ୍ଡ୍‌ ଫିୟର’ରେ ସେ ଲେଖିଛନ୍ତି ଯେ, ଭାରତରେ ବିରୋଧୀ ଦଳଙ୍କ ପାଣ୍ଠି କାର୍ଯ୍ୟକଳାପକୁ ରୋକିବା ଲାଗି ଏହା ଏକ ପଦକ୍ଷେପ ହୋଇଥାଇପାରେ।…

Read More

ଆଇପିଏଲ୍ ଫାଇନାଲରେ ଚେନ୍ନାଇ-ଗୁଜରାଟ ମୁକାବିଲା

ଭୁବନେଶ୍ୱର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 4ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଗତ ଥର ଚମ୍ପିୟାନ ହୋଇଥିବା ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଆସନ୍ତା ରବିବାର ସନ୍ଧ୍ୟା 7ଟା 30ରେ ଖେଳାଯିବ। ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ କ୍ୱାଲିଫାୟାର ଓ୍ୱାନରେ ଗୁଜରାଟକୁ ହରାଇ ସିଧା ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ କ୍ୱାଲିଫାୟାରରେ ଗୁଜରାଟ ଏଲିମଲେଟର ବିଜେତା ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଯଦି ଚେନ୍ନାଇ ରବିବାର…

Read More

ରୂପାନ୍ତରିତ ହେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର, କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ୍‌ ହେବ ଆୟୋଜନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନ କରି ଭିତ୍ତିଭୂମି ତଦାରଖ କରିଥିଲେ l ସେହିପରି ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ଏବଂ ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ…

Read More

୨୩ ବର୍ଷ ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ- କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ରାଜ୍ୟର ସ୍ୱାସ୍ଥ୍ୟ ସେବା ନିମ୍ନ ମାନର ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି l ଶ୍ରୀ କାନୁନଗୋ କହିଛନ୍ତି ଯେ, ୨୩ ବର୍ଷର ନବୀନ ଶାସନରେ ଓଡ଼ିଶାବାସୀ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇପାରିଲେ ନାହିଁ । ମାତ୍ର ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ୨୨ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଯେଉଁଭଳି ଭାବରେ ପ୍ରଂଶସା କରିଛନ୍ତି ଏହା ଆଶ୍ଚର୍ଯ୍ୟର ବିଷୟ…

Read More

ଇଡି ପ୍ରସଙ୍ଗରେ ତଥାକଥିତ ପ୍ରମୁଖ ଗଣମାଧ୍ୟମ କେଉଁ କଥା ଲୁଚାଇଥାଏ, ଏହାର 7ଟି ଦିଗ ଦର୍ଶାଇ ସମାଲୋଚନା କଲେ ଆପ୍ ପ୍ରବକ୍ତା

ଭୁବନେଶ୍ୱର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ଅଧୀନରେ ମନି ଲଣ୍ଡରିଂ ମାମଲା ବିଷୟରେ ୭ଟି ଜାଣିବା କଥା।  ଯାହା ବର୍ତ୍ତମାନର ଶାସକ ଦଳ ସପକ୍ଷବାଦୀ ତଥାକଥିତ ପ୍ରମୁଖ ଗଣମାଧ୍ୟମ ଯାହା  କେବେ ଆଲୋଚନା କରି ନ ଥାଏ। ମାତ୍ର ଏହାକୁ ଅତି ସୁନ୍ଦର ଭାବେ ଆମ ଆଦମୀ ପାର୍ଟି ପ୍ରବକ୍ତା ତଥା ବୁଦ୍ଧିଜୀବୀ ରଙ୍ଗାଚରଣ ପ୍ରଧାନ ଫେସବୁକ୍ ମାଧ୍ୟମରେ ବୁଝାଇ ଦେଇଛନ୍ତି। ଏହାକୁ 7ଟି ଦିଗ ମାଧ୍ୟମରେ ଶ୍ରୀ ପ୍ରଧାନ ବୁଝାଇ ଦେଇଛନ୍ତି।  ପ୍ରଥମତଃ ସିବିଆଇ…

Read More

ରୂପାନ୍ତରଣ ଚମକକୁ ଫିକା କରିଦେବ କି ସ୍କୁଲ ଡ୍ରପ୍ ଆଉଟ୍

ଭୁବନେଶ୍ୱର:ରାଜ୍ୟ ସରକାର ସାରା ରାଜ୍ୟରେ ସ୍କୁଲ ରୂପାନ୍ତରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହା ଦ୍ୱାରା ସ୍କୁଲ ଭିତ୍ତିଭୂମି ସଫଳ ହେଉଛି। ହେଲେ ଏହି ଭିତ୍ତିଭୂମି ଛାତ୍ରଛାତ୍ରୀଙ୍କୁ କେତେମାତ୍ରାରେ ବାନ୍ଧି ରଖିପାରୁଛି। ଭିତ୍ତିଭୂମି ରୂପାନ୍ତରଣ ଭଳି ଶିକ୍ଷକ ଅଭାବ ମଧ୍ୟ ପୂରଣ ହେବା ଆବଶ୍ୟକ। ନ ହେଲେ ରୂପାନ୍ତରଣର ପ୍ରକୃତ ଲକ୍ଷ୍ୟ ହାସଲ କରିହେବ ନାହିଁ। ନିକଟରେ ରୂପାନ୍ତରଣ ସତ୍ତ୍ୱେ ଓଡ଼ିଶାରେ ଡ୍ରପ୍ ଆଉଟ ସଂଖ୍ୟା ହ୍ରାସ ପାଉ ନ ଥିବା ଜଣାପଡିଛି। ତେଣୁ ରାଜ୍ୟ ସରକାରଙ୍କ ରୂପାନ୍ତରଣ…

Read More

ଆକ୍ରୋଶ ରଖି ନବଙ୍କୁ ମାରିଥିଲା ଗୋପାଳ, ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ରଖିଲା ମତ

ଭୁବନେଶ୍ୱର : କୌଣସି ରାଜନୈତିକ କାରଣ ନୁହଁ। କିମ୍ବା କୋଇଲା ବେପାର ନୁହଁ।  ବରଂ ବ୍ୟକ୍ତିଗତ ଆକ୍ରୋଶ ରଖି ହିଁ ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରାଯାଇଛି। ଏକଥା ଆମେ କହୁନାହୁଁ। ଏ କଥା ଓଡ଼ିଶା ପୁଲିସ୍ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଦୀର୍ଘଦିନ ପରେ ଏହି ହାଇଫ୍ରୋପାଇଲ ମର୍ଡର କେସରେ ଚାର୍ଜସିଟ୍ ଦାଖଲ କରିଛି । ନବ ହତ୍ୟାର ପ୍ରାୟ ୧୧୮ ଦିନ ପରେ ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ  ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହା…

Read More