ରିଙ୍କୁ ସିଂହଙ୍କ ସହିତ ନିଜର ଏଡିଟିଂ ଫଟୋ ସେୟାର କରି ଆଡଲ୍ଟ ସିନେ ଷ୍ଟାର କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଗତ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ଅସମ୍ଭବକୁ ସମ୍ଭବ କରିଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟର ରିଙ୍କୁ ସିଂହଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୋଲକାତାକୁ ମ୍ୟାଚ୍‌ ଜିତିବା ପାଇଁ ଶେଷ ୫ ବଲରେ ୨୮ ରନ ଦରକାର ଥିବା ବେଳେ ରିଙ୍କୁ କ୍ରମାଗତ ୫ଟି ଛକା ମାରି ସମସ୍ତଙ୍କୁ ଆଚମ୍ଭିତ କରି ଦେଇଥିଲେ। ଏହାପର ଠାରୁ ରିଙ୍କୁଙ୍କ ପାଖକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟି ଆସୁଛି। କ୍ରିକେଟ ପ୍ରେମୀଙ୍କ ଠାରୁ…

Read More

ହାଇସ୍ପିଡ୍‌ ଇଭି ଚାହିଦା ଅଧିକ: ସାଢ଼େ ଆଠ ଲକ୍ଷ ଦୁଇଚକିଆ ଇଭି ବିକ୍ରି

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଗ୍ରହଣୀୟତା ବୃଦ୍ଧି ପାଉଛି। ଅଧିକରୁ ଅଧିକ ଲୋକ ଇଭି କିଣୁଥିବାରୁ ୨୦୨୨-୨୩ରେ ଦୁଇଚକିଆ ଇଭି ବିକ୍ରି ସାଢ଼େ ଆଠ ଲକ୍ଷ ପାଖାପାଖି ପହଞ୍ଚିଛି। ଏହି ୧୨ ମାସରେ ୮.୪୬ ଲକ୍ଷ ଦୁଇଚକିଆ ଇଭି ବିକ୍ରି ହୋଇଛି। ୨୦୨୧-୨୨ରେ ଦୁଇଚକିଆ ଇଭି ବିକ୍ରି ସଂଖ୍ୟା ୩ ଲକ୍ଷ ୨୭ ହଜାର ୯୦୦ ଥିଲା। ଇଲେକ୍ଟ୍ରିକ୍ ଯାନ ନିର୍ମାତା ସଂଘର ରିପୋର୍ଟ ଅନୁଯାୟୀ ହାଇସ୍ପିଡ୍ ଦୁଇଚକିଆ ଇଭି ଅଧିକ ଚାହିଦାରେ ରହିଛି। ୨୦୨୨-୨୩ରେ…

Read More

ବିଗ୍‌ ବଜାର କିଣିବା ଦୌଡ଼ରେ ୪୯ କଂପାନି: ଅମ୍ବାନି, ଆଦାନିଙ୍କ କଂପାନି ବି ସାମିଲ

ନୂଆଦିଲ୍ଲୀ: ରିଟେଲ୍‌ ଜଗତରେ ବିପ୍ଳବ ଆଣିଥିବା ବିଗ୍‌ ବଜାର ବିକ୍ରି ହେବାକୁ ଯାଉଛି। ଋଣ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଦେବାଳିଆ ହୋଇପଡ଼ିଥିବା ଏହି ସଂସ୍ଥାକୁ କିଣିବା ଲାଗି ୪୯ଟି ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ସେହି ତାଲିକାରେ ମୁକେଶ ଅମ୍ବାନି ଓ ଗୌତମ ଆଦାନିଙ୍କ ଅଧୀନରେ ପରିଚାଳିତ ହେଉଥିବା ସଂସ୍ଥା ନାମ ରହିଛି। ଜିନ୍ଦଲ ପାୱାର ଲିମିଟେଡ୍‌, ସେଞ୍ଚୁରି କପର, ଗ୍ରିନ୍‌ଟେକ୍ ୱାର୍ଲଡ୍‌ୱାଇଡ୍‌, ହର୍ଷବର୍ଧନ ରେଡ୍ଡି, ଜେ ସି ଫ୍ଲାୱାର୍ସ ଆସେଟ୍ ରିକନଷ୍ଟ୍ରକ୍ସନ, ପିନାକଲ୍ ଏୟାର, ୟୁନିଭର୍ସାଲ୍…

Read More

ମିସୋ ବାବଦରେ ଜାଣିଛନ୍ତି କି ଏସବୁ ସିକ୍ରେଟ କଥା!

ନୂଆଦିଲ୍ଲୀ: ଦେଶରେ ଷ୍ଟାର୍ଟଅପ୍ ସଂସ୍କୃତି ଦ୍ରୁତ ଗତିରେ ବଢୁଛି ଏବଂ ଅନେକ ଯୁବ ଉଦ୍ୟୋଗୀ ଏହି କ୍ଷେତ୍ରରେ ପାଦ ଥାପୁଛନ୍ତି | ଏହି ଯୁବ ଉଦ୍ୟୋଗୀମାନଙ୍କୁ କେବଳ ଦେଶରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଫଣ୍ଡିଙ୍ଗ ମିଳୁଛି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟାର୍ଟଅପ ବାବଦରେ କହିବୁ ଯାହାର ବ୍ୟବହାର ଏବେ ଦିନକୁ ଦିନ ବଢିଚାଲିଛି | ଅନ୍ୟ ସପିଙ୍ଗ ପ୍ଲାଟଫର୍ମ ଅପେକ୍ଷା କମ ମୂଲ୍ୟରେ ସାମଗ୍ରୀ ଯୋଗାଉଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଏହାର…

Read More

ମୁଁ ଭାଇର ଫର୍ଣ୍ଣିଚର ପ୍ୟାକ କରୁଥିଲି, ତାଙ୍କୁ ସାହାଯ୍ୟ କରିବାକୁ ପରିବାର ନାହିଁ: ପ୍ରିୟଙ୍କା ଗାନ୍ଧୀ

ୱାୟାନାଡ: ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ନିର୍ବାଚନମଣ୍ଡଳୀ ୱାୟାନାଡରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପହଞ୍ଚିଥିଲେ | ଏହି ଅବସରରେ ରାହୁଲଙ୍କ ଭଉଣୀ ଇମୋସନାଲ କାର୍ଡ ଖେଳିଛନ୍ତି | ସେ କହିଛନ୍ତି ଯେ, ମୋ ଭାଇ ରାହୁଲଙ୍କ ଘରେ ଯେତେବେଳେ ମୁଁ ଆସବାବପତ୍ର ପ୍ୟାକ୍ କରୁଥିଲି, ଭାବୁଥିଲି ଯେ କିଛି ବର୍ଷ ପୂର୍ବେ ମୋ ପିଲା ଏବଂ ସ୍ୱାମୀ ମୋତେ ମୋ ଘର ବଦଳାଇବାରେ ସାହାଯ୍ୟ କରିଥିଲେ, କିନ୍ତୁ ମୋ ଭାଇକୁ ସାହାଯ୍ୟ…

Read More

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଜାରି

 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ୧୮୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ତାଙ୍କ ପାରମ୍ପରିକ ଶିଗାଓଁ ଆସନରୁ ନିର୍ବାଚନ ଲଢ଼ିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର ତାଙ୍କ ପିତାଙ୍କ ଶିକାରୀପୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ତାଙ୍କ ପାରମ୍ପରିକ ଚିକମାଗାଲୁର ଆସନରୁ ପ୍ରାର୍ଥୀ ହେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ…

Read More

ହୋଟେଲ ପରିଚାଳକ ଆଣ୍ଠୁମାଡ଼ି ତେଜ ପ୍ରତାପ ଯାଦବଙ୍କୁ କ୍ଷମା ମାଗିଥିବା ଦାବି କରାଯାଉଛି

ନୂଆଦିଲ୍ଲୀ: ବିହାର ସରକାରରେ ମନ୍ତ୍ରୀଥିବା ତେଜ ପ୍ରତାପ ଯାଦବଙ୍କ ସହ ବାରଣାସୀର ଏକ ହୋଟେଲରେ ଦୁର୍ବ୍ୟବହାର କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। କେବଳ ଏତିକି ନୁହେଁ, ହୋଟେଲର କର୍ମଚାରୀମାନେ ତେଜ ପ୍ରତାପ ଓ ତ‌ାଙ୍କ ସହଯୋଗୀଙ୍କ ଜିନିଷପତ୍ର ହୋଟେଲ ବାହାରକୁ ବାହାର କରିଦେଇଥିଲେ । ଏନେଇ ତେଜ୍ ପ୍ରତାପ ହୋଟେଲ ମାଲିକଙ୍କ ନାମରେ ବାରଣାସୀ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ। ଏହି ଘଟଣାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦାବି କରାଯାଇଛି କି, ହୋଟେଲ…

Read More

ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଗ ଥିଲା ଓ ରହିବ : ଚୀନକୁ ଭାରତର ଦୃଢ ଜବାବ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ କୁ ନେଇ ଚୀନର ଆପତ୍ତିକୁ ଭାରତ ଖାରଜ କରିଦେଇଛି । ଭାରତ ପକ୍ଷରୁ କୁହାଯାଇଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ଏଭଳି ଗସ୍ତକୁ ବିରୋଧ କରିବାର କୌଣସି କାରଣ ନାହିଁ ଏବଂ ଏପରି କରିବା ଦ୍ୱାରା ବାସ୍ତବତା ବଦଳିବ ନାହିଁ। ଚୀନ୍ କର୍ତ୍ତୃପକ୍ଷଙ୍କ ମନ୍ତବ୍ୟକୁ ଆମେ…

Read More

ଝାରସୁଗୁଡ଼ା ଉପ-ନିର୍ବାଚନ: ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଶ୍ରୀ ପାଣ୍ଡେ ହେଉଛନ୍ତି ଝାରସୁଗୁଡ଼ା ପୌରପାଳିକାର ୨ଥର ଅଧ୍ୟକ୍ଷ ଓ ୩ଥର ବିଧାୟକ ହୋଇଥିବା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ। ଏକ ରାଜନୈତିକ ପରିବାରରୁ ଆସିଥିବା ଶ୍ରୀ ପାଣ୍ଡେ ଜଣେ ଯୁବ ନେତା ଭାବେ ୧୯୯୫ ମସିହାରୁ କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେକାର୍ଯ୍ୟ କରୁଛନ୍ତି। ଜଣେ ସମାଜସେବୀ ଓ ଅଘରିଆ ସମାଜର ଆଗଧାଡ଼ିର ନେତାଭାବେ ମଧ୍ୟ ନିଜର କାର୍ଯ୍ୟ ଜାରି…

Read More

ରାହୁଲ ଟ୍ରୋଲରେ ସୀମିତ ରହିଛନ୍ତି: ସିନ୍ଧିଆ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ସାଂଘାତିକ ସମାଲୋଚନା କରିଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିମ୍ବା କଂଗ୍ରେସଠାରୁ ସଂପନ୍ନ ଛିନ୍ନ କରିଥିବା ନେତାମାନଙ୍କ ସହିତ ସିନ୍ଧିଆଙ୍କୁ ଯୋଡ଼ି ରାହୁଲ ଟ୍ବିଟ କରିଥିବାରୁ ସେ ଏହାର କଡ଼ା ଜବାବ ଦେଇଛନ୍ତି। ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ସାଂଘାତିକ ସମାଲୋଚନା କରିଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିମ୍ବା କଂଗ୍ରେସଠାରୁ…

Read More