‘ଚାଟ୍‌ଜିପିଟି’କେବେ ମଣିଷ ମସ୍ତିଷ୍କର ବିକଳ୍ପ ନୁହେଁ; ଏନ୍ ଆର୍ ନାରାୟଣମୂର୍ତ୍ତି

ଆମେରିକୀୟ ସଂସ୍ଥା ଓପନ୍‌ଏଆଇ ବିକାଶ କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍‌ ‘ଚାଟ୍‌ଜିପିଟି’କୁ ମାନବ ମସ୍ତିଷ୍କର ବିକଳ୍ପ ଭାବେ ଅନେକ ବିଚାର କରୁଛନ୍ତି। ମଣିଷ ଯେଭଳି ଭାବୁଛି ଚାଟ୍‌ଜିପିଟି ତାହାର ଅବିକଳ ନକଲ କରିପାରୁଛି। ଏହା ଭବିଷ୍ୟତରେ ମଣିଷର ବିକଳ୍ପ ଭା‌ବେ ଉଭା ହେବ ବୋଲି ବିଶ୍ବବ୍ୟାପୀ ଚର୍ଚ୍ଚା ହେଉଛି। ଯଦି ସେଭଳି କିଛି ଘଟିବ ତେବେ ମଣିଷଙ୍କୁ ଆଉ କେହି ଖୋଜିବେନି। ସେମାନଙ୍କ ଚାକିରି ଚାଲିଯିବ। ସମାଜ ପ୍ରତି ବଡ଼ ଧରଣର ବିପଦ ମାଡ଼ି ଆସିବ…

Read More

କେରଳରେ ଆରମ୍ଭ ହେଲା ପ୍ରଥମ ଜଳ ମେଟ୍ରୋ

ରୁଅନନ୍ତପୁରମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର କୋଚିଠାରେ ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦ୍‌ଘାଟନ କରିଛନ୍ତି । ଦେଶର ଏହା ପ୍ରଥମ ୱାଟର ମେଟ୍ରୋ। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି ଦ୍ବୀପକୁ ସଂଯୋଗ କରିବ। ମଙ୍ଗଳବାର ଦୁଇଦିନିଆ କେରଳ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ପ୍ରଥମେ ତିରୁଅନନ୍ତପୁରମରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳର ଶୁଭାରମ୍ଭ…

Read More

ରାଜ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର ରେ ୭୧, କଟକ ୬୫, ମୟୂରଭଞ୍ଜ ୨୮,ବଲାଙ୍ଗୀର ୨୧, ଖୋର୍ଦ୍ଧାରେ ୨୭, ଅନୁଗୁଳରୁ ୨ ଜଣ, ବରଗଡ଼ରୁ ୩ ଜଣ, ବଲାଙ୍ଗୀରରୁ ୨୧ ଜଣ, ବୌଦ୍ଧରୁ ୬ ଜଣ, ଦେଓଗଡ଼ରୁ ୩ ଜଣ,…

Read More

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା : ପନ୍ଥ,ଶ୍ରେୟସଙ୍କ ସହ ବୁମରା ବାଦ୍

ଭୁବନେଶ୍ବର; ରୋହିତ ଶର୍ମାଙ୍କ ଅଧିନାୟତ୍ବରେ ଭାରତୀୟ ଦଳ ଇଂଲଣ୍ଡର ଓଭାଲଠାରେ ଖେଳିବ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ। ତେଣୁ ଏଥି ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ପରିସଦ ତରଫରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି ।ଅଜିଙ୍କ୍ୟ ରାହାନେ ଏବଂ କେ.ଏଲ୍ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଦେଖାଯାଇଥିବାବେଳେ ଶ୍ରେୟସ୍ ଆୟର ଏବଂ ଜସପ୍ରୀତ ବୁମ୍ରାଙ୍କୁ ଆଘାତ କାରଣରୁ ବାଦ୍ ଦିଆଯାଇଛି । । ଚଳିତ ବର୍ଷ ଜୁନ୍ ୭ ରୁ ଇଂଲଣ୍ଡର ଓଭାଲରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ…

Read More

ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଲେ ରତନ ଟାଟା

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଟ୍ୱିଟର ମାଧ୍ୟମରେ ପୋଷ୍ଟ କରିଛନ୍ତି । ଶ୍ରୀ ଟାଟାଙ୍କୁ ଅଷ୍ଟ୍ରେଲିଆ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ପ୍ରଦାନ କରିଛନ୍ତି। ଏହାସହିତ ଫାରେଲ୍ କହିଛନ୍ତି ଯେ, ରତନ ଟାଟାଙ୍କ ଅବଦାନ ଅଷ୍ଟ୍ରେଲିଆ ଉପରେ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ, ବିଶେଷ କରି ବାଣିଜ୍ୟ, ପୁଞ୍ଜି…

Read More

ଖୁବ୍‌‌ଶୀଘ୍ର ପ୍ରକାଶ ପାଇବ ଜେଇଇ ମେନ୍‌‌ ରେଜଲ୍ଟ

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ରେଜଲ୍ଟ ଖୁବଶୀଘ୍ର ପ୍ରକାଶ ପାଇବ। ଚଳିତ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌‌ ଏପ୍ରିଲ ୬ ତାରିଖଠୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହୋଇଥିବା ବେଳେ ଏହି ପରିକ୍ଷାରେ ପ୍ରାୟ ୮ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରାଜ୍ୟର ପାଖାପାଖି ୨୦ ହଜାର ଛାତ୍ରଛାତ୍ରୀ ଚଳିତ ପର୍ଯ୍ୟାୟରେ ପ୍ରବେଶିକା ଦେଇଥିବା ସୂଚନା…

Read More

ପୁଣି ଆରମ୍ଭ ହେଲା ଡବ୍ଲୁଏଫ୍‌ଆଇ ଅଧ୍ୟକ୍ଷଙ୍କ ବିରୋଧରେ ପ୍ରତିବାଦ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର (ଡବ୍ଲୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ନାଁ‌’ରେ ‘ଏଫ୍‌ଆଇଆର୍‌’ ଦାବି କରିଛନ୍ତି । ଆଜି ବିନେଶ ଫୋଗଟ୍‌, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଙ୍କ ସମେତ ବିଶିଷ୍ଟ କୁସ୍ତି ଖେଳାଳିମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।ମହିଳା କୁସ୍ତି ଖେଳାଳିମାନଙ୍କୁ ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ଏବଂ ଅନ୍ୟ ପ୍ରଶିକ୍ଷକମାନଙ୍କ ନାଁ‌’ରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ରବିବାର ଦିନ ଖେଳାଳି ମାନେ ଦିଲ୍ଲୀର ଯନ୍ତର…

Read More

ସଞ୍ଜୟଙ୍କୁ ପିନାକୀଙ୍କ ଆଲିଙ୍ଗନ ଲୌହ ଭୀମକୁ ଧ୍ରୁତରାଷ୍ଟ୍ରର ଆଲିଙ୍ଗନ ନୁହେଁ ତ………….

ଭୁବନେଶ୍ୱର,୨୪/୪(ବ୍ୟୁରୋ): ମହାଭାରତ ଯୁଦ୍ଧ ସରିଯାଇଥାଏ। ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ସହ ମହାରାଜା ଧ୍ରୁତରାଷ୍ଟ୍ରଙ୍କୁ ଭେଟିବା ପାଇଁ ଇନ୍ଦ୍ରପ୍ରସ୍ଥ ଆସିଥାନ୍ତି। ଶତପୁତ୍ର ନିଧନ ଦୁଃଖରେ ଧ୍ରୁତରାଷ୍ଟ୍ର ମ୍ରିୟମ୍ରାଣ ହୋଇ ପଡିଥାନ୍ତି। ନିଜ ଆଡୁ କୁରୁ ଶ୍ରେଷ୍ଠ ପଞ୍ଚୁ ପାଣ୍ଡବଙ୍କୁ କୋଳାଗ୍ରତ କରି ଅଭିଭାଦନ କରନ୍ତି। ଯୁଧିଷ୍ଠିରଙ୍କ ଅଭିଭାଦନ ପରେ ଭୀମଙ୍କୁ ଡାକି ଆଲିଙ୍ଗନ କରିବାକୁ ଉଦ୍ୟତ ହୁଅନ୍ତି ଧ୍ରୁତରାଷ୍ଟ୍ର। ହେଲେ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ଭୀମଙ୍କୁ ଧ୍ରୁତରାଷ୍ଟ୍ର ନିକଟରୁ ଦୂରେଇ ରଖନ୍ତି। ଭୀମଙ୍କ ବଦଳରେ ତାଙ୍କ ଲୌହ ପ୍ରତିମାକୁ ଅନ୍ଧ ଧ୍ରୁତରାଷ୍ଟ୍ରଙ୍କ…

Read More

୩୫ ଲକ୍ଷରୁ ଅଧିକ ଚାଷୀ ପାଇଲେ ୪୪୧.୭୬ କୋଟି ଟଙ୍କା ସୁଧ ରିହାତି

ଭୁବନେଶ୍ୱର, ୨୪/୨(ବ୍ୟୁରୋ ): ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସୋମବାର  ଲୋକସେବା ଭବନରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ଓ ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଗଲା । ପ୍ରଥମ ପର୍ଯ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା । ଏହି…

Read More

ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦୁନିଆର ଅଧିକାଂଶ ସ୍ଥାନରେ ଗତ କିଛି ଦିନ ମଧ୍ୟରେ ଭୂକମ୍ପ ଝଟକା ଅନୁଭବ ହେଉଥିବା ଦେଖାଯାଉଛି। ଏହାମଧ୍ୟରେ ସୋମବାର ସକାଳେ ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଛି। ଏଥିରେ ଏଯାଏଁ କୌଣସି ଧନଜୀବନ ହାନୀ ହୋଇଥିବା ନେଇ କିଛି ଖବର ମିଳି ନାହିଁ। ଆଜି ସକାଳ ୬ଟା ୧୧ରେ ନ୍ୟୁଜିଲ୍ୟାଣ୍ଡର ଉତ୍ତର-ପୂର୍ବ ସ୍ଥିତ କର୍ମାଡେକ ଦ୍ୱୀପରେ ଏହି ଭୂକମ୍ପ…

Read More