ମୁଁ ଇସ୍ତଫା କାହିଁକି ଦେବି ବୋଲି କହିଲେ ସୁଜାତା, ବବି କହିଲେ ବିଜେପିର ଦମ୍ ଅଛି ଯଦି ବାନ୍ଧି ଜେଲ ନେଉ…

ଭୁବନେଶ୍ୱର : ଯାଜପୁର ବିଧାନସଭା ଆସନରେ ଉପନିର୍ବାଚନ ଚର୍ଚ୍ଚା ମଧ୍ୟରେ ପ୍ରଣବ ପ୍ରକାଶ ଦାସଙ୍କ ନୂଆ ବୟାନ ଆଲୋଚନାର କାରଣ ହୋଇଛି l ସଭାରେ କର୍ମୀଙ୍କ ଉପସ୍ଥିତି ଓ ଉତ୍ସାହକୁ ଦେଖି ତାଙ୍କର ମନୋବଳ ଆସିଛି ବୋଲି ବବି କହିଛନ୍ତି l  କେବଳ ସେତିକି ନୁହେଁ, ନୂଆ ସରକାରଙ୍କୁ ମଧ୍ୟ ସେ ଖୋଲା ଆହ୍ବାନ ଦେଇଛନ୍ତି। ଯଦି ଦୁର୍ନୀତି କରିଛି, ୪ ମାସ ହେଲାଣି ତାଙ୍କୁ ଏଯାଏ ବାନ୍ଧିନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଜେଲ୍‌ରେ ପୂରାଅ…

Read More

ଶିଳ୍ପ ହବ୍ ହେବ ଓଡିଶା, ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ୱାନ୍‌‌ ଟୁ ୱାନ୍‌‌ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଓଡ଼ିଶା ହେବ ଶିଳ୍ପ ହବ୍। ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଈଁ ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ପୁଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି। ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି। ସେମିକଣ୍ଡକ୍ଟର, ପେଟ୍ରୋ-କେମିକାଲ୍ସ, ଆଇଟିରେ ବିନିଯୋଗ ହେବାର ସମ୍ଭାବନା ରହିଥିବା ବେଳେ ଗ୍ରୀନଏନଜ୍ରିରେ ମଧ୍ୟ ବିନିଯୋଗ ବଢିବ। ଏହା ୨୦୩୬ରେ ସମୃଦ୍ଧ ଓଡ଼ିଶା ଓ ୨୦୪୭ରେ ବିକଶିତ ଓଡ଼ିଶା…

Read More

୨୦ କୋଟି ଟଙ୍କା ଦୁର୍ନୀତି ମାମଲାର ଆଜାରୁଦ୍ଦିନଙ୍କୁ ନୋଟିସ୍ କଲା ଇଡି

ହାଇଦ୍ରାବାଦ;ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସର ମହମ୍ମଦ ଆଜାରୁଦ୍ଦିନଙ୍କୁ ନୋଟିସ୍‌‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ନୋଟିସ୍‌‌ ଜାରି କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ୨୦କୋଟି ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଇଡ଼ି ପକ୍ଷରୁ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ବର୍ତ୍ତମାନ କଂଗ୍ରେସ ଦଳରେ ରହିଛନ୍ତି ମହମ୍ମଦ ଆଜାରୁଦ୍ଦିନ୍‌‌। ସୂଚନା ଅନୁସାରେ ଆଜାରୁଦ୍ଦିନଙ୍କୁ ହାଇଦ୍ରାବାଦସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ…

Read More

PM kissan yojana 18th installment: ଏହି ଦିନ ସରକାର ଛାଡ଼ିବାକୁ ଯାଉଛନ୍ତି ପିଏମ କିସାନ ଟଙ୍କା ? କେମିତି ଜାଣିବେ ଟଙ୍କା ଆସିଛି କି ନାହିଁ

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ର ୧୮ ତମ କିସ୍ତି ତାରିଖ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ଅକ୍ଟୋବର ୨୦୨୪ (ଶନିବାର) ରେ ୧୮ ତମ କିସ୍ତି  ଟଙ୍କା ପ୍ରଦାନ କରିବେ ପିଏମ। ଯେଉଁଥିରେ ୧୧ କୋଟିରୁ ଅଧିକ ଚାଷୀ ଉପକୃତ ହେବେ। ଆପଣଙ୍କୁ କହିରଖୁଛୁ ଯେ ସରକାର ପ୍ରତି ଚାରିମାସରେ ଥରେ ଏହି ଯୋଜନାର କିସ୍ତି ଟଙ୍କା ପ୍ରଦାନ କରନ୍ତି । ଚଳିତ ବର୍ଷ ଜୁନ୍ ମାସରେ…

Read More

ବଲାଙ୍ଗୀର ପାଟଣାଗଡ଼ଠାରେ ଫ୍ଲାଗ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ଭୁବନେଶ୍ଵର/ ପାଟଣାଗଡ଼, ଅକ୍ଟୋବର ୨, ୨୦୨୪ ଶିଳ୍ପପତି ତଥା ସମାଜସେବୀ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଏହାର ୧୫୦ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି।  ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ମାନ୍ୟବର ସାଂସଦ (ବଲାଙ୍ଗୀର) ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଏହି ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭକୁ ଉଦଘାଟନ କରିବା ସହ ୩୬×୨୪…

Read More

କେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଏହି ତିନି ବରିଷ୍ଠ ଆଇପିଏସ୍ ଅଧିକାରୀ…….ଇଏ ରହିବେ ହେଲେ…ସେମାନେ ପଳେଇବେ… ହେଲେ କୁଆଡେ

ଭୁବନେଶ୍ୱର:  ଓଡ଼ିଶାରେ ବିଜେପି ସରକାର କରିବା ପରେ ଏକାଧିକ ପ୍ରଶାସନିକ ନିଷ୍ପତ୍ତି ନେଇଛି। ହେଲେ ଅଧିକାରୀ ସ୍ତରରେ ମଧ୍ୟ ଏକାଧିକ ନିଷ୍ପତ୍ତି ଗ୍ରହଣ କରିଛି। ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଓ୍ୱାଇ.ବି ଖୁରାନିଆଙ୍କୁ ଦାୟିତ୍ୱ ଦେଇଛି। ଆଡଭୋକେଟ ଜେନେରାଲ ଭାବେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି କରାଯାଇଛି। ଆଇଏଏସ୍ ସ୍ତରରେ ଅଦଳବଦଳ ମଧ୍ୟ ହୋଇଛି। ହେଲେ ହେମନ୍ତ ଶର୍ମା ପୂର୍ବଭଳି ଅଛନ୍ତି। ଏକଦା ବିଜେପି ଶ୍ରୀ ଶର୍ମାଙ୍କ…

Read More

ହରିୟାଣା ନିର୍ବାଚନ ଫଳାଫଳ ପରେ ଧର୍ମେନ୍ଦ୍ରଙ୍କୁ ଅପାରଗ ବୋଲି ପ୍ରମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି…ପଣ୍ଡା, ସାମଲ, ଷଡଙ୍ଗୀ ଗୋଷ୍ଠୀ…..ମୁରୁକି ହସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର:  ଗତ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନ କେନ୍ଦ୍ରାପଡ଼ା ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଦଳୀୟ ନିର୍ବାଚନ ପ୍ରଭାରୀ ଭାବେ ଉତ୍ତର ପ୍ରଦେଶରେ ନିଯୁକ୍ତ ହୋଇଥିଲା। ଏହା ପୂର୍ବରୁ ଜେପି ନଡ୍ଡା ଏବଂ ଅମିତ ଶାହା ଏହି ଦାୟିତ୍ୱରେ ରହିଥିଲେ। ତେଣୁ ଶ୍ରୀ ପଣ୍ଡାଙ୍କ ଗୁରୁତ୍ୱ ବଢିଲା ବୋଲି  ତାଙ୍କ ଟିଭି ଚ୍ୟାନେଲ ଏବଂ ସମର୍ଥକ ମାନେ କହି ବୋଲିଲେ। ଆଗାମୀ ଦିନରେ ଅନ୍ୟମାନଙ୍କ ଅପେକ୍ଷା ତାଙ୍କ ଗୁରୁତ୍ୱ ବଢିବ ବୋଲି ଏକ ଧାରଣା କରାଗଲା। ଏମିତି…

Read More

କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରକୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪

ଭୁବନେଶ୍ୱର, ୧/୧୦/୨୪:  କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪ ପ୍ରଦାନ କରାଯାଇଛି। ଗତ ସେପ୍ଟେମ୍ବର ୩୦ରେ ମୁମ୍ବାଇରେ ଆୟୋଜିତ ସିଏସଆର ଜର୍ଣ୍ଣାଲର ସପ୍ତମ ପୁରସ୍କାର ପ୍ରଦାନ ସମାରୋହରେ ଜେଏସପିକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିଜର ସାମାଜିକ ସଂଗଠନ ଜିନ୍ଦଲ ଫାଉଣ୍ଡେସନ ଜରିଆରେ ତୃଣମୂଳସ୍ତରରୁ  କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ସହ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ କମ୍ପାନିର…

Read More

କଲେଜ – କଲେଜ ଭିତରେ କଳି କରାଇବା ବୋଧେ ହୃଷିକେଶ ପଣ୍ଡାଙ୍କ ଉଦ୍ଦେଶ୍ୟ

କଟକ : ଭୁବନେଶ୍ୱର ବୈଠିକୀ ପରେ ଡକ୍ଟର ହୃଷିକେଶ ପଣ୍ଡାଙ୍କ ଅର୍ଗସ ଟିଭି ସହ ସାମ୍ନାସାମ୍ନି ରେ ଶୁଣିଲି ସେ ଆଉ ଗୋଟିଏ ଏଜେଣ୍ଡା ଆଡେ ମୁହାଁଇଲେଣି  । କଥାଟି ହେଲା ରେଭେନ୍ସା କଲେଜ ଆଗରୁ ପାରଳା କଲେଜ । ରେଭେନ୍ସାଭିଆନମାନେ କେବେ ଏ ଭଳି ପ୍ରଶ୍ନ ଉଠେଇ ନାହାନ୍ତି । କୌଣସି ଅନୁଷ୍ଠାନର ଜନ୍ମ ତାରିଖ ଉଠେଇ ସେଇ ଅନୁଷ୍ଠାନର ଐତିହାସିକ ଐତିହ୍ୟ ଦାବି କରା ଯାଏ ନାହିଁ । ପୃଥିବୀ ସାରା ଓ ଆମ…

Read More

ଏଠି ବୋପା ପରେ ପୁଅ ନେତା ହୁଏନି….ଧର୍ମେନ୍ଦ୍ରଙ୍କୁ ବାଣ ମାରି ଚାଲି ଗଲେକି ନଡ୍ଡା….ଜିଲ୍ଲା ଗସ୍ତରେ ପରିବାରବାଦକୁ ମୋହନଙ୍କ ଟାର୍ଗେଟ

ଭୁବନେଶ୍ୱର:  ଏକଦା କେନ୍ଦ୍ରୀୟ ବିଜେପି ନେତା ହୁଅନ୍ତୁ କି, ଭାରତ ସରକାରଙ୍କ କୌଣସି ମନ୍ତ୍ରୀ ଓଡ଼ିଶା ଆସିଲେ ଭାୟା ଧର୍ମେନ୍ଦ୍ର ପ୍ରଧାନ ଜାଣୁଥିଲେ। ମାତ୍ର କିଛିମାସ ହେବ ଏଥିରେ ବହୁ ପରିବର୍ତ୍ତନ ଆସିଲାଣି। ଧର୍ମେନ୍ଦ୍ର ପ୍ରଧାନ ଆଉ ଏକ ମାତ୍ର ରାଜ୍ୟ ବିଜେପିର ଶକ୍ତି କେନ୍ଦ୍ର ହୋଇ ନାହାନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ, ତାଙ୍କ ଉପରେ ଭାରି ପଡୁଛନ୍ତି। ମନମୋହନ ସାମଲ ଯୋଜନା ବୋର୍ଡ ଉପାଧ୍ୟକ୍ଷ ହେବେ ନା ପୂର୍ବପରି ରାଜ୍ୟ ସଭାପତି ପଦରେ ରହି…

Read More