ରାଜ୍ୟରେ କାମ କରୁନି କି ଡବଲ ଇଞ୍ଜିନ୍,ମାନ୍ଦା ହେଲାଣି ଅର୍ଥନୀତି

ଭୁବନେଶ୍ୱର: (ରଙ୍ଗା ଚରଣ ପ୍ରଧାନ)_ଅକ୍ଟୋବର ଶେଷ ସୁଦ୍ଧା ସରକାର ବଜେଟ ଅନୁସାରେ ପାଇବାକୁ ଥିବା ଆୟର ୫୮% ଆସିଯିବା କଥା। କାରଣ ଚଳିତ ଆର୍ଥିକ ବର୍ଷର ୭ ମାସ ପାରି ହୋଇ ସାରିଛି । କିନ୍ତୁ ଓଡ଼ିଶା ସରକାରଙ୍କ ଆୟ ଏହି ସମୟ ମଧ୍ୟରେ ହୋଇଛି ମାତ୍ର ୪୯% । ଏହା ମଧ୍ୟରେ ଆଗ ଇଞ୍ଜିନ୍ ଠାରୁ ପାଇବାକୁ ଥିବା ଆୟ ମାତ୍ର ୪୪% । ଆଗରୁ ମୁଁ ପରନ୍ତୁ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲି କେମିତି କେନ୍ଦ୍ର…

Read More

Jio vs Airtel: ୯୦ ଦିନର ବୈଧତା ଖୋଜୁଥିବା ଗ୍ରାହକ ଜାଣନ୍ତୁ କେଉଁ କମ୍ପାନୀ ଦେଉଛି କମ୍ ଟଙ୍କାରେ ଅଧିକ ଲାଭ

ଜୁଲାଇ ମାସରେ ମୋବାଇଲ୍ ଶୁଳ୍କ ବୃଦ୍ଧି ହେବା ପରେ ସମସ୍ତ ଟେଲିକମ୍ କମ୍ପାନୀ ମଧ୍ୟରେ ଅନେକ ପ୍ରତିଯୋଗିତା ଚାଲିଛି ।ଜୁଲାଇ ମାସରେ, ସମସ୍ତ ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ଯୋଜନାର ମୂଲ୍ୟ ୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ, ଯାହା ଫଳରେ ଏହାର ପ୍ରଭାବ ସିଧା ସଳଖ ଲୋକଙ୍କ ପକେଟ ଉପରେ ପଡିଥିଲା।ଯଦି ଆପଣ ଏକ ଲମ୍ବା ବୈଧତା ସହିତ ରିଚାର୍ଜ ଯୋଜନା ଖୋଜୁଛନ୍ତି, ତେବେ ଲମ୍ବା ବୈଧତା ପାଇଁ କେଉଁ ଟେଲିକମ୍ କମ୍ପାନୀ ଉତ୍ତମ ଯୋଜନା…

Read More

ଆବୁଆ ସରକାର ଇତିହାସ :ମୋ ରାଜ୍ୟ ମୋ ସରକାର

ଜାମସେଦପୁର: (ବିଜୟ ସାହୁ)-ଶିବୁ ସୋରେନ ପରିବାର ଏକ ସଂଗ୍ରାମରୁ ସୃଷ୍ଟି । ବରିଷ୍ଠ ସୋରେନଙ୍କ ପୂର୍ବଜଙ୍କ ଠାରୁ ଆରମ୍ଭହେମନ୍ତ ସୋରେନଙ୍କ ପର୍ଯ୍ୟନ୍ତ ସାନ୍ତାଳ ଆଦିବାସୀଙ୍କ ଅଧିକାର ଲଢେ଼ଇ ପଥରେ ଝାଡ଼ଖଣ୍ଡ ଅନେକ ଉତ୍ଥାନ ପତନ ଦେଖିଛି , କିନ୍ତୁ  ଝାଡ଼ଖଣ୍ଡ ବାସୀ ଓ ଆଦିବାସୀ ରାଷ୍ଟ୍ର ଶକ୍ତି ଆଗରେ କେବେ ମୁଣ୍ଡ ନୁଆଁଇ ନାହାଁନ୍ତି । ଏହାର ଫଳ ଚଳିତ ଝାଡଖଣ୍ଡ ନିର୍ବାଚନରେ ଦେଖିବାକୁ ମିଳିଛି । 81 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ହେମନ୍ତ ସୋରେନଙ୍କ…

Read More

ଏକାଠି ରହିବା ତ…..ବଞ୍ଚିବା…. ନଚେତ୍…………

ବିଜୟ ସାହୁ – ସମସ୍ତେ ଏକ ହେଲେ ଓ ସେଫ ହେଲେ ! କିନ୍ତୁ ଏହାପରେ ସମସ୍ତେ ଏକ ହେଇ ଆଦାନୀଙ୍କୁ ସେଫ କରିବେ ତ ?ବର୍ତ୍ତମାନର ସବୁଠାରୁ ବଡ଼ ଚର୍ଚ୍ଚା ମହାରାଷ୍ଟ୍ରରେ ଆଦାନୀ ସାମ୍ରାଜ୍ୟର 2200 କୋଟି ଲାଞ୍ଚ କାରବାର ବୁମେରାଙ୍ଗ ହେଇ ଇଣ୍ଡିଆ ମେଣ୍ଟକୁଚୁର ଚୁର କରିଦେଲା । କାରଣ କେନ୍ଦ୍ର ସରକାର ଏହି ଲାଞ୍ଚ କାରବାରରେ ନିଜ ହାତକୁ ସଫା କରି ନୀରବ ହେଇଗଲେ ଓ ବଚସ୍କର ମିଡିଆ ମାଧ୍ୟମରେ ପ୍ରଚାର କଲେ…

Read More

ଆସନ୍ତାକାଲିଠୁ ଶୀତକାଳୀନ ଅଧିବେଶନ, ଏହାକୁ ଦୃଷ୍ଟିରେ ରଖି ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ୨୬ ତାରିଖଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହାକୁ ଦୃଷ୍ଟିରେ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୂଖ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ।…

Read More

ମହାରାଷ୍ଟ୍ର ରାଜନୀତିର ଐତିହାସିକ ପଟ୍ଟ ପରିବର୍ତ୍ତନ ଓ କଂଗ୍ରେସ ରାଜନୀତି ଏହାର ଜନ୍ମଦାତା

ମୁମ୍ବାଇ: (ବିଜୟ ସାହୁ)- ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଦେଖି କଂଗ୍ରେସ ଓ ନାଗରିକ ସମାଜ ଯେଉଁ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ତାହା ଏକ ବୃଥା ଅରଣ୍ୟ ରୋଦନ । ଏକଦା ଭାରତୀୟ ଜାତୀୟ କଂଗ୍ରେସ ମହାରାଷ୍ଟ୍ରରୁ କମ୍ୟୁନିଷ୍ଟ ମାନଙ୍କୁ ଓ କଂଗ୍ରେସ-ସମାଜ ବାଦୀ ଗୋଷ୍ଠୀଙ୍କୁ ମୂଳୋତ୍ପାଟନ କରିବା ପାଇଁ ଓ ମହାରାଷ୍ଟ୍ରର ଶ୍ରମଜୀବୀ ସଂଗଠନଗୁଡିକୁ ଧ୍ୱଂସ କରିବା ପାଇଁ ବାଲ ଥାକ୍କରେଙ୍କୁ ଅସ୍ତ୍ର କରିଥିଲା , ଚଳିତ ନିର୍ବାଚନରେ ସମାନ ରଣ କୌଶଳ ପ୍ରୟୋଗ କରି ବିଜେପି…

Read More

BGT 2024: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ପାଇଁ ବିଶ୍ଵର ନାମିଦାମୀ ଅମ୍ପାୟାର ଚୟନ, ତାଲିକାରେ ରହିଛି ବଡ ବଡ ନାମ

ପର୍ଥ;ବୋର୍ଡର ଗାଭାସ୍କର ଟ୍ରଫି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ | ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦୁଇ ଦଳ ମଧ୍ୟରୁ ଯିଏ ସିରିଜ୍ ଜିତିବ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିବ | ଯେତେବେଳେ ଏକ ସିରିଜର ଗୁରୁତ୍ଵ ବଢିଯାଏ ତେବେ ଅମ୍ପାୟାରମାନେ ମଧ୍ୟ ସଠିକ୍ ନିଷ୍ପତ୍ତି ନେବା ଭାର ବଢ଼ିଥାଏ | ତେବେ ଆସନ୍ତୁ ଜାଣିବା ପ୍ରଥମ…

Read More

Jio ଆଣିଛି ୧୧ ମାସର ବୈଧତା ଥିବା ଶସ୍ତା ପ୍ଲାନ, ଜାଣନ୍ତୁ ଏହାର ଦାମ

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଦେଶର ଏକ ଲୋକପ୍ରିୟ ଟେଲିକମ୍ କମ୍ପାନୀ ଅଟେ ଦେଶର କୋଟି କୋଟି ଉପଭୋକ୍ତା ରିଲାଏନ୍ସ ଜିଓ ସହିତ ଜଡ଼ିତ । ଜିଓ ପାଖରେ ତାର ଗ୍ରାହକଙ୍କ ପାଇଁ ଅନେକ ପ୍ରକାରର ଯୋଜନା ଉପଲବ୍ଧ ରହିଛି । ସମସ୍ତ ପ୍ରକାର ଶସ୍ତା ଏବଂ ମହଙ୍ଗା ପ୍ଲାନ ଜିଓ ପାଖରେ ଉପଲବ୍ଧ । ତେବେ ଜୁଲାଇରେ ଜିଓ ଏହାର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲା। ଏହା ସତ୍ତ୍ବେ କୋଟି କୋଟି ଉପଭୋକ୍ତା ତଥାପି…

Read More

ଫେବ୍ରୁଆରୀ ୧୮ରୁ ଆରମ୍ଭ +୨ ପରୀକ୍ଷା

ଭୁବନେଶ୍ବର: +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)। ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା । ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା । ଏନେଇ ସୂଚନା ଦେଇଛି ସିଏଚଏସଇ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ହେବ। ୧୮ ତାରିଖରେ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌ ଓଡ଼ିଆ ପରୀକ୍ଷା ହେବା ସହ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଏମ୍‌ଆଇଏଲ୍‌ ଓଡ଼ିଆ…

Read More

ଭାରତର ଏହି ଗୋଟିଏ ଭୁଲ ପାଇଁ ଏବେ ଖୁସିରେ କଙ୍ଗାରୁ ବୋଲର

ପର୍ଥ:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ ରୁ ଆରମ୍ଭ ହେବ ।ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବ। ଏଥର ଟିମ୍ ଇଣ୍ଡିଆ ଏହି ସିରିଜ୍ ପାଇଁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଚୟନ କରି ନାହିଁ। ପୂଜାରାଙ୍କୁ ଟିମ୍ ଇଣ୍ଡିଆରୁ ବାହାରିବା ପରେ ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ଜୋଶ ହାଜଲେଉଡ୍ ବହୁତ ଖୁସି ପ୍ରକାଶ କରିଛନ୍ତି। ହାଜଲେଉଡ୍ ନିଜର ଖୁସି ବ୍ୟକ୍ତ କରିଛନ୍ତି ପୂଜାରା ତାଙ୍କୁ ଏବଂ ଅଷ୍ଟ୍ରେଲିଆ…

Read More