ବୁମରାଙ୍କ ସହ ୧୮୫ ରନ୍ ଏବଂ ବୁମ୍ରାଙ୍କ ବିନା ୨୦୦

ଅଷ୍ଟ୍ରେଲିଆ : ସିଡନୀରେ ଟିମ୍ ଇଣ୍ଡିଆର ଅବସ୍ଥା ଖରାପ, କିନ୍ତୁ ବିଶେଷଜ୍ଞଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମ ଇନିଂସରେ ୪ ରନ୍ ଅଗ୍ରଣୀ ହାସଲ କରିବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମାତ୍ର ୧୪୧ ରନରେ ୬ ୱିକେଟ୍ ହରାଇଛି । ଭାରତର ଅଗ୍ରଣୀ ହେଉଛି ୧୪୫ ରନ୍। ଏଥିରୁ ଜଣାପଡୁଛି ଯେ ଏହି ଟେଷ୍ଟ ଅଷ୍ଟ୍ରେଲିଆର ମୁଠି ଧିରେ ଧିରେ ଶକ୍ତ ହେବାରେ ଲାଗିଛି , କିନ୍ତୁ ପୂର୍ବତନ କ୍ରିକେଟରମାନେ ବିଶ୍ବାସ କରୁଛନ୍ତି ଯେ…

Read More

ଆଉ ବ୍ରଡ଼ବ୍ୟାଣ୍ଡର ପଡ଼ିବନି ଆବଶ୍ୟକତା, ଜିଓର ଏହି ପ୍ଲାନରେ ମିଳୁଛି 5G ଅସୀମିତ ଡାଟା

ଭୁବନେଶ୍ୱର : ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ନବବର୍ଷ ପାଇଁ ଜିଓ ନିକଟରେ ଉପଭୋକ୍ତାମାନଙ୍କ ପାଇଁ ଏକ ସୁଲଭ ରିଚାର୍ଜ ଯୋଜନା ଆଣିଛି ଯେଉଁଥିରେ ଆପଣ ଅସୀମିତ 5G ଡାଟା ଉପଭୋଗ କରିପାରିବେ | ଜିଓ ତାର ପ୍ଲାନରେ ଏକ ବର୍ଷ ପାଇଁ ୬୦୧ ଟଙ୍କା ମୂଲ୍ୟର ଏକ ନୂତନ ମୋବାଇଲ୍ ଭାଉଚର୍ ଲଞ୍ଚ କରିଛି | ଏହି ଯୋଜନାରେ, ଜିଓ ପୁରା ଏକ ବର୍ଷ ପାଇଁ ଉପଭୋକ୍ତାମାନଙ୍କୁ ଅସୀମିତ 5G ଡାଟା ପ୍ରଦାନ…

Read More

ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଏଣିକି ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହେଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ୍‌ ପାଣ୍ଠିରୁ ସହାୟତା ଦିଆଯିବ। ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଏହି ସୁବିଧା ମିଳିବ ବୋଲି ବି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ କିଛି ଦିନ ତଳେ ହୋଇଥିବା ଅଦିନିଆ ବର୍ଷାରେ ୬ ଲକ୍ଷ ୬୬…

Read More

୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଆଉ କେବେ ଆୟୋଜନ କରିଥିଲା ଆଇସିସି ଟୁର୍ନାମେଣ୍ଟ ? ଜାଣନ୍ତୁ

ନୂଆଦିଲ୍ଲୀ : ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପାକିସ୍ତାନ ଏହି ମେଗା ଟୁର୍ନାମେଣ୍ଟର ଆୟୋଜଗ କିନ୍ତୁ ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ ହାଇବ୍ରିଡ଼ ମଡେଲରେ ଦୁବାଇରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା, ଯେଉଁଥିପାଇଁ ଦୁବାଇକୁ ନିରପେକ୍ଷ ସ୍ଥାନ ଭାବରେ ଚୟନ କରାଯାଇଛି । ଦୀର୍ଘ ସମୟ ପରେ ପାକିସ୍ତାନ କୌଣସି ଆଇସିସି ଇଭେଣ୍ଟର ହୋଷ୍ଟିଂ ଅଧିକାର ପାଇଛି।…

Read More

ଏହାର କଡା ଜବାବ ଦିଆଯିବ, ପାକିସ୍ତାନ ଏୟାର ଷ୍ଟ୍ରାଇକର ପ୍ରତିକ୍ରିୟା ରଖିଲା ଆଫଗାନିସ୍ତାନ ମନ୍ତ୍ରାଳୟ

ନୂଆଦିଲ୍ଲୀ :ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ।ଆଫଗାନିସ୍ତାନର ବରମଲରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ୧୫ ମୃତ। ମଙ୍ଗଳବାର ରାତିରେ ପାକିସ୍ତାନ ଏହି ଆକ୍ରମଣ କରିଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି। ଆଫଗାନିସ୍ତାନରେ ଲୁଚି ରହିଥିବା ପାକିସ୍ତାନୀ ତହରିକ୍ ଏ ତାଲିବାନର ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିବା ଲାଗି ପାକିସ୍ତାନ ଏହି ଏୟାର ଷ୍ଟ୍ରାଇକ୍ କରିଛି।ଏହି ଷ୍ଟ୍ରାଇକରେ ତାଲିବାନ୍ ଆତଙ୍କୀଙ୍କ ତାଲିମ୍ କେନ୍ଦ୍ରକୁ…

Read More

ସମୟ କୌଣସି ଅପରାଧକୁ ବେଶିଦିନ ଗୁପ୍ତ ରଖେନି,

ଭୁବନେଶ୍ୱର : (ବିଜୟ ସାହୁ)-ବାଲେଶ୍ଵର ସାଂସଦ ପ୍ରତାପ ସାରଙ୍ଗୀ ନିଜକୁ ପ୍ରୋଜେକ୍ଟ କରିବାକୁ ଯାଇ ଯେଉଁ ନାଟକ ରଚିଲେ ସେଇ ନାଟକ ହିଁ ଲୋକଙ୍କୁ ଅତୀତର କଥା କୁ ତାଙ୍କ ଆଗରେ ଦର୍ପଣ ଭଳି ଥୋଇଦେଲା । ଅବଶ୍ୟ 2014ରେ ମୋଦୀ ଯେତେବେଳେ ବହୁମତ ନେଇ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ପ୍ରତାପ ସାରଙ୍ଗୀଙ୍କୁ କ୍ୟାବିନେଟରେ ନେବାକୁ ମାନବ ଅଧିକାର ସଙ୍ଗଠକ ମାନେ ଦିଲ୍ଲୀର କିଛିଟା ବିରୋଧ କରିଥିଲେ, କିନ୍ତୁ ତାହା ବହୁଳ ପ୍ରଚାରିତ ହେଲା ନାହିଁ। ମୋଦୀଙ୍କପ୍ରଧାନମନ୍ତ୍ରୀ…

Read More

ଚାଷୀକୂଳ ବେହାଲ…ଭୁଲ୍ ପାଣିପାଗ ସୂଚନାକୁ ଦାୟୀ କଲେ କୃଷକ…

ଭୁବନେଶ୍ୱର: ଶୀତଦିନ ଜାରି ରହିଛି। ମାତ୍ର ଏହା ଭିତରେ ଅଦିନିଆ ବର୍ଷା ଚାଷୀ ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ଦେଇଛି। ପାଣିପାଗ ବିଭାଗ ଓ କୃଷି ବିଭାଗ ଏହି ଅଦିନିଆ ବର୍ଷାକୁ ନେଇ ଯେଉଁପରି ଭାବେ ଚାଷୀମାନଙ୍କୁ ସଚେତନ କରିବା କଥା, ତାହା କରିନାହିଁ ବୋଲି ଅଭିଯୋଗ ଆସିଲାଣି। ଉପକୂଳ ଓ ଦକ୍ଷିଣ ଓଡିଶାର ଚାଷୀମାନେ ଏହି ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ସରକାର ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ୍ ଦେବା କଥା କହୁଛନ୍ତି।…

Read More

ପ୍ରକଳ୍ପକୁ ନେଇ ବିଜେପି ଭିତରେ ଶୀତଳ ଯୁଦ୍ଧ….ମୁକୁ ବନାମ ମନମୋହନ କ୍ୟାମ୍ପ ଶିବିର ଚଳଚଞ୍ଚଳ..

ଭୁବନେଶ୍ୱର: (ସମ୍ପାଦିତ ଅଂଶ)- ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ୍ ପାର୍କର ଆନୁଷ୍ଠାନିକ ମଞ୍ଜୁରୀ ପରେ ରାଜ୍ୟ ବିଜେପି ରାଜନୀତିକୁ ନେଇ ସାମାଜିକ ଗଣମାଧ୍ୟମରେ ମତ ରଖିଥିଲେ ବିଜେଡି ସମର୍ଥକ ତଥା ଖୋଲାକଥା ଫେମ୍ ସତ୍ୟଜିତ ମିଶ୍ର। ତାଙ୍କ ମୂଳଲେଖାର ଭାବକୁ ଅକ୍ଷୁର୍ଣ୍ଣ ରଖାଯାଇ ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଯାଇଛି। -ଶ୍ରୀ ମିଶ୍ର କହିଛନ୍ତି ଯେ, ପୂର୍ବ ନବୀନ ପଟ୍ଟନାୟକ  ସରକାର ଥିଲେ ରାଜନୈତିକ ସମୀକ୍ଷକ ମାନେ ଆବଶ୍ୟକତା ଠାରୁ ଅଧିକ ଉତ୍ପାତ ହେଉଥିଲେ। ସେ ଜଣେ ସାଧାରଣ…

Read More

ଉପ ରାଷ୍ଟ୍ରପତିଙ୍କ ଅନାସ୍ଥା ନାକଚ: ଇତିହାସରେ ଧନକଡ ଓ ହରିବଂଶଙ୍କ ଭୂମିକା

ନୂଆଦିଲ୍ଲୀ: (ବିଜୟ ସାହୁ) – ଇନସାଫ କି ଡଗର ପେ ଏ ଦେଶ ହେ ତୁମର ରଖନା ତୁମ ସମ୍ଭାଲ କେ lଧଙ୍କଡ଼ଙ୍କ ଉପରେ ଅବିଶ୍ୱାସ ପ୍ରସ୍ତାବ ନାକଚ ହେଲା ସେଥିପାଇଁ ମୁଁ ବିବ୍ରତ ନୁହେଁ । ବିବ୍ରତ ଏଇଥି ପାଇଁ ଯେ ନାକଚ କଲା ବେଳେ ରାଜ୍ୟସଭାର ସେଇ ଚେୟାରରେ କିଏ ବସିଥିଲେ ଯେଉଁଠି ଦିନେ ଦିନେ ପ୍ରଥମ ଅଧ୍ୟକ୍ଷ ସର୍ବପଲ୍ଲୀ ରାଧାକୃଷ୍ଣନ ବସିଥିଲେ । ଆମେ ଯଦି ରାଧାକୃଷ୍ଣନଙ୍କୁ ରାଜ୍ୟସଭାର ଜନକ କହୁଛେ ତାହେଲେ…

Read More

ହାରିବା ପରେ ବି ଭୋଟରଙ୍କୁ ପଢିବାରେ ଭୁଲ୍ କରୁଛି ବିଜେଡି …ଆମ୍ବେଦକରଙ୍କ ଅପମାନକୁ ନେଇ ଦଳରେ ଭୟଙ୍କର ନୀରବତା….

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ଆଦିବାସୀ ବର୍ଗରୁ ମୁଖ୍ୟମନ୍ତ୍ରୀ, ସାଧାରଣ ଓ ପଛୁଆବର୍ଗରୁ ଜଣେ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କଲା। କଂଗ୍ରେସ ମଧ୍ୟ ଆଦିବାସୀ ବର୍ଗରୁ ବିଧାୟକ ଦଳ ନେତା, ସାଧାରଣ ବର୍ଗରୁ ଉପ ନେତା ଏବଂ ସଂଖ୍ୟାଲଘୁ ବର୍ଗରୁ ମୁଖ୍ୟ ସଚେତକ ନିଯୁକ୍ତ କଲା। ଦୁଇ ଜାତୀୟ ଦଳ ସାମାଜିକ ସମୀକରଣରୁ ଗୁରୁତ୍ୱ ଦେଲେ। ଆଗାମୀ ଦିନର ରାଜନୀତିରେ ସାମାଜିକ ସମୀକରଣ, ସାମାଜିକ ନ୍ୟାୟ ଓ କଥିତ ହିନ୍ଦୁତ୍ୱ ଉପରେ…

Read More