ରେଭେନ୍ସା ନାମ ବଦଳ: ଅଣ ଐତିହାସିକଙ୍କ ଅଯଥା ମୁଣ୍ଡବିନ୍ଧା

ଭୁବନେଶ୍ୱର: (ବିଜୟ ସାହୁ) -ଦୁଇଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ବୋଧେ କୌଣସି ଐତିହାସିକ ବୈଠିକୀରେ ଯୋଗଦେଇ ପାରିଲେ ନାହିଁ । ତେଣୁ କେବଳ କଟକ ସାଂସଦ ଭତୃହରୀ ମହତାବ , ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଓ କବି-ପ୍ରଶାସକ ହରପ୍ରସାଦ ଦାସଙ୍କ ବିବୃତି ମୁଁ ଶୁଣିପାରିଲି ।ଭତ୍ତୃହରୀ ମହତାବ ଏଥର ରେଭେନ୍ସା କଲେଜ କେବଳ ନୁହେଁ ଇଣ୍ଡିଆର ନାଁ ମଧ୍ୟ ବଦଳାଇବା କଥା ବୈଠିକୀରେ ଉଠେଇଛନ୍ତି । ଅମର ଶତପଥୀ ନାଁ ପରିବର୍ତ୍ତନ ସପକ୍ଷରେ ସରକାର…

Read More

ବାରଣ ସତ୍ତ୍ୱେ ବସି ରହିଲେ ବବି….ମାଇକ୍ ଘୋଷଣା କରି ନୟାନ୍ତ ହେଲେ ଦେବୀ…….ନିଚ୍ଛକ ସତ କହିଦେଲେ ଅରୁଣ…

ଭୁବନେଶ୍ୱର :  ‘ବର୍ତ୍ତମାନ ଉପଦେଷ୍ଟା କମିଟି, ସଦସ୍ୟତା ଅଭିଯାନ କମିଟି ଏବଂ କାର୍ଯ୍ୟକ୍ରମ ପରିଚାଳନା କମିଟିରେ ବୈଠକ ହେବ। ଯେଉଁମାନେ ଏହି ତିନୋଟି କମିଟିର ସଦସ୍ୟ ନାହାନ୍ତି, ସେମାନେ ଦୟାକରି ବାହାରକୁ ଯାଆନ୍ତୁ। କାହାରିକୁ ବ୍ୟକ୍ତିଗତ ଭାବେ କହୁନାହିଁ, ଏହା ପାର୍ଟି କଥା। ପ୍ଲିଜ… କୋ ଅର୍ଡିନେଟ୍ ‘ ଏହା ଥିଲା ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ କଥା। ଯାହା ଗତ ଦଳୀୟ ବୈଠକ ପୂର୍ବରୁ ସେ କହିଥିଲେ। ମାତ୍ର ତାଙ୍କ କଥାକୁ ବେଖାତିର…

Read More

ବବି ବିପର୍ଯ୍ୟୟର କାରଣ, କହିଲେ ସୁଜିତ କୁମାର …ମମିତା ମେହେର ହତ୍ୟାକାଣ୍ଡର ଆଉଥରେ ତଦନ୍ତ ହେବା ଦରକାର

ଭୁବନେଶ୍ୱର :  ଭୋଟ ସରିଲେ ମୋତେ ରାଜ୍ୟସଭାରୁ କାଢି ଦିଆଯିବ। ମୁଁ ଚାହେଁ କି ନ ଚାହେଁ, ମୋତେ ଇସ୍ତଫା ଦେବାକୁ ବାଧ୍ୟ କରାଯିବ। ଏକଥା ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି କଳାହାଣ୍ଡିରେ କହିଥିଲେ। ଏହି କଥା କ୍ୟାପଟେନ୍ ଦିବ୍ୟ ଶଙ୍ଖର ମିଶ୍ରଙ୍କ ମାର୍ଫତରେ ଜିଲ୍ଲା ସାରା ବୁଲିଥିଲା। ଏକଥା ତାଙ୍କ କାନରେ ପଡିଥିଲା। ନିର୍ବାଚନ ଚାଲିଥିଲା। ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଜଣାଇପାରି…

Read More

ବବିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନା ଖୋଳତାଡ଼…କ’ଣ ହେବାକୁ ଯାଉଛି ୨୭ ତାରିଖ ବିଜେଡି ବୈଠକରେ……….

ଭୁବନେଶ୍ୱର :  ଅଫିସରରାଜ୍ ଅଧିକ ହୋଇ ଯାଇଥିଲା। ଭି.କେ ପାଣ୍ଡିଆନଙ୍କ ଉପରେ ଦଳ ଓ ଦଳ ବାହାର ଲୋକଙ୍କ ରାଗ ଥିଲା। ତେଣୁ  ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ଭୋଟର ପାନେ ଦେଲେ। ଏହାର ନୈତିକ ଦାୟିତ୍ୱ ନେଇ ଭି.କେ ପାଣ୍ଡିଆନ୍ ଭିଡିଓ ଛାଡି ରାଜନୀତିରୁ ସନ୍ୟାସ ନେବା ଘୋଷଣା କଲେ। ସେହି ସନ୍ୟାସକୁ ଆଜି ଯାଏଁ କେହି ବୁଝି ପାରୁନାହାନ୍ତି। କୁଆଡେ ସେ ଏବେ ବି ମଙ୍ଗୁଆଳ। ତାଙ୍କ ପରେ ଦଳର ସର୍ବେସର୍ବା ଥିଲେ ପ୍ରଣବ…

Read More

ଯଦି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଭରତପୁର ଘଟଣା ହୋଇଥାନ୍ତା…ତେବେ ଏମାନେ କ’ଣ କହିଥାନ୍ତେ..

ଭୁବନେଶ୍ୱର :  ଓଡ଼ିଶାର ରାଜଧାନୀ ଭରତପୁର ଥାନାରେ ଘଟିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କାରଣ ହୋଇଛି। କାରଣ ଏହି ମାମଲାରେ ଓଡ଼ିଶା ପୋଲିସ୍ , ଭାରତୀୟ ସେନା ସହ ଥିବା ଜଣେ ବ୍ୟକ୍ତି  ଓ ତାଙ୍କ ବାନ୍ଧବୀ ସଂପୃକ୍ତ। ଏହି ମାମଲା ଆଉ ଏକ ଦିଗ ହେଉଛି- ଭଣଜା କୁଆଡେ ଗଲା। ସେ ଭଣଜା କିଏ। କାହା ଭଣଜା। କୁଆଡେ ଗଲା। ଏନେଇ ମଧ୍ୟ କିଛି ସ୍ପଷ୍ଟତା ମିଳୁନାହିଁ। ତେବେ ଏ ସବୁ କଥା ଛାଡନ୍ତୁ। ଏହି…

Read More

ରୋହିତ କୋହୋଲିଙ୍କୁ ଝଟକା, ଏହି ଯୁବ ଖେଳାଳିଙ୍କ ପଛରେ ପଡିଲେ ଦୁଇ ଷ୍ଟାର

ଆଇସିସି ର଼୍ୟାଙ୍କିଙ୍ଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଲାଗିଛି ବଡ଼ ଝଟକା । ଟେଷ୍ଟର ସର୍ବଶେଷ ର଼୍ୟାଙ୍କିଙ୍ଗରେ ଉଭୟ ଭାରତୀୟ ସୁପରଷ୍ଟାର ୫-୫ ସ୍ଥାନ ତଳକୁ ଖସିଯାଇଛନ୍ତି । ଅନ୍ୟପକ୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସୱାଲ ଟେଷ୍ଟ ର଼୍ୟାଙ୍କିଙ୍ଗରେ ସଫଲ ହାସଲ କରିଛନ୍ତି। ଏହା ବ୍ୟତୀତ ରିଷଭ ପନ୍ତ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଜୟସୱାଲଙ୍କଠାରୁ ମାତ୍ର ଗୋଟିଏ ସ୍ଥାନ ପଛରେ ଅଛନ୍ତି। ଜୟସୱାଲ ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ତିନିଟି ଫର୍ମାଟର ୫…

Read More

ସରକାରଙ୍କ ଏସମା କଟକଣା କ’ଣ ଓ ଏହାକୁ ନର୍ସ ମାନେ ନ ମାନିଲେ କ’ଣ ହେବ ଜାଣନ୍ତୁ

ଭୁବନେଶ୍ଵର; ୧୦ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଓଡ଼ିଶା ନର୍ସି କର୍ମଚାରୀ ସଂଘ  ଆନ୍ଦୋଳନକୁ ଓହ୍ଲାଇଛି । ଦୀର୍ଘ ଦିନର ଦାବି ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନର୍ସ ସଙ୍ଘ । ବିଭିନ୍ନ ଦାବି ନେଇ ମାସକ ପୂର୍ବରୁ ସରକାରଙ୍କ ସହ ଆଲୋଚନା କରିଥିଲେ ,କିନ୍ତୁ ଆଲୋଚନାରେ କୌଣସି ଫଳ ନ ମିଳିବାରୁ ଆଜି ସକାଳୁ ଆନ୍ଦୋଳନରେ ବସିଛନ୍ତି ନର୍ସ ମାନେ । ଯାହା ଫଳରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ନାହିଁ…

Read More

ଜାରି ରହିଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ପ୍ରଥମ ୪ ଘଣ୍ଟାରେ ୨୪.୧ ପ୍ରତିଶତ ମତଦାନ

ଶ୍ରୀନଗର; ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଜାରି ରହିଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଭୋଟ ସକାଳ ୭ଟା ରୁ ଆରମ୍ଭ ହୋଇ ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଚାଲିବ। ୨୬ଟି ଆସନରେ ପ୍ରଥମ ୪ ଘଣ୍ଟାରେ ୨୪.୧ ପ୍ରତିଶତ ମତଦାନ କରାଯାଇଛି। ଇଲେକ୍ସନ କମିଶନରଙ୍କ…

Read More

ତଥାକଥିତ ହିନ୍ଦୁ ଉଗ୍ରବାଦୀ ସମାଜ ହାତରେ ହତ୍ୟା ହେଉଛି ବେଦ

ଭୁବନେଶ୍ୱର  : (ଯୋଗାଚାର୍ଯ୍ୟ ପ୍ରମୋଦ କୁମାର)- ହୟଗ୍ରୀବର କାମ ବେଦ/ଜ୍ଞାନକୁ ନଷ୍ଟ କରିବା, ବେଦର ପ୍ରକୃତ ମାର୍ଗକୁ ପଥ ଭ୍ରଷ୍ଟ କରିବା। କିନ୍ତୁ ଯେତେବେଳେ ବି ସନାତନୀ ବେଦ ଜ୍ଞାନକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇ ସ୍ୱାର୍ଥରେ ବ୍ୟବହାର କରାଯାଇଛି, ତାହା ରାଜନୀତି ହେଉ, ସମାଜ ବ୍ୟବସ୍ଥା ହେଉ କି ଅର୍ଥନୀତି ହେଉ ସେତେବେଳେ ବରାହ, କୃଷ୍ଣ, ବୁଦ୍ଧ, ଦୟାନନ୍ଦ ସରସ୍ୱତୀ, ଗାନ୍ଧୀ ଆଦି ମହାପୁରୁଷମାନେ ଆସିଛନ୍ତି ଆଉ ବେଦର ପ୍ରକୃତ ମାର୍ଗକୁ ଉଦ୍ଧାର କରିଛନ୍ତି। କିନ୍ତୁ…

Read More

ସ୍ଥାୟୀ ଏସପିଙ୍କୁ ଅପେକ୍ଷା କରି ରହିଛି ବ୍ରହ୍ମପୁର ପୁଲିସ୍, ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ..ଆସୁଛି ପାର୍ବଣ.. ହଣା ଖାଇବା ଭୟରେ ସୁନା ଦୋକାନୀ… ଜୁନିୟର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଉନାହାନ୍ତି ସିନିୟର ଆଇପିଏସ୍ ….

ବ୍ରହ୍ମପୁର: (ବ୍ୟୁରୋ)- ରାଜ୍ୟରେ ଥିବା ପାଞ୍ଚୋଟି ମହାନଗର ନିଗମ ମଧ୍ୟରେ ବ୍ରହ୍ମପୁର ଟିକେ ସ୍ୱତନ୍ତ୍ର। ଆପରାଧିକ କାର୍ଯ୍ୟକଳାପ, ଗୋଷ୍ଠୀ ସଂଘର୍ଷ ଓ ପାର୍ବଣକୁ ନେଇ ଅପରାଧରେ ଏହା ଅନ୍ୟ ଚାରି ମହାନଗର ଠାରୁ ଢେର ଆଗରେ। ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ହୃଦୟ। ବ୍ରହ୍ମପୁରରେ ବିବାଦ, ଗଣ୍ଡଗୋଳ ତୁରନ୍ତ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପିଥାଏ। ଦୁଇରୁ ତିନିମାସ ହେବ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଭ୍ରାଟ ସୃଷ୍ଟି ହୋଇଛି। ଏହା ଏକ ପ୍ରଶାସନିକ…

Read More