ଆତଙ୍କବାଦୀ ଗୁଳିରେ ୨ ଯବାନ ସହିଦ
ଜମ୍ମୁ-କାଶ୍ମୀର : କାଶ୍ମୀରରୁ ଆସିଲା ଦୁଃଖ ଖବର।ଜମ୍ମୁ କାଶ୍ମୀରର ଗୁଲମାର୍ଗ ସହରରେ ଆତଙ୍କବାଦୀ ସେନା ଗାଡି ଉପରକୁ ଆକ୍ରମଣ କରିଥିଲେ| ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି | ଏହି ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ନିକଟସ୍ଥ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି | ଯବାନ ମାନେ ଏଲୋସି ଋ ୫ କିମି ଦୂର ବୋତପ୍ରଥୀ ରୁ ଫେରୁଥିବା ବେଳେ ଆତଙ୍କବାଦୀମାନେ…
