ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଧିକାରୀ ଅଥବା  ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ୪୩ବର୍ଷୀୟା ଆତିଶୀ ମାର୍ଲେନ। ଆଜି ଆପର ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଆତିଶୀଙ୍କ ନାମ ଘୋଷଣା ହୋଇଛି। ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ଆତୀଶ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ମନୀଷ ସିସୋଦିଆଙ୍କୁ ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି। କେଜ୍ରିୱାଲଙ୍କ ସରକାରରେ ଆତିଶୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।…

Read More

ଚକ୍ଷୁ ଦାନ ନେଇ ଚୁକ୍ତି କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର,୧୪/୯(ବ୍ୟୁରୋ):ଭୁବନେଶ୍ୱର ସହର ୧୪ତମ ଜାତୀୟ କର୍ଣିଆ ଓ ଆଇ ୱେ ଭ୍ୟାଙ୍କ ସମ୍ମିଳନୀର ଆୟୋଜକ ଭାବେ ଗୌରବ ଅନୁଭବ କରୁଛି, ଯାହା ଆଇ ୱେ ଭ୍ୟାଙ୍କ ଅସୋସିଏସନ ଅଫ ଇଣ୍ଡିଆ (EBAI) ଏବଂ ଦୃଷ୍ଟି ଦାନ ଆଇ ୱେ ଭ୍ୟାଙ୍କ ସହ ଏଲଭି ପ୍ରସାଦ ଆଇ ସଂସ୍ଥାନ (LVPEI), ଭୁବନେଶ୍ୱରଙ୍କ ସହକାରିତାରେ ଆୟୋଜନ କରାଯାଇଛି। ଏହା ସେପ୍ଟେମ୍ବର ୧୪-୧୫, ୨୦୨୪ ତାରିଖରେ କିଆଇଟି (KIIT), କ୍ୟାମ୍ପସ ୬, ଭୁବନେଶ୍ୱରରେ ଅନୁଷ୍ଠିତ ହେବ, ଯେଉଁଠି ୨୫୦ ରୁ ଅଧିକ…

Read More

Asian Champions trophy; ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରି ସେମି-ଫାଇନାଲରେ ପହଞ୍ଚିଲା ଭାରତ

ଚାଇନା; ଭାରତୀୟ ହକି ଦଳ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ତାର ଦମଦାର ପ୍ରଦର୍ଶନ ଜାରି ରଖିଛି। ଶେଷ ଗ୍ରୁପ୍‌ ମ୍ୟାଚରେ ଆଜି ଚୀରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଦଳକୁ ୨-୧ରେ ପରାସ୍ତ କରି ଅପରାଜୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ଏପର୍ଯ୍ୟନ୍ତ ଭାରତ ୫ ଟି ରୁ ପାଂଚଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି।  ପାକିସ୍ତାନର ଷ୍ଟାର ଖେଳାଳି ଅହମଦ ନଦିମ ପ୍ରଥମ କ୍ୱାଟର ୮ ମିନିଟରେ ପ୍ରଥମ ଗୋଲ ସ୍କୋର କରି ପାକିସ୍ତାନ…

Read More

ସାମ୍ବାଦିକ ଦେବାଶିଷଙ୍କ ଅକାଳ ବିୟୋଗ

ଭୁବନେଶ୍ୱର : ସାମ୍ବାଦିକ ଦେବାଶିଷ ରାଉତଙ୍କର ଅକାଳ ବିୟୋଗ ହୋଇଯାଇଛି  । ମାତ୍ର ୩୫ ବର୍ଷ ବୟସରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି  । ଗତ ୧୪ ବର୍ଷ ଧରି ସେ ଦୈନିକ ସମ୍ବାଦପତ୍ର ‘ସୂର୍ଯ୍ୟପ୍ରଭା’ରେ କାର୍ଯ୍ୟ କରି ଆସୁଥିଲେ  । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ୪ ବର୍ଷର ପୁଅ ଓ ଦେଢ଼ ବର୍ଷର ଝିଅ ଥିଲେ  ।ଦେବାଶିଷ ଆଜି ସକାଳୁ ସକାଳୁ ନିଜ ଶାଶୁଙ୍କୁ ନେଇ ଏମ୍‌ସ ଯାଇଥିଲେ  । ଶାଶୁଙ୍କୁ ଏମସରେ…

Read More

ପୁଣି ଲୋକହସା ହେଲେ ନୀତିଶଙ୍କ ସହଯୋଗୀ ଲଲନ ସିଂ, ନିଜ ମନ୍ତ୍ରାଳୟ କାର୍ଯ୍ୟକ୍ରମରେ ଦେଖିବାକୁ ପାଇଲେନି ନିଜ ଫଟୋ

ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲଲନ ସିଂ। ଏକଦା ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ରହିଥିଲେ। ହେଲେ ତାଙ୍କର ଶେଷ ଦୁଇଟି ଓଡ଼ିଶା ଗସ୍ତ ଅତ୍ୟନ୍ତ ଅରୁଚିକର ରହିଛି। ଏହି ଦୁଇ ଗସ୍ତର ଅଭିଜ୍ଞତାକୁ ସେ ନିଜ ମନରୁ ଲିଭାଇବା ପାଇଁ ଚାହିଁବେ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ନୀତିଶ କୁମାର ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ। ସାଥିରେ ଲଲନ ସିଂ ଆସିଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ…

Read More

ପ୍ରଦେଶ କଂଗ୍ରେସ ଦାବିକୁ ସମର୍ଥନ କଲେ ମୋଦିଙ୍କ ମନ୍ତ୍ରୀ ଅଠାଓ୍ୱାଲେ

ଭୁବନେଶ୍ୱର:  ଓଡ଼ିଶା ଜନସଂଖ୍ୟାର ପଛୁଆବର୍ଗ-ଓବିସି ଓ ଏସଇବିସିଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଯଥାକ୍ରମେ ୨୩ପ୍ରତିଶତ ଓ ୧୬ପ୍ରତିଶତ। ଭାରତବର୍ଷର ସବୁ ରାଜ୍ୟରେ ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସେମାନଙ୍କ ସଂଖ୍ୟାନୁପାତରେ ଡାକ୍ତରୀ ଓ ଇଂଜିନିୟରିଂରେ ସଂରକ୍ଷଣ ପାଇଥାଆନ୍ତି। ସେହିପରି ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥାଏ। ହେଲେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଆଦିବାସୀ ଓ ଦଳିତଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ମିଳୁନାହିଁ। ଏହାକୁ ନେଇ…

Read More

ଝାଡଖଣ୍ଡ ଫେରି ରାଜନୀତି କରିବାକୁ ରାଜ୍ୟପାଳ ରଘୁବରଙ୍କ ମନ …

ଭୁବନେଶ୍ୱର:  ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଗତବର୍ଷ ଠାରୁ ତାଙ୍କ ନିଯୁକ୍ତି ହେବା ଠାରୁ ସେ ଲଗାତର ଖବରରେ ରହି ଆସିଛନ୍ତି। ତାଙ୍କ ପୁଅ ଓଡ଼ିଶା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ। ନିର୍ବାଚନ ପୂର୍ବରୁ ଓଡ଼ିଶା ସାରା ଭ୍ରମଣ କରି ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଏକ ନକରାତ୍ମକ ଛବି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ବିଜେପିର ବିଜୟ ପଛରେ ଅତ୍ୟନ୍ତ ଛୋଟ ହେଲେ ବି ରଘୁବରଙ୍କ ସାମାନ୍ୟ…

Read More

ରୋନାଲଡୋଙ୍କ ସୋସିଆଲ ମିଡ଼ିଆ ମହାରେକର୍ଡ଼, ଦୁନିଆର ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ଅଛନ୍ତି ଏତେ ଅନୁଗାମୀ

କ୍ରିଷ୍ଟିଆନୋ ରୋନାଲଡୋ | ଏହି କିମ୍ବଦନ୍ତୀ ଖେଳାଳି ଜଣକ ରେକର୍ଡ ଭାଙ୍ଗିବା ପାଇଁ ଜନ୍ମ ନେଇଛନ୍ତି | ଫୁଟବଲ ପଡ଼ିଆରେ ପ୍ରବେଶ କରିବା ମାତ୍ରେ ରୋନାଲଡୋ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରିଥାନ୍ତି | ନିକଟରେ ସେ ପ୍ରଥମ ଫୁଟବଲର୍ ଭାବରେ ୯୦୦ କ୍ୟାରିୟର ଗୋଲ୍  ର ରେକର୍ଡ଼ ଛୁଇଁଛନ୍ତି | କିନ୍ତୁ ରୋନାଲ୍ଡୋ କେବଳ ଫୁଟବଲ ପଡିଆ ଭିତରେ ନିଜର ଯାଦୁ ବିସ୍ତାର କରନ୍ତି ନାହିଁ | ତାଙ୍କର ପ୍ରଭାବ ଫୁଟବଲ ଜଗତରୁ ବାହାରେ ମଧ୍ୟ…

Read More

ଆଦାନି ଗ୍ରୁପକୁ ନେଇ ଆଉ ଏକ ବଡ଼ ଦାବି କଲା ହିଣ୍ଡେନବର୍ଗ ରିପୋର୍ଟ

ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ସମ୍ବନ୍ଧରେ ପୁଣି ଏକ ବଡ ଦାବି କରିଛି | ସେ ଦାବି କରିଛନ୍ତି ଯେ ଆଦାନୀ ଗ୍ରୁପ୍ ସହିତ ସଂଯୁକ୍ତ ଅନେକ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ୩୧୦ ମିଲିୟନ ଡଲାରରୁ ଅଧିକ ଟଙ୍କା ଫ୍ରିଜ୍ ହୋଇଯାଇଛି। ଭାରତୀୟ ମୁଦ୍ରାରେ ଏହା ୨୬୦୦ କୋଟିରୁ ଅଧିକ ଅଟେ। ମନି ଲଣ୍ଡରିଂ ଅଭିଯୋଗର ତଦନ୍ତର ଏକ ଅଂଶ ଭାବରେ ସ୍ୱିସ୍ କର୍ତ୍ତୃପକ୍ଷ ଏହି ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରିଛନ୍ତି। ନିକଟରେ ପ୍ରକାଶିତ ସ୍ୱିଜରଲ୍ୟାଣ୍ଡର…

Read More

କେଜ୍ରିୱାଲଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିଛି। ମଦ ଦୁର୍ନୀତିରେ ସିବିଆଇ ମାମଲାରେ କେଜ୍ରିୱାଲଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ପୂର୍ବରୁ ଇଡି ମାମଲାରେ ଜାମିନ ପାଇଥିଲେ। ଏବେ ସେ ସିବିଆଇ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇଛନ୍ତି। ଯାହା ତାଙ୍କ ପାଇଁ ଜେଲରୁ ବାହାରିବାର ରାସ୍ତା ସଫା କରିଛି। ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି। ଜାମିନ ପାଇଁ ସମାନ ସର୍ତ୍ତ ସେମାନଙ୍କ ପାଇଁ…

Read More