ମାରିନେବେ ମହାପାତ୍ରେ ଚାହିଁଥିବେ ଜଳକା
ଭୁବନେଶ୍ୱର : (ଅଧିବକ୍ତା। ଆହୂତି ମହାନ୍ତି)-ଆଜିର ପିଢ଼ିକୁ ଅଖଣ୍ଡ ଭାରତ ଗଠନର ଶିଳ୍ପ ପ୍ରକ୍ରିୟା ବିଷୟରେ ଜଣାଇବା ନିହାତି ଅପରି ହାର୍ଯ୍ୟ।ବର୍ତ୍ତମାନକୁ ନେଇ କେବେ ଆଜିର ଭାରତ ପରି କଳ୍ପନା କରା ଯାଇ ନାହିଁ।ଲାଲା ଲଜପତ୍ ରାୟ,ରାଜା ରାମ ମୋହନ ରାୟ,ବାଲ୍ ଗଙ୍ଗାଧର ତିଳକ,ବିପିନ ଚନ୍ଦ୍ର ପାଲ, ସୁବାଷ ବୋଷ,ମହାତ୍ମା ଗାନ୍ଧୀ,ମୋତି ଲାଲ୍ ନେହେରୁ ଙ୍କ ସ୍ୱାଧୀନତା ପୂର୍ବର ବଳିଦାନକୁ ଅସ୍ବୀକାର କରିବା ଅସମ୍ଭବ।ସ୍ୱାଧୀନତା ପର ଭାରତ ବର୍ଷର ବୋଝ ମୁଣ୍ଡାନ୍ତି ସର୍ଦାର ବୋଲବ ଭାଇ ପଟେଲ…
