ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଆତିଶୀ…

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ମାର୍ଲେନା ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆସନ ଖାଲି ଅଛି ଏବଂ ତାଙ୍କୁ ଆମେ ଅପେକ୍ଷା କରିବୁ। ମୁଖ୍ୟମନ୍ତ୍ରୀ ଆତିଶି କହିଛନ୍ତି, ଆଜି ମୋ ମନରେ ସେହି ବ୍ୟଥା ଅଛି, ଯାହା ପ୍ରଭୁ ରାମଚନ୍ଦ୍ର ବନବାସ ଯିବାବେଳେ ଭରତଙ୍କ ମନରେ ଥିଲା। ସେ ରାମଙ୍କ ପାଦୁକା ରଖି ଶାସନ ଚଳାଇଥିଲେ। ପ୍ରଭୁ ରାମଚନ୍ଦ୍ର ଆମ ସମସ୍ତଙ୍କ ଆଦର୍ଶ ଏବଂ କେଜ୍ରିୱାଲ…

Read More

ଜାଡେଜା ଓ ଅଶ୍ୱିନଙ୍କ ଚମତ୍କାର ବ୍ୟାଟିଂ, ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ଭାରତ ୩୦୮ ରନ ଆଗରେ

ଚେନ୍ନାଇ; ଏମ୍ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ – ବାଂଲାଦେଶ ପ୍ରଥମ ମ୍ୟାଚର ଦ୍ବିତୀୟ ଦିନରେ ଟିମ୍ ଇଣ୍ଡିଆ ୩୦୮ ରନରେ ଆଗରେ ରହିଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା । ଆଉ ଭାରତକୁ ୩୭୬ ରନରେ ରୋକିବାରେ ସଫଳ ହୋଇଥିଲା। ପ୍ରଥମ ପାଳିରେ ଆର୍ ଅଶ୍ୱନିଙ୍କ ୧୧୩ ରନ ଓ ଜାଡେଜାଙ୍କ ୮୬ ରନ ଭାରତକୁ ମଜବୁତ୍ ସ୍ଥିତିରେ ରଖିଥିଲା। ସେହିପରି ବାଂଲାଦେଶକୁ ତାର ପ୍ରଥମ ପାଳିରେ…

Read More

ଆନ୍ଦୋଳନରୁ ଓହରିଲେ କନିଷ୍ଠ ଡାକ୍ତର

କୋଲକାତା;କୋଲକାତା ଆର ଜି କର ମେଡିକାଲରେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିରୋଧ ପ୍ରଦର୍ଶନ କରୁଥିବା ଟ୍ରେନିଂ ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି। ଦୀର୍ଘ ୪୦ ଦିନ ଧରି ଆନ୍ଦୋଳନ ଚଳାଇବା ପରେ ଡାକ୍ତରମାନେ ଶୁକ୍ରବାର ଏହାକୁ ବନ୍ଦ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଡାକ୍ତରଙ୍କୁ ସୁରକ୍ଷା ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବାକୁ ସ୍ଥିର କରିଛନ୍ତି। ହେଲେ ଦାବି ପୂରଣ ନ…

Read More

ଭରତପୁର ଲଜ୍ଜା;ବିଚାର ବିଭାଗୀୟ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା

ଭରତପୁର ଲଜ୍ଜା : ବିଚାର ବିଭାଗୀୟ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା, ନିନ୍ଦା କଲେ ପୂର୍ବ ମୁଖ୍ୟ ଶାସନ ସଚିବ , ଗିରଫ ହେଲେ ମେଜରଙ୍କୁ ରାସ୍ତାରେ ହଇରାଣ କରିଥିବା ଯୁବ ଗୋଷ୍ଠୀ..ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ମଡେଲ ଥାନା ଭରତପୁର ଥାନାରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦିଆଗଲା ତାକୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏ ଘଟଣାକୁ…

Read More

ଅତନୁ ନିଜ ବହିରେ କାହା ବିଷୟରେ ଲେଖିଛନ୍ତି….. କଣ ରହିଛି ତୃତୀୟ ଅଧ୍ୟାୟରେ…

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ଆସୁଛି। ତାହା ପୁଣି ଖୁବ୍ ଅଳ୍ପଦିନ ଭିତରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଲୋକର୍ପଣ ହେବାକୁ ଯାଉଛି। ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ୱଲା ମଧ୍ୟ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାର ନିମନ୍ତ୍ରଣ ପତ୍ର ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ବ୍ୟକ୍ତି ବିଶେଷ ଏବଂ ଅତନୁ ସବ୍ୟସାଚୀଙ୍କ ବନ୍ଧୁ ମଣ୍ଡଳୀ ନିକଟରେ ପହଞ୍ଚି ଗଲାଣି।…

Read More

ମୋହର ନାଁ ବିଜ୍ଞାପନ, ୨୭ ଟଙ୍କାରେ ହୁଏନା ସଶକ୍ତିକରଣ

ଭୁବନେଶ୍ୱର: (ସତ୍ୟଜିତ ମିଶ୍ର)- ଇଂରାଜୀରେ ଏକ ବିଶ୍ୱସ୍ତରୀୟ ପତ୍ରିକା Heritageର ସମ୍ପାଦନା କରୁଥାନ୍ତି ଚେତନାର ନିଶବ୍ଦ କଥାକାର ମନୋଜ ଦାସ। ପତ୍ରିକାଟି ସୁଦୃଶ୍ୟ, ଅତୀବ ମନୋରମ, ତତସହିତ ଥିଲା କଳା, ସ୍ଥାପତ୍ୟ, ସାହିତ୍ୟର ଏକ ଚମତ୍କାର blend. ନିଜକୁ ଚିପୁଡି ଦେଇଥିଲେ ସେ। ମନୋଜ ଦାସ ଯେତେବେଳେ ଚିପୁଡି ହୁଅନ୍ତି ସେତେବେଳେ ଅମୃତ ଝରେ। ଧୀରେ ଧୀରେ Heritage ର୍ ସ୍ଥାନ କଫିଟେବୁଲ ରୁ ଉଠିଯାଇ ତକିଆ ତଳେ ରହିଲା। ଶାଶ୍ୱତର ସ୍ପର୍ଶରେ ସୁନିଦ୍ରା ହେଲା। ଇତିହାସ…

Read More

ଆଇସିସିର ଐତିହାସିକ ଘୋଷଣା, ମହିଳା-ପୁରୁଷ ବିଶ୍ୱକପ ବିଜେତାଙ୍କୁ ବରାବର ପୁରସ୍କାର ରାଶି

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଏକ ଐତିହାସିକ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ ବର୍ତ୍ତମାନ ବିଶ୍ୱକପରେ ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ମାସରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି -୨୦ ବିଶ୍ୱକପରୁ ଏହା ଆରମ୍ଭ ହେବ ବୋଲି ଆଇସିସି କହିଛି। ଆଇସିସି ଏକ ବିବୃତ୍ତିରେ କହିଛି ଯେ ମହିଳା ଟି -20 ବିଶ୍ୱକପ ବିଜେତାମାନଙ୍କୁ ୨.୩୪ ମିଲିୟନ ଆମେରିକୀୟ…

Read More

‘ ସୁଭଦ୍ରା ‘ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ମହିଳାଙ୍କ ଖାତାକୁ ଗଲା ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ଵର; ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତିରେ ୫୦୦୦ ଟଙ୍କା । ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି ମୋଦି ସରକାର । ସେହପରି ଗାଡକଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭ ଉଦଘାଟନ ମଧ୍ୟ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତରେ ୨୬ ଲକ୍ଷ ହିତାଧିକାରୀଙ୍କୁ ମିଳିଛି ଘରର ଚାବି…

Read More

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଧିକାରୀ ଅଥବା  ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ୪୩ବର୍ଷୀୟା ଆତିଶୀ ମାର୍ଲେନ। ଆଜି ଆପର ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ଆତିଶୀଙ୍କ ନାମ ଘୋଷଣା ହୋଇଛି। ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ଆତୀଶ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି। ମନୀଷ ସିସୋଦିଆଙ୍କୁ ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି। କେଜ୍ରିୱାଲଙ୍କ ସରକାରରେ ଆତିଶୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।…

Read More

ଚକ୍ଷୁ ଦାନ ନେଇ ଚୁକ୍ତି କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର,୧୪/୯(ବ୍ୟୁରୋ):ଭୁବନେଶ୍ୱର ସହର ୧୪ତମ ଜାତୀୟ କର୍ଣିଆ ଓ ଆଇ ୱେ ଭ୍ୟାଙ୍କ ସମ୍ମିଳନୀର ଆୟୋଜକ ଭାବେ ଗୌରବ ଅନୁଭବ କରୁଛି, ଯାହା ଆଇ ୱେ ଭ୍ୟାଙ୍କ ଅସୋସିଏସନ ଅଫ ଇଣ୍ଡିଆ (EBAI) ଏବଂ ଦୃଷ୍ଟି ଦାନ ଆଇ ୱେ ଭ୍ୟାଙ୍କ ସହ ଏଲଭି ପ୍ରସାଦ ଆଇ ସଂସ୍ଥାନ (LVPEI), ଭୁବନେଶ୍ୱରଙ୍କ ସହକାରିତାରେ ଆୟୋଜନ କରାଯାଇଛି। ଏହା ସେପ୍ଟେମ୍ବର ୧୪-୧୫, ୨୦୨୪ ତାରିଖରେ କିଆଇଟି (KIIT), କ୍ୟାମ୍ପସ ୬, ଭୁବନେଶ୍ୱରରେ ଅନୁଷ୍ଠିତ ହେବ, ଯେଉଁଠି ୨୫୦ ରୁ ଅଧିକ…

Read More