ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍‌ 

ଭୁବନେଶ୍ୱର : ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍‌  । ଏନେଇ ଆଜି ବିଧାନସଭାରେ କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଓଡିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ । ଚୋରା ମଦ କାରବାର ଉପରେ ରୋକ ମଧ୍ୟ ଲଗିଆ ଯିବ।

Read More

ମୋଦିଙ୍କୁ ୟୁକ୍ରେନରେ ଭବ୍ୟ ସ୍ବାଗତ

ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଗସ୍ତରେ ଯାଇ ଆଜି କିଭ୍‌ରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କିଭ୍‌ କେନ୍ଦ୍ରୀୟ ରେଳ ଷ୍ଟେସନରେ ପହଞ୍ଚିବା ପରେ ୟୁକ୍ରେନର ପଦାଧିକାରୀମାନେ ତାଙ୍କୁ ସ୍ଵାଗତ କରିଥିଲେ। ଏହା ସହିତ ୟୁକ୍ରେନରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ମଧ୍ୟ ମୋଦୀଙ୍କୁ ସ୍ଵାଗତ କରାଯାଇଥିଲା।ପରେ ପ୍ରଧାନମନ୍ତ୍ରୀ ସେଠାରୁ କିଭ୍‌ସ୍ଥିତ ଏଭି ଫୋମିନ ବଟାନିକାଲ ଗାର୍ଡେନ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ…

Read More

ପରିବେଶ ଅନୁକୂଳ ଧୂପକାଠି ତିଆରି କେନ୍ଦ୍ର ଖୋଲିଲା ଟିପିଏସ୍ଓଡିଏଲ୍

ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପଦକ୍ଷେପ ବ୍ରହ୍ମପୁର, ଅଗଷ୍ଟ: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏକ ଧୂପକାଠି ତିଆରି କେନ୍ଦ୍ର ଉଦଘାଟିତ ହୋଇଛି। ଏହାର ନାମ ମଙ୍ଗଳମ୍ ଧୂପକାଠି ସେଣ୍ଟର । ଗ୍ରାମାଞ୍ଚଳ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ତଥା ସେମାନଙ୍କ ସାମାଜିକ ଓ ଆର୍ଥିକ ଜୀବନକୁ ସଶକ୍ତ କରିବା ଲକ୍ଷ୍ୟରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶା ଜୀବିକା ମିଶନ ଓ…

Read More

ଇଡି ଅଫିସ୍ ଘେରାଉ ସହ ପଥପ୍ରାନ୍ତ ସଭା କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଫଳାଫଳ ପରେ ପ୍ରଦେଶ କଂଗ୍ରେସ ପ୍ରଥମ ଥର ପାଇଁ ଶକ୍ତି ପ୍ରଦର୍ଶନ କରିଛି। ଇଡି ଅଫିସ ଆଗରେ ଘେରାଉ କରିବା ସହ ଏକ ମଧ୍ୟମ ଧରଣର ପଥପ୍ରାନ୍ତ ସଭା ମଧ୍ୟ ଆୟୋଜିତ ହୋଇଯାଇଛି। ଷ୍ଟିଅରି କମିଟିର ସମସ୍ତ ସଦସ୍ୟଙ୍କ ସମେତ ବିଧାୟକ ଦଳ ଏହି ସଭାରେ ଉପସ୍ଥିତ ରହିଥିଲେ। କଂଗ୍ରେସ ନେତା ମହମ୍ମଦ ମୋକ୍କିମ ଏହି କାର୍ଯ୍ୟକ୍ରମର ସଂଯୋଜକ ରହିଥିଲେ। କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଅଦାନୀ କମ୍ପାନୀ କିପରି ଦେଶର…

Read More

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସୁନା ଖଣିର ସନ୍ଧାନ…….ରାଜସ୍ୱ ଆଦାୟ କରି ମାଲାମାଲ ହେବେ ମୋହନ ସରକାର

ଭୁବନେଶ୍ୱର : ରାଜ୍ୟରେ  ସୁନା ଖଣିର ସନ୍ଧାନ ମିଳିଛି। ଏହା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଗୋପୁର -ଗାଜିପୁର ଅଞ୍ଚଳରେ ସୁନା ଖଣି ରହିଛି।  ସେହିପରି ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା କଂଗ୍ରେସ ବିଧାୟକ  ତାରା ପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ଉତ୍ତର ଦେଇଛନ୍ତି।  ଅନୁରୂପ ଭାବେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା,ରୁଆଁସୀ,…

Read More

ମୋହନ ସରକାରଙ୍କ ଦ୍ୱିତୀୟ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଇଏଏସ୍ ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସହ ଜଙ୍ଗଲ ଓ ପରିବେଶ ବିଭାଗର ଦାୟିତ୍ୱ ଦିଆଯାଇଛି । ଦେଓରଞ୍ଜନ ସିଂଙ୍କୁ  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ମୋଟ ୧୮ଜଣ ବରିଷ୍ଠ ଆଇଏଏସଙ୍କ ବଦଳି ହୋଇଛି ।ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି  ଅନୁଯାୟୀ, ୨୦୦୬ ବ୍ୟାଚ୍ ଆଇଏଏସ୍…

Read More

ବେଆଇନ ମଦ କାରବାରରେ ସଂପୃକ୍ତଙ୍କ ବିରୁଦ୍ଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ । ଏଥି ସହିତ ବେଆଇନ ତଥା ଚୋରା ମଦ କାରବାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ…

Read More

ମୋଦିଙ୍କୁ ପଛରେ ପକାଇଲେ ଶ୍ରଦ୍ଧା କପୁର

ସ୍ତ୍ରୀ -2 ଫିଲ୍ମର ସଫଳତା ପରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି। ସେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛନ୍ତ | ଯାହା ଫଳରେ ସେ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଲୋଓର ସଂଖ୍ୟାକୁ ଅତିକ୍ରମ କରିଛନ୍ତି। ଶ୍ରଦ୍ଧାଙ୍କର ଏବେ ଇଂଷ୍ଟାଗ୍ରାମରେ ତୃତୀୟ ଭାରତୀୟ ଯାହାଙ୍କ ନାମରେ ସର୍ବାଧିକ ଫଲୋଓର ରହିଛନ୍ତି । ଏହି ସଫଳତା ସହିତ ସେ ଅନ୍ୟ ଦୁଇ ଭାରତୀୟ ଆଇକନ୍, କ୍ରିକେଟ୍ କିମ୍ବଦନ୍ତୀ ବିରାଟ କୋହଲି…

Read More

AICC କେତେ ସିରିୟସ୍ ପିସିସି ସଭାପତି ଚୟନ ଓ ପ୍ରସଙ୍ଗ ଆଭିମୁଖ୍ୟରୁ ଜଣାପଡିବ

ଭୁବନେଶ୍ୱର : ସବୁ ସମୟରେ ବ୍ୟକ୍ତିକୈନ୍ଦ୍ରିକ ରାଜନୀତି ନିର୍ବାଚନୀ ସଫଳତା ପାଇ ନ ଥାଏ। କୌଣସି ପ୍ରସଙ୍ଗକୁ ଆୟୁଧ କରି ହିଁ ରାଜନୀତି ନିର୍ଦ୍ଦାରଣ ହୋଇଥାଏ। ଯାହା ଗତ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଛି। କେନ୍ଦ୍ରରେ ସମ୍ବିଧାନ ବଞ୍ଚାଅ-ସଂରକ୍ଷଣ ବଞ୍ଚାଅ ସ୍ଲୋଗାନ ବିଜେପିକୁ ଏକକ ସଂଖ୍ୟାଗରିଷ୍ଠତାରୁ ଦୂରେଇ ରଖିଥିଲା। ଅନୁରୂପ ଭାବେ ଓଡ଼ିଶାରେ ଓଡ଼ିଆ ଅସ୍ମିତା କଥା ବିଜେପିକୁ ସଫଳତା ଆଣିଦେଲା। ବର୍ତ୍ତମାନ ସମୟରେ ଏହି ଦୁଇ ପ୍ରସଙ୍ଗ ପୁରୁଣା ହେବାକୁ ବସିଥିଲା। ହେଲେ ଲାଟେରାଲ ଏଣ୍ଟ୍ରି…

Read More

ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ଘରେ ପହଞ୍ଚିବ ବିଜୁଳି; ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବିଦ୍ୟୁତକରଣ ହୋଇନଥିବା ଘରକୁ କେବେ ହେବ ବିଦ୍ୟୁତ ସଂଯୋଗ। ଏନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ ପବିତ୍ର ସାଉଁଟା। ବିଧାୟକଙ୍କ ପ୍ରଶ୍ନରେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଲିଖିତ ଉତ୍ତର ରଖି କହିଛନ୍ତି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଜି ବିଜୁଳି। ବିଦ୍ୟୁତକରଣ ହୋଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏହାସହିତ ସବୁ ଘରକୁ ବିଜୁଳି ସଂଯୋଗ…

Read More