ଆଗକୁ ମହଙ୍ଗା ହୋଇପାରେ ଖାଇବା ତେଲ ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ : ଆଗକୁ ଦେଶରେ ଖାଇବା ତେଲ ମହଙ୍ଗା ହୋଇପାରେ। ଖାଇବା ତେଲର ଆମଦାନୀ ଉପରେ କେନ୍ଦ୍ର ସରକାର ଶୁଳ୍କ ବୃଦ୍ଧି କରିବାର ଆଶଙ୍କା କରାଯାଉଛି ଯଦି ଏମିତି ହୁଏ ତାହେଲେ ଅଲିଭ୍, ସୂର୍ଯ୍ୟମୁଖୀ ଓ ସୋରିଷ ଆଦି ତେଲର ଦର ବୃଦ୍ଧି ପାଇବ। ଭାରତରେ ଚାଷୀମାନେ ତୈଳବୀଜଗୁଡ଼ିକର ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। ଯଦି ଏହା ହୁଏ ତେବେ ଘରୋଇ ବଜାରରେ ଖାଇବା ତେଲର ମୂଲ୍ୟ…
