ରେଭେନସା ନାମ ପରିବର୍ତ୍ତନ ବିବାଦକୁ ନେଇ ପୁରାତନ ଛାତ୍ର ସଂଘ Whatsup ଗ୍ରୁପରେ ଝଡ଼
ପୂର୍ବ ପ୍ରଶାସକଙ୍କ ମତ ଉପରେ ମନ୍ତବ୍ୟ ରଖିଲେ ପୁରାତନ ଛାତ୍ରକଟକ : (ବିଜୟ ସାହୁ )-ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମିଷ୍ଟର ପ୍ରସନ୍ନ ମିଶ୍ରଙ୍କ ଗୋଟିଏ ପୋଷ୍ଟ- We Ravenshaw Vian Group -ରେ ପଢ଼ିଲି । ଏହି ପୋଷ୍ଟଟି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମିଷ୍ଟର ଧର୍ମେନ୍ଦ୍ର ପ୍ରଧାନ ଥୋମାସ ଏଡ଼ୱାଡ଼ ରେଭେନ୍ସାଙ୍କ ନାମରେ ନାମିତ ରେଭେନ୍ସା ବିଶ୍ଵ ବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଯେଉଁ ପ୍ରସ୍ତାବ ଦେଇଛନ୍ତି ସେଇ ପ୍ରସ୍ତାବ ସମର୍ଥନରେ ସେ କରିଛନ୍ତି…
