ଦ୍ବିତୀୟ ଥର ଶକ୍ତିକାନ୍ତ ଦାସଙ୍କୁ ମିଳିଲା A+ ରେଟିଂ…

ନୂଆଦିଲ୍ଲୀ; ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଦ୍ବିତୀୟ ଥର ପାଇଁ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ  ଏ ପ୍ଲସ ରେଟିଂ ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି । ଏହି ରିପୋର୍ଟରେ ଡେନମାର୍କର କ୍ରିଷ୍ଟିଆନ କେଟଲ ଥମ୍ସନ୍, ଭାରତର ଶକ୍ତିକାନ୍ତ ଦାସ ଓ ସୁଇଜରଲ୍ୟାଣ୍ଡର ଥୋମାସ୍ ଯୋର୍ଡନଙ୍କୁ ଏହି ଏ ପ୍ଲସ ଗ୍ରେଡ୍ ମିଳିଛି।ମହଙ୍ଗା ନିୟନ୍ତ୍ରଣ, ଇକୋନମିକ ଗ୍ରୋଥ, କରେନ୍ସୀର ସ୍ଥାୟିତ୍ବ ଓ ସୁଧ ହାର ନିୟନ୍ତ୍ରଣ…

Read More

ଟଙ୍କାଏ ବୃଦ୍ଧି ହେବ ମିଡ୍ ଡେ ମିଲ ସହାୟତା ରାଶି…

ଭୁବନେଶ୍ଵର; ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ସହାୟତା ରାଶି । ପ୍ରତି ମିଲ୍ ପିଛା ୧ ଟଙ୍କା ବୃଦ୍ଧି କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସୂଚନାଯୋଗ୍ୟ , ଦରଦାମ ବୃଦ୍ଧିକୁ ଦେଖି ମାଧ୍ୟମ ଭୋଜନ ମିଲ୍ ପିଛା ଦାମ ୧ ଟଙ୍କା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଉ ଖୁବଶୀଘ୍ର ଏନେଇ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ତେବେ…

Read More

ଭୁବନେଶ୍ବରରେ ପହଞ୍ଚିଲେ ଭାରତୀୟ ହକି ଦଳର ଖେଳାଳି…

ଭୁବନେଶ୍ବର; ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ପରେ ବିମାନ ବନ୍ଦରରୁ ବିଶାଳ ରୋଡ୍ ସୋ’ କରି ପୁରା ଟିମକୁ କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଛି । ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଛି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ।  ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Read More

ଆସନ୍ତାକାଲି ଭୁବନେଶ୍ବରରେ ରୋଡ଼ ସୋ କରିବ ଭାରତୀୟ ହକି ଦଳ

ଭୁବନେଶ୍ବର;ଚଳିତ ବର୍ଷ ପ୍ୟାରିସ୍‌ ଅଲିମ୍ପିକ୍ସରେ ହକିରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳ ଆସନ୍ତାକାଲି ଓଡ଼ିଶାରେ କରିବେ ରୋଡ଼ ସୋ। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧୨.୩୦ରେ ଭାରତୀୟ ହକି ଦଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ପରେ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଖେଳାଳିଙ୍କ ପାଇଁ ଶୋଭାଯାତ୍ରା ଆୟୋଜନ। କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧନା ଓ ଘୋଷିତ ପୁରସ୍କାର ରାଶି…

Read More

କୋଲକତା ପୁଲିସକୁ ପ୍ରଶ୍ନବାଣରେ ଘାଇଲା କଲେ ପ୍ରଧାନ ବିଚାରପତି

କୋଲକତା;କୋଲକତାରେ ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ  ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟା। ପୀଡିତାଙ୍କ ନାମ ଓ ଫଟୋ ଆଦି କାହିଁକି ଭାଇରାଲ ହେଉଛି ? ୧୨ ଘଣ୍ଟା ପରେ ପୁଲିସ କାହିଁକି ମାମଲା ରୁଜୁ କଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଆଜି  ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି। ଗୁରୁବାର ସୁଦ୍ଧା ଷ୍ଟାଟସ୍‌‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଘଟଣା…

Read More

ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି….

ଭୁବନେଶ୍ବର; କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା ପରେ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ଆଜି ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ସମର୍ଥନ  ମିଳିଥିଲା। ଏହାପରେ କଲେଜ ନିର୍ବାଚନ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଓ ନାରାବାଜି କରିଥିଲେ। କଲେଜ ନିର୍ବାଚନ ଆମର ଦାବି ବୋଲି ସେମାନେ…

Read More

ପାଣ୍ଡିଆନଙ୍କୁ ପ୍ରତି କଥାରେ ପ୍ରୋତ୍ସାହନ ଦେଇଥିବା ନବୀନ କାହିଁକି ତଦନ୍ତ ପରିସରଭୁକ୍ତ ହେବେ ନାହିଁ…………ବିଜେପି ନବୀନଙ୍କ ଉପରେ ଦୟା ଦେଖାଉଛି କି…

ଭୁବନେଶ୍ୱର : ଭିକେ ପାଣ୍ଡିଆନ ବିଜେଡିକୁ ବୁଡେଇ ଦେଲେ। ତାଙ୍କ ଯୋଗୁ ବିଜେଡି ନିର୍ବାଚନ ହାରିଲା। ତାଙ୍କ ଉପସ୍ଥିତି ଏବେ ବି ନବୀନ ନିବାସରେ ରହିଛି। ପରାଜୟର ବ୍ୟବଚ୍ଛେଦ ନ କରି ଅପେକ୍ଷାକୃତ ଦୁର୍ବଳ ଷ୍ଟିଅରିଂ କମିଟି ପଛରେ ଭିକେ ପାଣ୍ଡିଆନଙ୍କ ହାତ ରହିଛି ବୋଲି କୁହାଯାଉଛି। ସେହିପରି ସେ ବେଆଇନ ଭାବେ ବିମାନରେ ଉଡି ବୁଲିଛନ୍ତି। ଏହାର ତଦନ୍ତ ହେବ, ଏପରି ଏକ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ହେଲେ ପାଣ୍ଡିଆନ ବୁଲିବା…

Read More

ଚମକିଲେ ତନୟା

ଭୁବନେଶ୍ୱର: ବିଦେଶ ମାଟିରେ କମାଲ୍ ଦେଖାଇଲେ କେନ୍ଦ୍ରିୟ ବିଦ୍ୟାଳୟ ନଂ-୧  ପ୍ରଥମ ଶ୍ରେଣୀର ଛାତ୍ରୀ ତନୟା ଦାସ ପଟ୍ଟନାୟକ     ଦୃଢ ଇଛାଶକ୍ତି ନିଷ୍ଠା ଓ ଏକାଗ୍ରତା ଦ୍ବାରା ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇ ଛନ୍ତି ଏହେସାସ୍ ତାଇକଣ୍ଡୋ ଏକାଡେମୀର  ଖେଳାଳି ସାତ ବର୍ଷର କୁନିଝିଅ ତନୟା ଦାସ ପଟ୍ଟନାୟକ। ସେ ବର୍ତ୍ତମାନ୍ କେନ୍ଦ୍ରିୟ ବିଦ୍ୟାଳୟ ନଂ- ୧ ର ପ୍ରଥମ ଶ୍ରେଣୀର ଛାତ୍ରୀ ।ସେ ଓଡ଼ିଶା ତାଇକଣ୍ଡୋ ସଂଘ ପକ୍ଷରୁ ଏବଂ ଭାରତୀୟଦଳର କୋଚ୍…

Read More

ମମତାଙ୍କୁ ରାଜ୍ୟସଭା ପଠାଇବ ବିଜେପି

ଭୁବନେଶ୍ବର: ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ବିଜେପି। ବିଜେଡ଼ି ପରେ ମମତାଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବ ବିଜେପି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ତାଙ୍କ କହିବା ମୁତାବକ, ମମତା ମହନ୍ତ ବିଜେପି ଟିକେଟରୁ ପୁଣିଥରେ ରାଜ୍ୟସଭା ଯିବେ। ଏନେଇ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ କେନ୍ଦ୍ରୀୟ କମିଟି ପକ୍ଷରୁ ତାଙ୍କର ନାମ ଘୋଷଣା ହେବ। ସୂଚନାଯୋଗ୍ୟ ଯେ, ମମତା ମହାନ୍ତ ବିଜେଡି ଟିକେଟରୁ ରାଜ୍ୟସଭାକୁ…

Read More

ବଙ୍ଗଳା ଦେଶ କୋଟା  ବ୍ୟବସ୍ଥା VS ଆମ ଦେଶର ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ: (ବିଜୟ ସାହୁ)-ଏପର୍ଯ୍ୟନ୍ତ ବଙ୍ଗଳା ଦେଶରେ ଛାତ୍ରଛାତ୍ରୀ ମାନେ ସରକାରୀ ଚାକିରୀରେ କୋଟା ବିରୁଦ୍ଧରେ କେଉଁ ଆନ୍ଦୋଳନ କରୁଛନ୍ତି ସେ ସମ୍ପର୍କରେ ଭାରତରେ ଛାତ୍ର / ଯୁବ ସମାଜ ଏପରି କି ମଧ୍ୟବିତ୍ତ ଶ୍ରେଣୀର ବୁଦ୍ଧିଜୀବୀ ମଧ୍ୟ ଦ୍ବନ୍ଦ୍ୱରେ ଅଛନ୍ତି । ଆମେ ସ୍ପଷ୍ଟ ଭାବରେ ନ ବୁଝିଲେ ଦ୍ବନ୍ଦ୍ୱ ରେ ରହିବା ସ୍ୱାଭାବିକ ।ମୁଁ ଏହି ପୋଷ୍ଟରେ ଶେଖ ହାସିନା ଙ୍କ କ୍ଷମତା ଚ୍ୟୁତ ବିଷୟ ଆଲୋଚନା କରୁ ନାହିଁ । କାରଣ ପୂର୍ବରୁ ବିସ୍ତୃତ…

Read More