ସୁଭଦ୍ରା ଯୋଜନା: ସହାୟତା ଅପେକ୍ଷା ଡ୍ରାମା ଅଧିକା
ଭୁବନେଶ୍ୱର: (ରଙ୍ଗାଚରଣ ପ୍ରଧାନ) -ଏହା ପୂର୍ବରୁ କର୍ଣାଟକ ଓ ରାଜସ୍ଥାନରେ ମଧ୍ୟ ମହିଳାଙ୍କୁ ଟଙ୍କା ଦିଆଯାଉଛି। ୧୨ ଶହ ଟଙ୍କା ଓ ୨୦୦୦ ଟଙ୍କା। କିନ୍ତୁ ସେଠାରେ ଏତେ ଡ୍ରାମା ହୋଇ ନାହିଁ। ଆମ ଉପମୂଖ୍ୟମନ୍ତ୍ରୀ ପ୍ରଥମ ହିତାଧିକାରୀ ଶହ ଫୋନରେ କଥା ହେବାର ଆମେ ଟିଭିରେ ଦେଖୁଛୁ । ମାସକୁ ୮୩୩ ଟଙ୍କା ପାଇଁ। କହୁଛନ୍ତି ଐତିହାସିକ। ଭାରତର କୈାଣସି ବି ରାଜ୍ୟ ମହିଳାମାନଙ୍କୁ ଟଙ୍କା ଦେଇ ପାରିବ। କିନ୍ତୁ ସେମାନେ ସରକାରଙ୍କ ଆର୍ଥିକ ଅବସ୍ଥା…
