ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବଜାୟ ରହୁ : ନବୀନ

ଭୁବନେଶ୍ୱର :  ଦେଶର ପଡୋଶୀ ରାଷ୍ଟ୍ରର ଶାସକର ପରିବର୍ତ୍ତନ। ଏହାର ପ୍ରଭାବରେ ପୂର୍ବ ଭାରତର ବିଭିନ୍ନ ଜିଲ୍ଲାରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଭଳି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ଏକ ବାର୍ତ୍ତା ମାଧ୍ୟମରେ ସ୍ୱାଧିନତା ଦିବସ ପୂର୍ବରୁ ସେ କହିଛନ୍ତି ଯେ,  ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି…

Read More

ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କୀ ଗୁଳିରେ କ୍ୟାପଟେନ ଦୀପକ ସିଂ ଶହୀଦ…

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆର୍ମି କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ବୁଧବାର ଡୋଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନଙ୍କ ଦୀପକ ସିଂ ଙ୍କର ମୃତ୍ୟୁ ହୋଇଛି। ସ୍ବାଧୀନତା ଦିବସ ପୂର୍ବରୁ ଏଭଳି ଆକ୍ରମଣ କରି ଆତଙ୍କବାଦୀମାନେ ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଆତଙ୍କବାଦୀମାନେ ଉଦମପୁର ଅଞ୍ଚଳରେ ଲୁଚିରହିଥିବା ନେଇ ଗତକାଲି ସନ୍ଧ୍ୟା ୬ଟାରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପ୍ରାୟ…

Read More

‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ଆୟୋଜିତ ‘ହର ଘର ତ୍ରିରଙ୍ଗା’ ରାଲିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ବିଏମସି କମିଶନର ଏବଂ ମେୟର ପ୍ରମୁଖ ଯୋଗ ଦେଇଛନ୍ତି। ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ତ୍ରିରଙ୍ଗା ଯାତ୍ରାରେ ବାହାରିଥିଲେ। ଏହି ଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ…

Read More

ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି …

ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି। ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜିଠୁ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ୨୭ରେ ପ୍ରତ୍ୟାହାର କରିବାର ଶେଷ ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ସେପ୍ଟେମ୍ବର ୩ରେ ମତଦାନ ଗ୍ରହଣ କରାଯାଇ  ଫଳାଫଳ ଘୋଷଣା କରାଯିବ। ଓଡ଼ିଶାର ଗୋଟିଏ ଆସନ ଖାଲି ଥିବା ବେଳେ  ୯ଟି ରାଜ୍ୟର ମୋଟ ୧୨ଟି ଆସନ…

Read More

ବିଧାନସଭା ସରିଲେ…ଆରମ୍ଭ ବିଜେପିର ସମ୍ପ୍ରସାରଣ ଓ ଥଇଥାନ ପଦ……ଲବି ପାଇଁ କିଏ ଦିଲ୍ଲୀରେ… କିଏ ମନମୋହନଙ୍କ ପଛରେ…

ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବା ଇତି ମଧ୍ୟରେ ଅଢେଇ ମାସ ହୋଇଗଲାଣି। କେନ୍ଦ୍ରରେ ଲଗାତର ତୃତୀୟ ଥର ସରକାର ଗଠନ ହୋଇଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିଛି। ଏହା ପୂର୍ବରୁ ଦୁଇ ପାଳି ଦଳ ବିଜେଡି ସହ ମେଣ୍ଟ କରି କ୍ଷମତାର ସ୍ୱାଦ ଚାଖିଛି। ପ୍ରଥମ ଥର ସରକାର ଗଠନ ହୋଇଥିବାରୁ ସରକାରୀ ନିଯୁକ୍ତି ଓ ଥଇଥାନ ଧିମା ପଡିଯାଇଛି। ତେଣୁ ଦଳର କାର୍ଯ୍ୟକର୍ତ୍ତା…

Read More

ହିଣ୍ଡେନ୍‌ବର୍ଗ ମାମଲାରେ ହସ୍ତକ୍ଷେପ କରିବେନି କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ଟାର୍ଗେଟ୍‌ କରି ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ। ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ସରକାରଙ୍କୁ କିଛି ବି କରିବାର ନାହିଁ। ସେବି ତରଫରୁ ପ୍ରତିକ୍ରିୟା ଦିଆଯାଇଛି। ସେବି ମୁଖ୍ୟ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ବୋଲି ସେ କହିଛନ୍ତି। ହିଣ୍ଡେନ୍‌ବର୍ଗ କରିଥିବା ନିର୍ଦ୍ଦିଷ୍ଟ…

Read More

କହିବା ସହଜ…..ବୁଝିବା କଷ୍ଟ…….

ଭୁବନେଶ୍ୱର: (ହରିହର ତ୍ରିପାଠୀ)-ବୟସ୍କ ଲୋକମାନେ କହନ୍ତି ସେମାନେ କୁଆଡ଼ ସଂଘର୍ଷ କରି ମଣିଷ ହୋଇଛନ୍ତି | ମାତ୍ର ଏହା ଭୁଲ | ସେମାନେ ଆଦୌ ସଂଘର୍ଷ କରିନାହାନ୍ତି | ବରଂ  ଏକ ସ୍ବାଭାବିକ ଜୀବନ ବଞ୍ଚିଛନ୍ତି | ଆଜିକାଲିର ପିଲା ସଂଘର୍ଷ କରୁଛନ୍ତି ସ୍ବାଭାବିକ ଜୀବନଟିଏ ବଞ୍ଚିବାକୁ | ୨୪ ଘଣ୍ଟା ମୋବାଇଲ ସହ ବଞ୍ଚୁଥିବା ପିଲାଟିକୁ ମିଳୁନି ସ୍ବଚ୍ଛ ପବନ, ପ୍ରାକୃତିକ ଉପାୟରେ ବିଶୁଦ୍ଧ ଜଳଟୋପାଏ କିମ୍ବା ପ୍ରକୃତି ସହ ମିଶିବାର ସୁଯୋଗ | ସେମାନେ…

Read More

ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ DSRକୁ ତ୍ରୁଟିପୁର୍ଣ୍ଣ ଦର୍ଶାଇ ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ରୋକ  ଲଗାଇଲେ  NGT

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ବାଲିଶଯ୍ୟା-୧ର ଉତ୍ସକୁ ୫ବର୍ଷ ଲିଜ୍ ଦେବାପାଇଁ ପ୍ରକାଶିତ ୨୦ଜୁନ ୨୦୨୪ ର ବିଜ୍ଞପ୍ତିକୁ ବିରୋଧ କରି ପରିବେଶବିତ ବିବେକାନନ୍ଦ ପଟନାୟକଙ୍କ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ (ଏନଜିଟି) ରେ ମାମଲା ଦାୟର କରିଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ୪.୯୮ହେକ୍ଟର ଅଞ୍ଚଳ ବିଶିଷ୍ଟ ବୁଢାବଳଙ୍ଗ ବାଲିଶଯ୍ୟା-୧ ବେତନଟୀ ତହସିଲ ଅନ୍ତର୍ଗତ ବେଲାଣପୁରା , ମଧୁଦଣ୍ଡା ଓ ଡେଁଫୌଦା ବାଲି ସୌରାତ କୁ ୫ବର୍ଷ ପାଇଁ ନିଲାମ ଲାଗି…

Read More

ବିଜେଡି କାହିଁକି  ହାରିଲା….ସବୁ ଖୋଲି କହିଦେଲେ ରଘୁ ସାହୁ…….

ଭୁବନେଶ୍ୱର : ମୋତେ ଚିଲିକାରୁ ପ୍ରାର୍ଥୀ ନ କରିବାକୁ କିଛି ବ୍ୟକ୍ତି ଚକ୍ରାନ୍ତ କରିଥିଲେ। ମୋ ବଦଳରେ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ମାତ୍ର କର୍ମୀ ଓ ଲୋକଙ୍କ ମଧ୍ୟରେ ମୋର ଗ୍ରହଣୀୟତା ଥିଲା। ତତ୍କାଳୀନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଖେଳର ମୁଖ୍ୟ କାର୍ପଟଦାର ଥିଲେ। ତାଙ୍କ ପାରିବାରିକ ବନ୍ଧୁ ରବୀନ୍ଦ୍ର ଜେନା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଥିଲେ। ମାତ୍ର ସେ କିଛି ବୁଝୁ ନ ଥିଲେ। ବବି ସବୁଥିରେ ମାମଲାତି…

Read More

ବାଲାଂଦେଶର ଛାତ୍ରଶକ୍ତିର ଅଭ୍ୟୁଦୟ, ସେବେ -ଏବେ -ଏକ ଆଲୋଚନା

ନୂଆଦିଲ୍ଲୀ :*(ବିଜୟ ସାହୁ) ବଙ୍ଗଳାଦେଶ ବେଗମ ରୋକେୟା ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ର ଆବୁ ସୈୟେଦ । ଇଂରାଜୀ ବିଭାଗର ଅନେକ ମେଧାବୃତ୍ତି ପ୍ରାପ୍ତ ଛାତ୍ର । ବେଗମ ରୋକେୟା ବିଶ୍ୱବିଦ୍ୟାଳୟ ନାରୀବାଦୀ ଲେଖକ ଓ ସାମାଜିକ କର୍ମୀ ବେଗମ ରୋକେୟାଙ୍କ ନାମରେ ନାମିତ । ଏହି ସରକାରୀ ଗବେଷଣା ବିଶ୍ୱବିଦ୍ୟାଳୟ ରଙ୍ଗପୁର ବିଶ୍ୱବିଦ୍ୟାଳୟ ନାମରେ ନାମିତ ଥିଲା । ପରେ ବେଗମ ରୋକେୟା ବିଶ୍ୱବିଦ୍ୟାଳୟ ହେଇଥିଲା । ଆବୁ ସୈୟେଦ ୨୦୨୪, ୧୬ଜୁଲାଇରେ ସଂରକ୍ଷଣ ସଂସ୍କାର ଆନ୍ଦୋଳନରେ…

Read More