ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସୁନା ଖଣିର ସନ୍ଧାନ…….ରାଜସ୍ୱ ଆଦାୟ କରି ମାଲାମାଲ ହେବେ ମୋହନ ସରକାର
ଭୁବନେଶ୍ୱର : ରାଜ୍ୟରେ ସୁନା ଖଣିର ସନ୍ଧାନ ମିଳିଛି। ଏହା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଗୋପୁର -ଗାଜିପୁର ଅଞ୍ଚଳରେ ସୁନା ଖଣି ରହିଛି। ସେହିପରି ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ଉତ୍ତର ଦେଇଛନ୍ତି। ଅନୁରୂପ ଭାବେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା,ରୁଆଁସୀ,…
