ଦର ସିଝା ଡାଲି ଖାଇ ରାଜନୀତି କରିଥିଲେ ବୁଲୁ
ଭୁବନେଶ୍ୱର: କଟକ ଜିଲ୍ଲା ମାହାଙ୍ଗା ବିଧାନସଭା ଆସନରୁ ଜିତିଥିବା ସ୍ଵାଧୀନ ବିଧାୟକ ଶାରଦା ପ୍ରଧାନ ପାଣି ସମସ୍ୟା ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଆଜି ପ୍ରଶ୍ନକାଳରେ ଶାରଦା କହିଥିଲେ ଯେ,ବାଚସ୍ପତି ମହୋଦୟା ମୋ ଘରେ ଆବଶ୍ୟକ ପିଇବା ପାଣି ଦୁଇ କିଲୋମିଟର ଦୂରରୁ ବୁହାହୋଇ ଆସୁଛି । ଯେଉଁ ପାଣି ମିଳୁଛି ସେଥିରେ ଡାଲି ସିଝୁ ନାହିଁ । ରୋଷେଇ ଗଣ୍ଡାଏ ହୋଇପାରୁ ନାହିଁ । ଆପଣ ନିଜେ ଆସିବା ସହିତ ସାଥିରେ ମନ୍ତ୍ରୀ,…
