ବାଂଲାଦେଶର ନୂଆ ଶାସନ
ନୂଆଦିଲ୍ଲୀ: (ବିଜୟ ସାହୁ) -ଦୁର୍ଗମ ଗିରି କାନ୍ତାର ମରୁ ,ଦୁସ୍ତର ପାରାବାରଲଙ୍ଘିତେ ହବେ ରାତ୍ରୀ ନିଶିତେ,ଯାତ୍ରୀରା ହୁସିଆର !– ନଜରୁଲ ଇସଲାମ ବଙ୍ଗଳାଦେଶର ଯୁବଶକ୍ତି ୫ ଅଗଷ୍ଟ ଦିନ ୧.୧୫ ମିନିଟରେ ଶେଖ ହାସିନାଙ୍କ ଫାଶିଷ୍ଟ ସତ୍ତା ପରିବର୍ତ୍ତନ କରିବା ପରେ ବର୍ତ୍ତମାନ ବଙ୍ଗଳାଦେଶରେ ଏକ ” ଅରାଜକତା ” ପରିସ୍ଥିତି ସୃଷ୍ଟି ହେଇଛି । ଏକ ସ୍ଥିରତା ଆସିବା ପାଇଁ କିଛି ସମୟ ଲାଗିବ । ଏହା ହିଁ ପ୍ରତ୍ୟେକ ବିପ୍ଳବରେ ଅବଧାରିତ ନିୟମ ।ଏହି…
