ଭାରତୀୟ ହକି ଦଳକୁ ଝଟକା, ସେମିଫାଇନାଲରୁ ବାଦ୍ ପଡିଲେ ଓଡ଼ିଶାର ଅମିତ୍ ରୋହିଦାସ…

ପ୍ୟାରିସ୍‌‌ ଅଲିମ୍ପିକ୍ସରେ ଭାରତୀୟ ହକି ଦଳକୁ ଲାଗିଛି ବଡ ଝଟକା। ଗୋଟିଏ ମ୍ୟାଚ ଅର୍ଥାତ୍ ସେମିଫାଇନାଲରୁ ବାଦ୍ ପଡିଛନ୍ତି ଦଳର ଦିଫେଣ୍ଡର ଅମିତ ରୋହିଦାସ । ଆସନ୍ତାକାଲି ହେବାକୁ ଥିବା ଜର୍ମାନୀ ବିପକ୍ଷ ମ୍ୟାଚରେ ସେମି ଫାଇନାଲ ମ୍ୟାଚ ଖେଳିପାରିବେନି ଭାରତୀୟ ଦଳର ପ୍ରମୁଖ ଖେଳାଳୀ ଅମିତ ରୋହିଦାସ। ରବିବାର ଖେଳାଯାଇଥିବା ଗ୍ରେଟ୍ ବ୍ରିଟେନ ବିପକ୍ଷ ମ୍ୟାଚରେ ଅମିତଙ୍କୁ ରେଡ୍‌‌ କାର୍ଡ ମିଳିବା ପରେ ପ୍ରତିବନ୍ଧକ ଲଗାଇଛି ଅନ୍ତର୍ଜାତୀୟ ହକି ଫେଡେରେସନ। ଗ୍ରେଟ୍‌‌ ବ୍ରିଟେନ-ଭାରତ ମ୍ୟାଚରେ ଅମିତଙ୍କ…

Read More

ସାରେଗାମା ଓଡ଼ିଆର ଶୁଭାରମ୍ଭ :
ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପାଇଁ ହେବ “ୱାନ୍ ଷ୍ଟପ୍ ଡେଷ୍ଟିନେସନ”

ଭୁବନେଶ୍ୱର: ୫/୮:  ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଚ୍ୟାନେଲ “ସାରେଗାମା ଓଡ଼ିଆର ଶୁଭାରମ୍ଭ ଭୁବନେଶ୍ୱର ସ୍ଥିତ ମେ ଫେୟାରରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଯୋଗ ଦେଇଥିଲେ । ସାଂସ୍କୃତିକ ଓ କଳାତ୍ମକ ଦୃଷ୍ଟିକୋଣରୁ ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ। ଏହି ଶୁଭାରମ୍ଭ ସାରାଗାମାର ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି, ଯାହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଙ୍ଗୀତର ଆବଶ୍ୟକତାକୁ ପୂରଣ କରିବ।ଓଡ଼ିଶାର…

Read More

ଏସଟି/ଏସସି ସଂରକ୍ଷଣ ପୃଥକୀକରଣ ଅସଲ ଉଦ୍ଦେଶ୍ୟ କଣ!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଐତିହାସିକ ନିର୍ଣ୍ଣୟ କୁହାଯାଉଥିବା ନିଷ୍ପତ୍ତି ସଂରକ୍ଷଣ ବିଲୋପ ପାଇଁଏକ ଷଡ଼ଯନ୍ତ୍ର ନୁହେଁ ତ l ଏମିତି ସନ୍ଦେହ କରି ତଥ୍ୟ ପୂର୍ଣ୍ଣ ଯୁକ୍ତି ଉପସ୍ଥାପନା କରିଛନ୍ତି ଶିକ୍ଷାବିତ୍ ବିଜୟ ସାହୁ l ଶ୍ରୀ ସାହୁ କହିଛନ୍ତି ଯେ, ନିର୍ଣ୍ଣୟର ଭାଗୀଦାରୀରେ ଅଛନ୍ତି l ୧- ମୁଖ୍ୟ ନ୍ୟାୟାଧୀଶ ଓ ମନୋଜ ମିଶ୍ର – ୧୪୦ ପୃଷ୍ଠା l ୨- ବି ଆର ଗଭାଇ – ୨୮୧ ପୃଷ୍ଠା l ୩-ପଙ୍କଜ ମିତ୍ତଲ -୫୪ ପୃଷ୍ଠା…

Read More

ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ମିଳିଲା ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର ୨୦୨୪

ନୂଆଦିଲ୍ଲୀ/ଭୁବନେଶ୍ଵର, ଅଗଷ୍ଟ ୦୪, ୨୦୨୪: ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ବ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ସମ୍ମାନଜନକ ‘ଏକ୍ସିଡ୍ ସିଏସ୍ଆର୍ ଆୱାର୍ଡ-୨୦୨୪’ରେ ସମ୍ମାନିତ କରାଯାଇଛି । ଅଗଷ୍ଟ ୨, ୨୦୨୩ରେ ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତେଲେଙ୍ଗାନାର କୃଷି ମନ୍ତ୍ରୀ ଶ୍ରୀ ଟି ନାଗେଶ୍ୱର ରାଓଙ୍କଠାରୁ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସ୍ଆର ମୁଖ୍ୟ ଶ୍ରୀ…

Read More

ସେପ୍ଟେମ୍ବର ୧୦ ପରେ ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ …

ଭୁବନେଶ୍ବର: ପୂର୍ବତନ ସରକାରଙ୍କ ସବୁଠୁ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ ସେପ୍ଟେମ୍ବର ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ। ବିଏସ୍‌କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁକେଶ ମହାଲିଙ୍ଗ କହିଛନ୍ତି, ବଜେଟ…

Read More

ବନ୍ଦ ହୋଇଯିବ ମହିଳା ମାନଙ୍କ ଏହି ଯୋଜନା, ଜାଣନ୍ତୁ କାରଣ…

ଗତ ବର୍ଷ ଅର୍ଥାତ୍ ବଜେଟ୍ -୨୦୨୩ ରେ କେନ୍ଦ୍ର ସରକାର ମହିଳାମାନଙ୍କ ସହ ଜଡିତ ଏକ ଯୋଜନାର ଘୋଷଣା କରିଥିଲେ। ଏହି ଯୋଜନାର ନାମ ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା | ବର୍ତ୍ତମାନ ଖବର ହେଉଛି ମାର୍ଚ୍ଚ ୨୦୨୫ ପରେ ଏହି ଯୋଜନା ଜାରି ରଖିବାକୁ ସରକାରଙ୍କର ମୁଡ ନାହିଁ। ବାସ୍ତବରେ, ମହିଲା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ସ୍କିମ୍ ହେଉଛି ଗୋଟିଏ ଥର ଯୋଜନା, ଏବଂ ଏହି ଯୋଜନା ୨୦୨୩ ଏପ୍ରିଲ୍ ରୁ ୨୦୨୫…

Read More

ୱାୟାନାଡ ଭୂସ୍ଖଳନରେ ଗଲାଣି ୩୪୪ ଜଣଙ୍କ ପ୍ରାଣ,ଏବେବି ୩୯୫ ନିଖୋଜ…

ୱାୟାନାଡ: କେରଳର ୱାୟାନାଡର ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସର୍ବଶେଷ ତଥ୍ୟ ଅନୁଯାୟୀ କେରଳର ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୪୪ ଛୁଇଁ ଥିବା ବେଳେ ଏବେବି ୩୯୫ ଜଣ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭଲ ଧରଣର ସର୍ଚ୍ଚ ରାଡାର ପଠାଇବାକୁ କେରଳ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଶନିବାର ଦିନ ଉତ୍ତର କମାଣ୍ଡର ଗୋଟିଏ ଜାଭର୍ ରାଡାର ଏବଂ ଦିଲ୍ଲୀର ତିରଙ୍ଗା ମାଉଣ୍ଟେନ୍ ରେସକ୍ୟୁ ଅର୍ଗାନାଇଜେସର ଚାରିଟି ରେକୋ…

Read More

ପ୍ୟାରିସ ଅଲମ୍ପିକ୍ସରେ ଶେଷ ହେଲା ମନୁ ଭାକରଙ୍କ ଯାତ୍ରା, ଅନ୍ୟପଟେ କ୍ୱାଟରଫାଇନାଲରେ ପ୍ରବେଶ କଲେ ଦୀପିକା…

ହ୍ୟାଟ୍ରିକ୍ ପଦକରୁ ଅଳ୍ପକେ ବର୍ତ୍ତିଲେ ମନୁ ଭାକର । ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଯାତ୍ରା ଶେଷ କରିଛନ୍ତି ମନୁ। ମଉଳିଗଲା ସୁନା ପଦକ ଆଶା । ସେ ୨୫ ମିଟର ପିସ୍ତଲ ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରି ତାଙ୍କର ଯାତ୍ରା ଶେଷ କରିଥିଲେ ।ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ତାଙ୍କର ପ୍ରଦର୍ଶନ ପ୍ରଶଂସନୀୟ ଥିଲା ।ସେ ଏହି ମ୍ୟାଚ୍ ପୂର୍ବରୁ ଦେଶ ପାଇଁ ୨ ପଦକ ପାଇବାରେ ସଫଳ ହୋଇଥିଲେ ।…

Read More

ମୁଷଳଧାର ବର୍ଷା ପରେ ହିମାଚଳ ପ୍ରଦେଶର ଅନୁଭୂତ ହେଲା ଭୂମିକମ୍ପ

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ମଧ୍ୟରେ ଆଜି ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ଲାହୋଲ –ସ୍ପିତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଛି।ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଭୂକମ୍ପର ଗଭୀରତା ଭୂମି ଠାରୁ ୫ କିଲୋମିଟର ଗଭୀର ବୋଲି ଜଣାପଡିଛି । ଏଥିରେ କୌଣସି ଧନଜୀବନର କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି । ଭୂକମ୍ପ ଝଟକା ଅନୁଭବ…

Read More

ଆଜିଠୁ ନୂଆ ଫାସ୍ ଟ୍ୟାଗ୍ ନିୟମ୍ …

ନୂଆଦିଲ୍ଲୀ ; ଆଜି ଠାରୁ ଦେଶରେ ଫାସ୍‌ଟ୍ୟାଗ୍‌କୁ ନେଇ ନୂଆ ନିୟମ ଲାଗୁ ହେବ। ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସ୍‌ଟ୍ୟାଗ୍‌ଗୁଡ଼ିକୁ କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ। ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଫାସ୍‌ଟ୍ୟାଗ୍‌କୁ ସମ୍ପୂର୍ଣ୍ଣ ବଦଳାଇବାକୁ ହେବ। ଆସନ୍ତାକାଲିଠାରୁ ସବୁ ଫାସ୍‌ଟ୍ୟାଗ୍‌ ସହ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଚେଚିସ୍‌ ନମ୍ବର ଯୋଡ଼ି ହେବ। ନୂଆ ମାଲିକମାନେ ଗାଡ଼ି କିଣିବାର ୯୦ ଦିନ ଭିତରେ ସେମାନଙ୍କ ପଞ୍ଜୀକରଣ ନମ୍ବର ଅପ୍‌ଡେଟ୍‌ କରିବେ।…

Read More