ବ୍ରିଟେନରେ ହାରିଲେ ଋଷି ସୁନକ, ବହୁମତରେ ସରକାର ଗଢ଼ିଲା ଲେବର ପାର୍ଟି…
ବ୍ରିଟେନ ହୋଇଥିବା ସାଧାରଣ ନିର୍ବାଚନରେ ଋଷି ସୁନକଙ୍କୁ ହରାଇ ବାଜି ମାରିଲେ କେର୍ ଷ୍ଟାର୍ମରଙ୍କ । ଲେବର ପାର୍ଟିର ଏକ ବଡ଼ ବିଜୟ ପରେ କେର୍ ଷ୍ଟାର୍ମରଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଯାହା ଫଳରେ ଭାରତୀୟ ମୂଳର ଋଷି ସୁନକ ଆଉ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିବେ ନାହିଁ । ୬୫୦ ବିଶିଷ୍ଟ ଆସନରେ ଲେବର ପାର୍ଟିକୁ ବହୁମତ ମିଳିଛି । ଲେବର ପାର୍ଟିକୁ ୩୫୮ଆସନ ମିଳିଥିବା ବେଳେ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ମାତ୍ର…
