ସୁଟିଂରେ ଭାରତକୁ ଆଉ ଏକ କାଂସ୍ୟ ପଦକ, ମନୁ-ସରବଜୋଟ ଯୋଡ଼ି ରଚିଲେ ଇତିହାସ…
୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ହାତରେ ଲାଗିଛି ଦ୍ୱିତୀୟ ପଦକ | ୧୦ ମିଟର ଏୟାର ପିସ୍ତଲ ଡବଲ୍ସରେ ଭାରତର ଯୋଡି ମନୁ ଭାକର ଏବଂ ସରବଜୋଟ ସିଂ ଚମତ୍କାର ପ୍ରଦର୍ଶନ କରିଥିଲେ। ଉଭୟ କୋରିଆ ଯୋଡି ଲିୱନହୋ ଏବଂ ୟେଜିନଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି । ଏହାପୂର୍ବରୁ ମନୁ ଭାକର ସମାନ ଇଭେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତୀୟ ଯୋଡି ଆଠ…
