ବଜେଟରେ ଶସ୍ତା ହେଲା ଏହି ସବୁ ଜିନିଷ ଜାଣନ୍ତୁ…
ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ତେବେ ବଜେଟ୍ରେ କ’ଣ ସବୁ ଶସ୍ତା ହେବ ତା’ଉପରେ ସମସ୍ତଙ୍କ ନଜର ରହିଥିଲା। ପୁରା ଦେଶ ବାସୀଙ୍କ ନଜର ଏହି ବଜେଟ ଉପରେ ରହିଥିଲା। ଆସନ୍ତୁ ଜାଣିବା ଚଳିତ ବଜେଟ୍ରେ କେଉଁ ସବୁ ଜିନିଷ ଶସ୍ତା ହେବା ନେଇ ଘୋଷଣା କରାଯାଇଛି। କର୍କଟ ଔଷଧ ,ସୁନା, ରୁପା,ପ୍ଲାଟିନମ୍,ମୋବାଇଲ ଫୋନ୍,ମୋବାଇଲ…
