ଆସୁଛି ବିଜେଡିର ବିକାଶ ପୁସ୍ତକ, ଏଥିରୁ ଉଭାନ ପଞ୍ଚାୟତ ପ୍ରତିନିଧି, ସ୍ଥାନୀୟ ବିଧାୟକ …

ଭୁବନେଶ୍ୱର :  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିଲା। ଏହା ପରେ ସାମାଜିକ ସୁରକ୍ଷା ଯୋଜନା ଅଧିନରେ ସର୍ବନିମ୍ନ ପାଞ୍ଚଶହ ଟଙ୍କା ଭତ୍ତା ବୃଦ୍ଧି କରାଯିବ। ପୂର୍ବରୁ ଆମ ଓଡ଼ିଶା , ନବୀନ ଓଡ଼ିଶାରେ ଯୋଜନାରେ ପ୍ରକଳ୍ପ ଘୋଷଣା ହୋଇସାରିଛି। ନିର୍ବାଚନ ଘୋଷଣା ତାରିଖ ପାଖେଇବା କ୍ଷଣି ପ୍ରକଳ୍ପ ଶୁଭାରମ୍ଭ ଓ ଶିଳାନ୍ୟାସର ବନ୍ୟା ଆସିବ। ନିର୍ବାଚନକୁ ସମ୍ପୂର୍ଣ୍ଣ ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ୍ ଏବଂ 5-ଟି ଉପକ୍ରମ କାର୍ଯ୍ୟକ୍ରମ କୈନ୍ଦ୍ରିକ କରାଯାଉଛି। କୌଣସି ବିଧାୟକ,ଏମପି, ଜନ ପ୍ରତିନିଧି…

Read More

ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ , କାହିଁକି ନିର୍ମାଣ ହୋଇପାରିଲାନି ବାବରି ମସଜିଦ ଜାଣନ୍ତୁ …

ଅଯୋଧ୍ୟାରେ ବଡ଼ ଆଡମ୍ବରେ ଚାଲିଛି ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ । ସୋମବାର ବା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମଧ୍ୟ କରାଯିବ । କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଯେ ୪ବର୍ଷ ତଳେ ସୁପ୍ରିମକୋଟ୍ ଦେଇଥିବା ରାୟ ଅନୁସାରେ ରାମ ମନ୍ଦିରର ପ୍ରତିଷ୍ଠା ତ କରାଯିବ, କିନ୍ତୁ ବାବରି ମସଜିଦର ପ୍ରସଙ୍ଗକୁ ନେଇ କୌଣସି ଆଲୋଚନା ନଥିବା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଯେଉଁ ଲୋକମାନେ ରାମ ମନ୍ଦିର ବିପକ୍ଷରେ ବାବରି…

Read More

ବୁମ୍ ବାୟା ନ ହେବାକୁ କଂଗ୍ରେସ ବରିଷ୍ଠ ନେତାମାନଙ୍କୁ ମିଳିଲା ପରାମର୍ଶ

ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଏହାର ଉପକଣ୍ଠ ଅଞ୍ଚଳରେ ଗଢି ଉଠିଛି ଅନେକ କେନ୍ଦ୍ରୀୟ ସଂସ୍ଥା। ପ୍ରାୟ ସବୁ କଂଗ୍ରେସ କିମ୍ବା ଅଣ ବିଜେପି ସରକାରଙ୍କ ସମୟରେ ଏହାର ଅନୁମୋଦନ କରାଯାଇଥିଲା। ବିଜେପି ସମୟରେ ଘୋଷଣା କରାଯାଇଥିବା ସଂସ୍ଥା ୟୁପିଏ ସମୟରେ ବିକଶିତ କରାଯାଇଛି। ହେଲେ କଂଗ୍ରେସ ଏହି ସବୁ ଉପଲବ୍ଧିକୁ ଗଣମାଧ୍ୟମ କିମ୍ବା ଭୋଟରଙ୍କ ସମ୍ମୁଖକୁ ଆଣିବା ଦୂରର କଥା। ନିଜେ ଜାଣି ସଚେତନ ହୋଇପାରୁନାହାନ୍ତି। ବରଂ ମୂଳ ପ୍ରକଳ୍ପରେ ଇଟା…

Read More

Bjd Tactical Mistakes ; ବିଜେଡିର ଏହି ଭୁଲ ପାଇଁ ପରିକ୍ରମା ପ୍ରକଳ୍ପରୁ ମିଳି ନ ପାରେ ରାଜନୈତିକ ଫାଇଦା

ମହା ଆଡମ୍ବରରେ ଶେଷ ହୋଇଛି ବହୁ ପ୍ରତିକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ । ୮୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଶେଷ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା । ତେବେ ଏହି ପ୍ରକଳ୍ପ ନାମରେ ବିଜେଡି କରୁଥିବା ରାଜନୀତି ଆଶା ରୂପକ ଫଳ ଦେଇ ନପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ପରିକ୍ରମା ପ୍ରକଳ୍ପ ପାଇଁ ବିଜ୍ଞାପନରେ ପ୍ରାୟ ଦୁଇ ଶହ କୋଟି ଖର୍ଚ୍ଚ ହେବା ସତ୍ତ୍ୱେ କାହିଁକି…

Read More

ଅନଲାଇନରେ ମିଳୁନି ଶ୍ରୀରାମଙ୍କ ପ୍ରସାଦ, ମିଛ କହି ଲୋକଙ୍କୁ ଠକୁଛି ଏହି ୱେବସାଇଟ…

ଗତ କିଛିଦିନ ତଳେ ଆପଣ ଦେଖିଥିବେ ଯେ ସୋସିଆଲ ମିଡିଆରେ ଏକ ଖବର ଘୁରି ବୁଲୁଛି ଯେ ଆପଣ ଘରେ ବସି ଅଯୋଧ୍ୟାରୁ ପ୍ରସାଦ ମଗେଇ ପାରିବେ । କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟ । ମନ୍ଦିର ପକ୍ଷରୁ କୌଣଷି ପ୍ରକାରର ପ୍ରସାଦ ଅନଲାଇନରେ ଉପଲବ୍ଧ ହେବନାହଁ ବୋଲି ଟ୍ରଷ୍ଟ ସଫା ମନା କରିଦେଇଛି । ପ୍ରସାଦ ବଣ୍ଟନ ନେଇ କୌଣଷି ଏଜେନ୍ସିକୁ ଦାୟିତ୍ବ ଦିଆ ଯାଇନାହିଁ । ଏହା ନେଇ…

Read More

Virat Kohli Record ; କୋହଲି ଆଉ ଏକ ବିରାଟ ରେକର୍ଡରୁ ମାତ୍ର ୬ ରନ ପଛରେ , ସେପଟେ କ୍ଲିନ୍ ସୁଇପ ଲକ୍ଷରେ ଟିମ୍ ଇଣ୍ଡିଆ …

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ବୁଧବାର ବେଙ୍ଗାଲୁରୁରେ ଖେଳାଯିବ। ଏହି ମ୍ୟାଚରେ ବିରାଟ କୋହଲି ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିପାରନ୍ତି। କୋହଲିଙ୍କ ପାଖରେ ଟି -୨୦ ରେ ୧୨ ହଜାର ରନ୍ ପୂରଣ କରିବାର ସୁଯୋଗ ରହିଛି | ଏଥିପାଇଁ ତାଙ୍କୁ ମାତ୍ର ଆଉ ୬ ରନର ଆବଶ୍ୟକତା ରହିଛି | ଟି -୨୦ କ୍ରିକେଟରେ ସର୍ବାଧିକ ରନ୍ କରିବାର ରେକର୍ଡ କ୍ରିସ୍…

Read More

ଅଦାନିଙ୍କ ହାତକୁ ଆସିଲା ଆଏଏନଏସ୍ ନ୍ୟୁଜ ଏଜେନ୍ସି , ମିଡିଆ ସେକ୍ଟରରେ ମୁହାଁ-ମୁହିଁ ହେଲେ ଅମ୍ବାନି ଓ ଅଦାନି

ଭାରତୀୟ ମିଡ଼ିଆ ଜଗତରେ ଅଦାନୀ ଗ୍ରୁପର ଦବଦବା ଦିନକୁ ଦିନ ବଢିବାରେ ଲାଗିଛି । ନ୍ୟୁଜ ଏଜେନ୍ସି ଆଏଏନଏସରେ (IANS)ରେ ଅଦାନି ଗ୍ରୁପର ଭାଗ ୭୬ ପ୍ରତିଶତରେ ପହଁଞ୍ଚିଛି । ବୁଧବାର ଦିନ କମ୍ପାନୀ ଆଏଏନଏସ ମିଡିଆକୁ ୫କୋଟି ଟଙ୍କା ଦେଇ ତାର ଫ୍ରେସ ସେୟାର କିଣିଛି । ଏହାଦ୍ବାର ଏବେ ନ୍ୟୁଜ୍ ଏଜେନ୍ସିରେ ଏଏମଜି(AMG )ର ଅଂଶଧନ ବର୍ତ୍ତମାନ ୫୦.୫ ପ୍ରତିଶତରୁ ୭୬ ପ୍ରତିଶତକୁ ବୃଦ୍ଧି ପାଇଛି | ଏହାପୂର୍ବରୁ, ଏଏମଜି(AMG) ମଧ୍ୟ NDTV ଗ୍ରୁପରକୁ…

Read More

ଆଜି ପରିକ୍ରମା ପ୍ରକଳ୍ପ ,କାଲି ଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ …

ଆଉ କିଛି ଘଣ୍ଟାର ଅପେକ୍ଷା ପରେ ବହୁ ପ୍ରତିକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୧ଟା ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପରେ ପରେ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ସଂପନ୍ନ ହେବ ତ୍ରିଦିନାତ୍ମକ ଯଜ୍ଞରେ ପୂର୍ଣ୍ଣାହୂତି । ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି…

Read More

ଦୀପ୍ତି ଶର୍ମା ଓ ପାଟ୍ କମିନ୍ସି ହେଲେ ‘ପ୍ଲେୟର ଅଫ ଦି ମନ୍ଥ’

ଡିସେମ୍ବର ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ‘ପ୍ଲେୟାର ଅଫ୍ ଦି ମନ୍ଥ’ର ଘୋଷଣା କରିଛି। ‘ପୁରୁଷ ଖେଳାଳି ଭାବେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ପ୍ଲେୟର ଅଫ୍ ଦି ମନ୍ଥ’ ଚୟନ କରାଯାଇଛି ।ସେହିପରି , ଭାରତର ମହିଳା କ୍ରିକେଟର ଦୀପ୍ତି ଶର୍ମାଙ୍କୁ ପ୍ଲେୟର ଅଫ୍ ଦି ମନ୍ଥ’ ମନୋନୀତ କରାଯାଇଛି। ଏହା ହେଉଛି ଦୀପ୍ତି ଶର୍ମାଙ୍କର ‘ପ୍ଲେୟାର ଅଫ୍ ଦି ମନ୍ଥ’ର ପ୍ରଥମ ଟାଇଟଲ୍ | ଡିସେମ୍ବରରେ ଉଭୟ ଖେଳାଳି ସେମାନଙ୍କର ଉତ୍କୃଷ୍ଟ…

Read More

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ବଢିଲା ହୋଟେଲ ଓ ବିମାନ ଭଡ଼ା …

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଯେତେ ପାଖଉଛି ସେତେ ବଢିବାରେ ଲାଗିଛି ହୋଟେଲ ବୁକିଂ ।କ’ଣ  ଆପଣ ଚାହୁଁଛନ୍ତି ଅଯୋଧ୍ୟାରେ ରହି ଏହି ଭବ୍ୟ ମୂହୁର୍ତ୍ତକୁ ଅନୁଭବ କରିବା ପାଇଁ  ।ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କୁ ଏଠି  ଗୋଟିଏ ରାତି ପାଇଁ ରୁମ୍‌ ରେଣ୍ଟ ଦେବାକୁ ପଡ଼ିବ ଲକ୍ଷେ ଟଙ୍କା । ରାମମନ୍ଦିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏବେ ପୂରା ଅଯୋଧ୍ୟାରେ ଦେଖା ଦେବ ଜନ ସମାଗମ ।…

Read More