ସବୁ ବର୍ଗର ପରିସଂଖ୍ୟନ ପ୍ରକାଶ କରିଲେ ବିହାର ସରକାର, ସାରା ଦେଶରେ କରାଗଲା ସ୍ୱାଗତ
ପାଟନା- ବିହାର ସରକାର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟରେ ହୋଇଥିବା ଜାତିଭିତ୍ତିକ ଜନଗଣନାର ସର୍ଭେ ରିପୋର୍ଟ ସୋମବାର ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗାନ୍ଧୀ ମଇଦାନରେ ଗାନ୍ଧୀ ଜୟନ୍ତୀ ପାଳନ କରିବା ପରେ ଟୁଇଟ୍ କରି ଏହି ସୂଚନା ପ୍ରଦାନ କରିଥିଲେ। ଏହା ପରେ ବିହାର ସରକାରଙ୍କ ମୁଖ୍ୟ ଶାସନ ସଚିବ ବିବେକ କୁମାର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ବିହାର ଜାତିଗତ ଜନଗଣନା ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଜରିଆରେ…
