ଫଟୋରେ ଥିବା ତ୍ରୁଟି ସଜାଡ଼ିଲା କଂଗ୍ରେସ, ଖଡଗେଙ୍କୁ ରଖିଲା ଆଗରେ

ଭୁବନେଶ୍ୱର : ଖବର ପ୍ରକାଶ ପାଇଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା। କଂଗ୍ରେସ ଟିକେ ବୁଝିଲା। ଫଟୋରେ ନିଜ ସର୍ବଭାରତୀୟ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମ୍ମାନ ଦେଲା। ଶ୍ରୀ ଖଡ଼ଗେଙ୍କୁ ପ୍ରଥମେ ରଖିଲା। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ପଛରେ ରଖିଲା। ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମର ପୋଷ୍ଟରେ ଥିବା ତ୍ରୁଟିକୁ ଦଳ ସଜାଡିଲା। ମାତ୍ର ଆଉ ଗୋଟିଏ କଥା ଦଳ ବର୍ତ୍ତମାନ ଚିନ୍ତା କରିପାରିନାହିଁ। କଂଗ୍ରେସର ଜାତୀୟ ନେତୃତ୍ୱ ପଛୁଆବର୍ଗ ସମସ୍ୟା,…

Read More

ମନେ ରହିବେ ସ୍ୱାମୀନାଥନ୍, ଭାରତୀୟ କୃଷିକୁ ଦେଇଥିଲେ ପ୍ରଭାବୀ ଦିଗଦର୍ଶନ

ଚିକିତ୍ସା ବିଜ୍ଞାନ ବହୁଳ ପ୍ରଚାର ପ୍ରସାର ପରେ ଜନସଂଖ୍ୟା ବୃଦ୍ଧି ପାଇଥିଲା। ମାତ୍ର ବହୁ କାଳ ଧରି ଜନସଂଖ୍ୟା ଅଭିବୃଦ୍ଧି ନେଇ ସମଗ୍ର  ବିଶ୍ୱ ବିଶେଷ ଉଦବେଗ୍ ପ୍ରକାଶ କରି ନଥିଲା । ହେଲେ ଅଷ୍ଟଦଶ ଶତାବ୍ଦୀରେ ପ୍ରଥମେ ଜନସଂଖ୍ୟା ବୃଦ୍ଧି ପଶ୍ଚିମ ଜଗତରେ ଚର୍ଚ୍ଚାର ବିଷୟ ହେଲା । ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ରପାତିର ଉଦ୍ଭାବନ ଯୋଗୁଁ ଶିଳ୍ପ ବିପ୍ଳବ ହଠାତ ଜନସଂଖ୍ୟା ବୃଦ୍ଧି ହାରକୁ ବଢ଼େଇ ଦେଲା । ତେଣୁ ପଶ୍ଚିମ ଦୁନିଆର ସମାଜ…

Read More

କାହିଁକି ଶୁଭୁନି ସୌମ୍ୟ ରଞ୍ଜନଙ୍କ ସ୍ୱର, ସେ କଣ ଯୋଜନା କରୁଛନ୍ତି..EOW ତଦନ୍ତ ଅଧାରୁ ବନ୍ଦ କଲେ କି ସରକାର..

ଭୁବନେଶ୍ୱର : ସୌମ୍ୟ ରଞ୍ଜନ ପଟ୍ଟନାୟକ ସ୍ୱାଭିମାନୀ ଲୋକ। ତାଙ୍କର ସମ୍ବାଦ ପରି ସୁଦୂର ପ୍ରସାରୀ ଖବରକାଗଜ ଅଛି। କେଉଁ ଭାଇ ସର୍ବାଧିକ କର ଦେଉଥିବା ଖଣି ବ୍ୟବସାୟୀ ତ କେଉଁ ଭାଇ ପୂର୍ବତନ ପିସିସି ସଭାପତି। ବିଜେଡିର ଅଧିକାଂଶ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି। ଏଥରକ ଆଉ ନିସ୍ତାର ନାହିଁ। କଥା ଯାଇ ମୋଦି-ଶାହାଙ୍କ ପାଖରେ ପହଞ୍ଚିଲାଣି। ସୌମ୍ୟ ବାବୁ ପାଗ ଭିଡିଛନ୍ତି ମାନେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଇତ୍ୟାଦି ଆହୁରି ସକ୍ରିୟ ହେବେ।…

Read More

ଦୁଇ ମିଶ୍ରଙ୍କୁ ଶୁଣାଇଲେ ଅରୁଣ ସାହୁ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଦୁଇ କୁହାଳିଆ ନେତା-ନରସିଂହ ମିଶ୍ର ଏବଂ ଜୟ ନାରାୟଣ ମିଶ୍ରଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ନିଆରା ଢଙ୍ଗରେ ସମାଲୋଚନା କରିଛନ୍ତି। ଶ୍ରୀ ସାହୁ  କହିଛନ୍ତି ଯେ,  ବିରୋଧୀଦଳର ନେତାମାନେ  ଜ୍ଞାନ ବାଣ୍ଟୁଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି । ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ । ଯେଉଁମାନେ ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ମେଣ୍ଟାଲ ହେଲଥ(ମାନସିକ ସ୍ୱାସ୍ଥ୍ୟ) ଭଲ ନାହିଁ । ଯେଉଁମାନେ…

Read More

ଏଆଇସିସିର ନିଷ୍ପତ୍ତି ସତ୍ତ୍ୱେ କାହିଁକି ସାମ୍ବିଧାନିକ-ସାମାଜିକ ନ୍ୟାୟ ଅଧିକାରରୁ ଦୂରେଇ ରହୁଛି କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଡୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସପ୍ତାହେ ହେବ ପଛୁଆବର୍ଗ ସଂରକ୍ଷଣ ନେଇ ଦାବି ଉପସ୍ଥାପନ କରୁଛନ୍ତି। କଂଗ୍ରେସ ପଛୁଆବର୍ଗ ସଂରକ୍ଷଣ ସହ ଜାତିଭିତ୍ତିକ ଜନଗଣନା ଦାବି କରିଛି। ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ଏହି ଦାବି ନେଇ ରାଜନୈତିକ ଉପଲବ୍ଧି ମଧ୍ୟ ରହିଛି। ଏହି କ୍ରମରେ ପ୍ରାୟ ଅଧା ଜନସଂଖ୍ୟା ଓଡ଼ିଶାର ପଛୁଆବର୍ଗ। ମାତ୍ର ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରସଙ୍ଗରେ ବିଧାୟକ ଦଳର…

Read More

ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦ଜଣଙ୍କୁ କି ପ୍ରଶିକ୍ଷଣ  ଦେଉଛି ବିଜେଡି…ଜାଣନ୍ତୁ…

ଭୁବନେଶ୍ୱର : ଯେ କୌଣସି ମୁହୂର୍ତ୍ତରେ ସାଧାରଣ ନିର୍ବାଚନ ଘୋଷଣା ହୋଇଯାଇପାରେ। ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସହ ଭୋଟର ଟ୍ୟାଗିଂକୁ ଗୁରୁତ୍ୱ ଦିଅ। ଯେଉଁ ପରିବାର ଓ ଭୋଟର ବିଜେଡିକୁ ଭୋଟ ଦେବ ନାହିଁ ବୋଲି ମନେ ହେଉଛି, ତାହାର କାରଣ ପଚାରିବୁଝ। ସୋସିଆଲ ମିଡିଆରେ ଦଳର କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କର। ଦଳର କର୍ମୀ ଏବଂ ଛାମୁଆ କାର୍ଯ୍ୟକର୍ତ୍ତା ସାମାଜିକ ଗଣମାଧ୍ୟମରୁ ଗୁରୁତ୍ୱକୁ ହୃଦବୋଧ କରନ୍ତୁ ବୋଲି…

Read More

ଦେବାନନ୍ଦଙ୍କ ଘରୁ ଫଟୋ ନେଇ ଆସିଥିଲା ପୁରୀ ଏସସିଏସ୍ କଲେଜ ପିଲା..ପୁଲିସ୍ ତା’ପରେ କ’ଣ କଲା…ଜାଣନ୍ତୁ

ଭୁବନେଶ୍ୱର : ପୁରୀ ଏସସିଏସ୍ କଲେଜର ଜଣେ ଛାତ୍ର ଗ୍ରୀଷ୍ମ ଛୁଟିରେ ବମ୍ବେ ଚାଲିଗଲା । ସେଠାରେ ସେ ଦେବାନନ୍ଦଙ୍କ ପିଛା କରିବାକୁ ଲାଗିଲା । କିଛି ଦିନ ପରେ ଦେବାନନ୍ଦ ଏହା ଜାଣି ପାରିଲେ । ସେ ପଚାରିବାରୁ ଆମର ଏହି ଓଡ଼ିଆ କଲେଜ୍ ଛାତ୍ର କହିଲା ସେ ହେଉଛି ଦେବାନନ୍ଦଙ୍କର ବହୁତ ବଡ଼ ଫ୍ୟାନ୍ ଓ ଓଡ଼ିଶାରୁ ଆସିଛି । କିଛି ଦିନ ପରେ ଓଡ଼ିଶା ଫେରିଯିବ । ଦେବାନନ୍ଦ ତାକୁ ଘରେ ଆଶ୍ରୟ…

Read More

ଖଡଗେଙ୍କୁ ଅସମ୍ମାନ ମାନସିକତା ଆସୁଛି କେଉଁଠୁ ? ନିଷ୍ପେସିତ ଓ ପଛୁଆବର୍ଗର ନେତୃତ୍ୱକୁ କାହିଁକି ସହିପାରୁନାହାନ୍ତି ପଟ୍ଟନାୟକ ଏଣ୍ଡ କୋ !

ଭୁବନେଶ୍ୱର : ମଲ୍ଲିକାର୍ଜୁନ ଖଡ଼ଗେ। ସର୍ବଭାରତୀୟ କଂଗ୍ରେସ ସଭାପତି। ଦଳର ସବୁଠୁ ବରିଷ୍ଠ ନେତା। କର୍ଣ୍ଣାଟକ ବିଧାନସଭା, ସଂସଦର ଲୋକସଭା ଏବଂ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିସାରିଥିବା ରାଜନେତା। ପାଞ୍ଚ ଦଶନ୍ଧିର ରାଜନୈତିକ ଅଭିଜ୍ଞତା ରଖୁଥିବା ଏହି ରାଜନେତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛି ଓଡ଼ିଶା କଂଗ୍ରେସ।  କଂଗ୍ରେସ ପକ୍ଷରୁ ଜାରି କରାଇଥିବା ଏକ ପୋଷ୍ଟରରେ ନଗଣ୍ୟ ଭାବେ ଶ୍ରୀ ଖଡ଼ଗେଙ୍କ ଫଟୋ ରଖାଯାଇଛି। ଯାହା ହେବା କଥା ନୁହେଁ। ଦଳର ସଭାପତି ଭାବେ ତାଙ୍କ ଫଟୋ ସବୁଠୁ…

Read More

ମୁସଲମାନଙ୍କ  ଦ୍ୱାରସ୍ଥ ହେଲାଣି ବିଜେପି, କଂଗ୍ରେସ ଓ ବିଜେଡି ନୀରବ ମୁଦ୍ରାରେ ….

ଭୁବନେଶ୍ୱର : ଭାରତୀୟ ରାଜନୀତିରେ ଦୁଇଟି ବର୍ଗର ଭୋଟ ପ୍ରାୟ ନିଶ୍ଚିତ ହୋଇଥାଏ। ଗୋଟିଏ ବର୍ଗ ହେଉଛି-ବ୍ରାହ୍ମଣ ଆଉ ଗୋଟିଏ ବର୍ଗ ହେଉଛନ୍ତି- ମୁସଲିମ୍ ସମ୍ପ୍ରଦାୟ। ନବେ ଦଶକ ପରେ ବ୍ରାହ୍ମଣ ମାନଙ୍କର ସଂଖ୍ୟାଗରିଷ୍ଠ ଭୋଟ ବିଜେପି ହାତେଇଥାଏ, ଅନୁରୂପ ଭାବେ ମୁସଲିମ୍ ଭୋଟ ବିଜେପିକୁ ହରାଇପାରୁଥିବା ଦଳକୁ ଯାଇଥାଏ। ଓଡ଼ିଶାରେ ସେମାନଙ୍କ ସଂଖ୍ୟା ନଗଣ୍ୟ ମାତ୍ର କେତେକ ଆସନରେ ଏହାର ପ୍ରଭାବୀ ଉପସ୍ଥିତି ରହିଛି। ଏହି ଆସନ ଗୁଡ଼ିକ ହେଉଛି- କଟକ, କାକଟପୁର, ସାଲେପୁର, ମାହାଙ୍ଗା,…

Read More

ମୋ ନିର୍ଦ୍ଦେଶରେ ଅଧିକାରୀ ହେଲିକପ୍ଟରରେ ବୁଲି ଅଭିଯୋଗ ସଂଗ୍ରହ କରୁଥିଲେ, ବିରୋଧିଙ୍କ ସମାଲୋଚନା ଆଧାରହୀନ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧି କଂଗ୍ରେସ ଏବଂ ବିଜେପି ପ୍ରଶ୍ନ ଉଠାଇ ଆସିଥିଲା। ଏମିତି କି ମୁଖ୍ୟମନ୍ତ୍ରୀ କିଛି ଜାଣୁ ନ ଥିବା ଅଭିଯୋଗ ହୋଇଥିଲା। ମାତ୍ର ବିଗତ ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏକାଧିକ ପ୍ରଶାସନିକ ଓ ରାଜନୈତିକ କାର୍ଯ୍ୟ ତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତିକୁ ଦର୍ଶାଉଛି। ଏପରିକି ସଚିବଙ୍କ ବୁଲାକୁ ନେଇ ବିରୋଧି ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି ସହ ସ୍ପଷ୍ଟୀକରଣ ମାଗିଥିଲେ। ସୋମବାର ପ୍ରଥମାର୍ଦ୍ଧରେ…

Read More