ଲକ୍ଷ ଲକ୍ଷ ଟଙ୍କା ଦେଇ ଭାରତ-ପାକିସ୍ଥାନ ମ୍ୟାଚ୍ ଦେଖିବାକୁ ଆସିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି

ଅହମ୍ମଦାବାଦ : ନିକଟରେ  ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଭାରତ-ପାକିସ୍ଥାନ ମ୍ୟାଚରେ ଜଣେ ଜଣେ ଶିଳ୍ପପତି ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମ୍ୟାଚ ଦେଖିବାକୁ ଆସିଥିଲେ। ଏମାନଙ୍କ ମଧ୍ୟରେ ଜେଏସ୍‌ଡବ୍ଲୁର ସଜ୍ଜନ ଏବଂ ପାର୍ଥ ଜିନ୍ଦଲ, ଏସାର ଗ୍ରୁପ୍‌ର ଅଂଶୁମାନ ରୁଇଆ, ଆର୍‌ପି-ସଂଜୀବ ଗୋଏଙ୍କା ଗ୍ରୁପ୍‌ର ସଂଜୀବ ଗୋଏଙ୍କା, ଏମ୍‌ଆର୍‌ଏଫ୍‌ର କେଏମ୍‌ ମାମେନ, ରାହୁଲ ମାମେନ ଏବଂ ଅରୁଣ ମାମେନ ଅନ୍ୟତମ। ଦେଶର ଏକାଧିକ ଛୋଟ ବଡ଼ ଷ୍ଟାର୍ଟଅପ୍‌ ସଂସ୍ଥାର…

Read More

ଇସ୍ରାଇଲର କାହାଣୀ- ଆସନ୍ତୁ ଜାଣିବା …

ନୂଆଦିଲ୍ଲୀ : ଦ୍ଵିତୀୟ ବିଶ୍ୱଯୁଦ୍ଧର ସମାପ୍ତି ପରେ ବିଶ୍ଵ ରାଜନୈତିକ ଶକ୍ତି  ମାନଚିତ୍ରରେ ପୁନର୍ବିନ୍ୟାସ ଘଟିଲା । ବର୍ତ୍ତମାନ ଆମେରିକା ଓ ସୋଭିଏତ ୟୁନିୟନ ଦୁଇ ମହାଶକ୍ତି । ପରସ୍ପର ମଧ୍ୟରେ କୌଣସି ଭୌଗଳିକ ଦ୍ୱନ୍ଦ୍ୱ ନ ଥିଲା । ଆମେରିକାର ସବୁଠାରୁ ବଡ଼ ଚିନ୍ତା ହେଲା ପଶ୍ଚିମ ଇଉରୋପକୁ ନେଇ । ଏହାର କାରଣ ପୂର୍ବ ଇଉରୋପୀୟ ଦେଶଗୁଡ଼ିକର ସମାଜତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ହେଇଯିବା ଯୋଗୁଁ ଆମେରିକା ଓ ପୁଞ୍ଜିବାଦୀ ଅର୍ଥଶାସ୍ତ୍ରୀଙ୍କୁ କମ୍ୟୁନିଜିମ(କୋଠବାଦ) ଭୂତ ଘାରିଲା।…

Read More

ପାଲଲହଡାରୁ ପ୍ରତିଥର ହୁଏ ପ୍ରାର୍ଥୀ ବଦଳ, ତେବେ ବିଜେଡିରୁ ଟିକେଟ୍ ପାଇବ କିଏ ?

ଅନୁଗୋଳ : ଅନୁଗୋଳ ଜିଲ୍ଲାର ତଥା ଢେଙ୍କାନାଳ ଲୋକସଭା ଅଧିନରେ ପାଲଲହଡ଼ା ବିଧାନସଭା ଆସନ ଆସୁଛି।  ଏହା କ୍ରମିକ ସଂଖ୍ୟା ହେଉଛି ୫୯ । ବିଜେଡ଼ି ବିଜେପି ମେଣ୍ଟ ଥିବା ବେଳେ ଏହା ବିଜେପି ଭାଗରେ ରହିଥିଲା । ଆଜିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୦୦ମସିହାରୁ ଏହି ପାଲଲହଡାରୁ ବିଧାୟକ ନିର୍ବାଚିତ ହୋଇ ରାଜନୀତି ଆରମ୍ଭ କରିଥିଲେ । ମାତ୍ର ୨୦୦୪ ମସିହାରେ ମେଣ୍ଟ ପ୍ରାର୍ଥୀ ଭାବରେ ଡ ଦେବେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀ…

Read More

ଗୋପବନ୍ଧୁ, ସିଦ୍ଧାନ୍ତ ଗଲେ ଫସର ଫାଟି, ବିକ୍ରମ ଆସିବେ ଗୋପାଳପୁର ବିଜେଡି ବେସର ବାଟି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜନୀତି  ବିଜେଡି ପାଇଁ ସମ୍ମାନର ପ୍ରଶ୍ନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱନ କରୁଛନ୍ତି। ଓଡ଼ିଶାର ଏକମାତ୍ର ଜିଲ୍ଲା ଯେଉଁଠି ଦୁଇଟି ଲୋକସଭା ରହିଛି। ଏହି ଜିଲ୍ଲାରେ ବିଜେଡ଼ି କ୍ଲିନ୍ ସୁଇପ୍ କରିଥାଏ। ମାତ୍ର ବିଗତ ଦିନରେ ଦଳୀୟ ଗୋଷ୍ଠୀ କନ୍ଦଳ ଏବଂ କେତେକ ପ୍ରମୁଖ ନେତାଙ୍କ ଦଳରୁ ଦୂରେଇବା ସମୀକରଣକୁ ଗୋଳମାଳ କରୁଛି।  ତେଣୁ ଗଞ୍ଜାମ ରୂପୀ ବିଜେଡି ଗଡ଼ ରକ୍ଷା ଦିଗରେ ଶାସକ ଦଳ ଜୋରଦାର୍ ଉଦ୍ୟମ…

Read More

ଜୟନାରାୟଣଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇ ପାରନ୍ତି ନବ ନନ୍ଦନ ବିଶାଲ, ଆଉ ଦୁଇ ଜଣ ବି ରହିଛନ୍ତି ଦୌଡ଼ରେ …ସେମାନେ କିଏ…ଜାଣନ୍ତୁ…

ଭୁବନେଶ୍ୱର :  ବିଜୁ ଜନତା ଦଳ ଲଗାତର ତୃତୀୟ ଥର କୌଣସି ବିଧାନସଭା ନିର୍ବାଚନରେ ଶତାଧିକ ଆସନ ଜିତିବାରେ ସକ୍ଷମ ହୋଇ ଆସୁଛି। ଏହି ଧାରା ୨୦୦୯ ଠାରୁ ଆରମ୍ଭ ହୋଇ ୨୦୧୪ ଏବଂ ୨୦୧୯ରେ ମଧ୍ୟ ବଳବତ୍ତର ରହିଛି। ଶତାଧିକ ଆସନ ଜିତୁଥିଲେ ବି କେତେକ ଆସନରେ ୨୦୧୯ର ସ୍ଥିତି ବିଜେଡି ପାଇଁ ଆହ୍ୱାନପୂର୍ଣ୍ଣ ହେବାକୁ ଯାଉଛି। ବିଜୁ ଜନତା ଦଳ ପାଇଁ ଜିତିବା ପାଇଁ କଷ୍ଟର ଥିବା କିଛି ନିର୍ଦ୍ଦିଷ୍ଟ ବିଧାନସଭା ଆସନ ମଧ୍ୟରେ…

Read More

ମାଲକାନଗିରିରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା , ଚାଲିଲା ୩୬ଟି ବସ୍, ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ

ଭୁବନେଶ୍ୱର,: ମାଲକାନଗିରି ମୋର ଅତି ପ୍ରିୟ। ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି। ଏହି ଅବସରରେ ଯୋଜନାର ପ୍ରଥମ ବସ୍‌ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣି  ମାଲକାନଗିରିରୁ ଏମ୍.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ BQSର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଉଚ୍ଛସିତ ଜନତାଙ୍କ ତାଳି, ସ୍ୱାଗତମ୍ ଧ୍ୱନି…

Read More

ଇଡି,ସିବିଆଇକୁ ସକ୍ରିୟ କରିବାକୁ ମୋଦି, ଶାହାଙ୍କୁ କହିବୁ ବୋଲି କହିଲେ ଜୟ ନାରାୟଣ

ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ରାଜ୍ୟ ସରକାରଙ୍କୁ ଧମକାଇଲେଣି।  ତାଙ୍କ  ନେତୃତ୍ୱରେ ଖୁବଶୀଘ୍ର ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଜେପି ବିଧାୟକ ଦଳ। କେଉଁ ଦିନ ସେମାନେ ଦିଲ୍ଲୀ ଯିବେ ତାହା  ସ୍ଥିର ହୋଇ ନାହିଁ। ମାତ୍ର ମାସକ ମଧ୍ୟରେ ଏହି ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବା ପାଇଁ ନିଷ୍ପତ୍ତି ହେଉଥିବା ସୂଚନା ମିଳିଛି। ଏହି ଗସ୍ତରେ ବିଜେପି ପ୍ରତିନିଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ…

Read More

ଚକମା ଦେଇପାରେ ବିଜେପି ପ୍ରଭାବିତ ନିର୍ବାଚନ କମିସନ, ଏଭଳି ପରିସ୍ଥିତିରେ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରୁଛି ବିଜେଡି

ଭୁବନେଶ୍ୱର :   ନିକଟରେ ପାଞ୍ଚଟି ରାଜ୍ୟର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ତନ୍ମଧ୍ୟରୁ ଚାରୋଟି ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଛି। ବହୁଳ ଭାବେ ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଓଡ଼ିଶାରେ ଦୀର୍ଘବର୍ଷ ଧରି ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇନାହିଁ। ଏମିତି ବି ନକ୍ସଲ ମୁକାବିଲାରେ ରାଜ୍ୟ ଆଗୁଆ ବୋଲି କେନ୍ଦ୍ର ସରକାର ଏବଂ ଖୋଦ୍ ଗୃହ ମନ୍ତ୍ରୀ ସାର୍ଟିଫିକେଟ ଦେଇ ଯାଇଛନ୍ତି। ତେଣୁ ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟରେ…

Read More

ଓଡ଼ିଶାରେ ଏନଏଚଏଆଇ ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ।ଶ୍ରୀ ପ୍ରଧାନ ଏହି ବୈଠକ ପରେ ଟ୍ୱିଟ୍ କରି କହିଛନ୍ତି ଯେ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଏନଏଚ୍ -୫୫ ଅନ୍ତର୍ଗତ ଦୁଇଟି ପ୍ୟାକେଜରେ ନିର୍ମାଣାଧୀନ କଟକ – ଅନୁଗୋଳ ରାଜପଥର ଅଗ୍ରଗତି, ଅନୁଗୋଳ-…

Read More

ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,  ୨ ଲକ୍ଷ ମିଶନ ଶକ୍ତି ମା’ ଓ ତୃଣମୂଳ ଷ୍ଟାଫ୍ ପାଇବେ ସ୍କୁଟର ଋଣ

ଭୁବନେଶ୍ୱର :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍  ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନଙ୍କୁ କହିଲେ ଯେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜି ଦିନଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇ ରହିବ। ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା…

Read More