ବିଜେଡ଼ି ଗୋଷ୍ଠୀ ବିବାଦକୁ ରୋକି ପାରିବ ନୂଆଁ ମୁହଁ : ଚର୍ଚ୍ଚାରେ ଚନ୍ଦ୍ରଲେଖା
ସମ୍ୱଲପୁର, ୨୨।୨: ସମ୍ୱଲପୁର ଜିଲ୍ଲାରେ ୪ଟି ବିଧାନସଭା ରହିଛି । ସେଥି ମଧ୍ୟରୁ ସମ୍ୱଲପୁର ବିଧାନସଭା ବେଶ ଗୁରୁତ୍ୱପୂର୍ଣ୍ଣ। ବିଶେଷ ଭାବେ ଶିକ୍ଷିତ ଭୋଟର ଏହି କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ଏଥିସହ ଏହି ଆସନରେ ଲଢେଇ ମଧ୍ୟ ଘମାଘୋଟ ହୋଇଥାଏ । ତେଣୁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ପ୍ରାର୍ଥୀ ଚୟନ ବୁଝି ବିଚାରି କରନ୍ତି । ବିଶେଷ ଭାବେ ନିର୍ବିବାଦୀୟ ବ୍ୟକ୍ତିଙ୍କୁ ସମସ୍ତେ ଗୁରୁତ୍ଵ ଦେଇ ଆସିଛନ୍ତି…
