ପରିବେଶ ଅନୁକୂଳ ଧୂପକାଠି ତିଆରି କେନ୍ଦ୍ର ଖୋଲିଲା ଟିପିଏସ୍ଓଡିଏଲ୍

ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପଦକ୍ଷେପ ବ୍ରହ୍ମପୁର, ଅଗଷ୍ଟ: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏକ ଧୂପକାଠି ତିଆରି କେନ୍ଦ୍ର ଉଦଘାଟିତ ହୋଇଛି। ଏହାର ନାମ ମଙ୍ଗଳମ୍ ଧୂପକାଠି ସେଣ୍ଟର । ଗ୍ରାମାଞ୍ଚଳ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ତଥା ସେମାନଙ୍କ ସାମାଜିକ ଓ ଆର୍ଥିକ ଜୀବନକୁ ସଶକ୍ତ କରିବା ଲକ୍ଷ୍ୟରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶା ଜୀବିକା ମିଶନ ଓ…

Read More

ଚମକିଲେ ତନୟା

ଭୁବନେଶ୍ୱର: ବିଦେଶ ମାଟିରେ କମାଲ୍ ଦେଖାଇଲେ କେନ୍ଦ୍ରିୟ ବିଦ୍ୟାଳୟ ନଂ-୧  ପ୍ରଥମ ଶ୍ରେଣୀର ଛାତ୍ରୀ ତନୟା ଦାସ ପଟ୍ଟନାୟକ     ଦୃଢ ଇଛାଶକ୍ତି ନିଷ୍ଠା ଓ ଏକାଗ୍ରତା ଦ୍ବାରା ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇ ଛନ୍ତି ଏହେସାସ୍ ତାଇକଣ୍ଡୋ ଏକାଡେମୀର  ଖେଳାଳି ସାତ ବର୍ଷର କୁନିଝିଅ ତନୟା ଦାସ ପଟ୍ଟନାୟକ। ସେ ବର୍ତ୍ତମାନ୍ କେନ୍ଦ୍ରିୟ ବିଦ୍ୟାଳୟ ନଂ- ୧ ର ପ୍ରଥମ ଶ୍ରେଣୀର ଛାତ୍ରୀ ।ସେ ଓଡ଼ିଶା ତାଇକଣ୍ଡୋ ସଂଘ ପକ୍ଷରୁ ଏବଂ ଭାରତୀୟଦଳର କୋଚ୍…

Read More

ସାରେଗାମା ଓଡ଼ିଆର ଶୁଭାରମ୍ଭ :
ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପାଇଁ ହେବ “ୱାନ୍ ଷ୍ଟପ୍ ଡେଷ୍ଟିନେସନ”

ଭୁବନେଶ୍ୱର: ୫/୮:  ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଚ୍ୟାନେଲ “ସାରେଗାମା ଓଡ଼ିଆର ଶୁଭାରମ୍ଭ ଭୁବନେଶ୍ୱର ସ୍ଥିତ ମେ ଫେୟାରରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଯୋଗ ଦେଇଥିଲେ । ସାଂସ୍କୃତିକ ଓ କଳାତ୍ମକ ଦୃଷ୍ଟିକୋଣରୁ ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଓଡ଼ିଶାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ। ଏହି ଶୁଭାରମ୍ଭ ସାରାଗାମାର ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି, ଯାହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସଙ୍ଗୀତର ଆବଶ୍ୟକତାକୁ ପୂରଣ କରିବ।ଓଡ଼ିଶାର…

Read More

ଦରବୃଦ୍ଧି ନିୟନ୍ତ୍ରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି; ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ବୁଧବାର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ  ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରଦାମ୍ ବୃଦ୍ଧିକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ଶଙ୍ଖ ଭବନରେ  ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା କହିଛନ୍ତି ପରିବର୍ତନ ଓ ସୁଶାସନର ନାର ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି ବିଜେପି ସରକାର। ଏହି ବୃଦ୍ଧି ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଦରଦାମ୍ ପାଇଁ ଲୋକେ…

Read More

ଅପ୍ରତିଦ୍ଵନ୍ଦୀ ଭାବେ ବାଚସ୍ପତି ହେଲେ ସୁରମା ପାଢ଼ୀ …

ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି  ସୁରମା ପାଢୀ। ସୁରମା ପାଢୀଙ୍କୁ ବାଚସ୍ପତି କରିବାକୁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାକୁ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସୁରମା ପାଢ଼ୀ । ଗତକାଲି ବିଜେପି ପକ୍ଷରୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ରଣପୁର ବିଧାୟିକା ସୁରମା ପାଢ଼ୀ । ତେବେ ଆଜି ସର୍ବସମ୍ମତି କ୍ରମେ…

Read More

ନବୀନ ନିବାସରେ ବିଜେପି ନେତା…

ଭୁବନେଶ୍ବର; ଆସନ୍ତାକାଲି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ (ଆଜି) ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବାକୁ ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନବୀନ ନିବାସ ଯାଇ ଶପଥ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।

Read More

ଏୟାର ଇଣ୍ଡିଆ ଓ ଭିସ୍ତାରା ମିଶ୍ରଣକୁ ମିଳିଲା ଗ୍ରୀନ୍ ସିଗନାଲ୍ …

ଏୟାର ଇଣ୍ଡିଆ ସହ ଭିସ୍ତାରା ମିଶ୍ରଣକୁ ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ (ଏନ୍‌ସିଏଲଟି) ଦେଇଛି ଗ୍ରୀନ ସିଗନାଲ୍। ଫଳରେ ଉଭୟ ଟାଟା ଗ୍ରୁପ୍‌ ବିମାନସେବା ସଂସ୍ଥାର ମିଶ୍ରଣ ଆଉ ଏକ ପାଦ ଆଗକୁ ଯାଇଛି। ଦୁଇ ବର୍ଷ ପୂର୍ବେ ତଥା ୨୦୨୨ ନଭେମ୍ବରରେ ପ୍ରଥମେ ଏହି ମିଶ୍ରଣ ନେଇ ଘୋଷଣା ହୋଇଥିଲା। ଭିସ୍ତାରାର ୪୯% ଅଂଶଧନ ସିଙ୍ଗାପୁର ଏୟାରଲାଇନ୍ସ ଅଧୀନରେ ଥିବା ବେଳେ ଏୟାର ଇଣ୍ଡିଆ ସହ ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସକୁ ୨୫.୧% ଅଂଶଧନ ମିଳିବ।…

Read More

ଦକ୍ଷିଣ ଓଡ଼ିଶାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସୁରକ୍ଷା ସଚେତନତା ବାର୍ତ୍ତା ଦେଉଛି ଟିପିଏସଓଡିଏଲ୍

ଏହି ପଦକ୍ଷେପ ମାଧ୍ୟମରେ ୨୫ ହଜାରରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି କମ୍ପାନୀ ବ୍ରହ୍ମପୁର, ମଇ ୨୦୨୪: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼( ଟିପିଏସଓଡିଏଲ୍ ) ଚଳିତ ଆର୍ଥିକ ବର୍ଷରେ ଏହାର ଅପରେସନାଲ କ୍ଷେତ୍ରରେ ୧୪୦ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକ ଆୟୋଜନ କରିବା ପାଇଁ ଯୋଜନା କରିଛି। ଚଳିତ ବର୍ଷ ଜାନୁଆରୀରୁ ମଇ ମାସ ଭିତରେ କମ୍ପାନୀ ପକ୍ଷରୁ ପ୍ରାୟ ୬୧ଟି ପଥପ୍ରାନ୍ତ…

Read More

ଆଇଆଇଏମ୍ ସମ୍ବଲପୁରରେ ବୃତ୍ତିଗତଙ୍କ ପାଇଁ “ଫିନଟେକ୍ ମ୍ୟାନେଜମେଣ୍ଟରେ ଏମବିଏ” ଡିଗ୍ରୀ ଆବେଦନ ଆରମ୍ଭ …

ସମ୍ବଲପୁର, ଏପ୍ରିଲ ୨୫, ୨୦୨୪: ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଏମ ସମ୍ବଲପୁର ଓ ଏନଏସଇ ଏକାଡେମୀ ସହିତ ମିଳିତ ଭାବରେ ଫିନଟେକ୍-ମ୍ୟାନେଜମେଣ୍ଟରେ ଏମବିଏ ପାଇଁ ଆବେଦନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି  । ଏହା ହେଉଛି ପ୍ରଥମ ଫିନଟେକ୍-ଫୋକସ୍ ଥିବା ଏମବିଏ ଡିଗ୍ରୀ ଯାହାକି ଆଇଆଇଏମ୍ ଦ୍ୱାରା ଆରମ୍ଭ କରାଯାଉଛି । ଅନୁଷ୍ଠାନ ଡୁଆଲ୍ ଡିଗ୍ରୀ ପ୍ରୋଗ୍ରାମର ଏକ ବିକଳ୍ପ ମଧ୍ୟ ପ୍ରଦାନ କରୁଛି, ଯେଉଁଥିରେ ଆବେଦନକାରୀମାନେ ପ୍ୟାରିସର ସୋରବୋନ୍ ବିଜନେସ୍ ସ୍କୁଲରୁ ‘ଆନ୍ତର୍ଜାତୀୟ ଫାଇନାନ୍ସରେ ଏମବିଏ’ ଡିଗ୍ରୀ ହାସଲ…

Read More

ଟିପିଏସ୍ଓଡିଏଲର ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ଏନ୍ଏବିଏଲ୍ ମାନ୍ୟତା

–ମହିଳାଙ୍କୁ କରୁଛି ସଶକ୍ତ –ମହିଳାଙ୍କୁ ଯୋଗାଇଛି ନିଯୁକ୍ତି ସୁଯୋଗ ବ୍ରହ୍ମପୁର, ଏପ୍ରିଲ,୨୦୨୪: ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ର ଆମ୍ବଗଡ଼ ସ୍ଥିତ ମହିଳା ମିଟର ଟେଷ୍ଟିଂ ଲ୍ୟାବକୁ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରି (ଏନ୍ଏ ବିଏଲ୍) ପକ୍ଷରୁ ମାନ୍ୟତା ମିଳିଛି। ଗତ ବର୍ଷ ଉଦଘାଟନ ହୋଇଥିବା ଏହି ଅତ୍ୟାଧୁନିକ ଲ୍ୟାବର ସମସ୍ତ କର୍ମଚାରୀ ମହିଳା ଅଟନ୍ତି। ସ୍ଥାନୀୟ ମହିଳାମାନଙ୍କୁ ବୈଷୟିକ କ୍ଷେତ୍ରରେ ସୁଯୋଗ ଦେବା ସହ ସେମାନଙ୍କୁ ସଶକ୍ତ କରିବା ଏହାର…

Read More