କେଉଁ ପଦରେ ରହିବେ ପାଣ୍ଡିଆନ୍ !

ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ବିଜେଡିରେ ବିଧିବଦ୍ଧ ସାମିଲ ହୋଇଛନ୍ତି। ଦଳର ସମସ୍ତ ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ ତାଙ୍କ ଶଙ୍ଖ ଭବନରେ ପ୍ରବେଶ ସୁନିଶ୍ଚିତ ହୋଇଛି। ବରିଷ୍ଠ ନେତା ପିନାକୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ଏବଂ ମାନସ ମଙ୍ଗରାଜ ସର୍ବପ୍ରଥମେ ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଥିଲେ। ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ତାଙ୍କ ଦାୟିତ୍ୱ  ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।  ସେ ବିଜେଡିର…

Read More

ଏପର୍ଯ୍ୟନ୍ତ ବି ଟନେଲରେ ଫସିରହିଛନ୍ତି ଶ୍ରମିକ , କ’ଣ କହିଲେ ଟନେଲ ବିଶେଷଜ୍ଞ ଜାଣନ୍ତୁ …

ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଅଗର ମେସିନ୍ ଖରାପ ହୋଇଯିବା ଫଳରେ ଏହି ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ଶନିବାର କହିଛନ୍ତି ଯେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସିଲ୍କିୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହୃତ ଅଗର ମେସିନ୍ ବିଫଳ ହୋଇଛି।  ଡିକ୍ସ କହିଛନ୍ତି, “ଅଗର ଭାଙ୍ଗିଯାଇ ଖରାପ ହୋଇଯାଇଛି…

Read More

ଓକିଲଙ୍କ ବଦଳରେ ଓକିଲ: ପୁରୀ ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ଏଜି ଅଶୋକ ପରିଜା !

ଭୁବନେଶ୍ୱର : ପୁରୀ ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇ ପାରନ୍ତି ବର୍ତ୍ତମାନର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା। ପିନାକୀ ମିଶ୍ରଙ୍କ ପରିବର୍ତ୍ତେ ଅଶୋକ ପରିଜାଙ୍କ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ପାଓ୍ୱାର କରିଡ଼ରରେ ଜୋର ଧରିଛି।  ଶାସକ ଦଳରେ ପରିଚିତ ସହ ଓକିଲମାନଙ୍କ ମଧ୍ୟରେ ଶ୍ରୀ ପରିଜାଙ୍କ ଲୋକପ୍ରିୟତା ରହିଛି। ସାଧାରଣ ଲୋକଙ୍କ ସହ ଏତେଟା ସମ୍ପର୍କ ନ ଥିଲେ ବି ଆର୍ଥିକ ଭାବେ ସ୍ୱଚ୍ଛଳ ଥିବାରୁ ତାଙ୍କୁ ପ୍ରାର୍ଥୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପୁରୀ ଲୋକସଭା…

Read More

ଦକ୍ଷିଣ ଆଫ୍ରିକା ଗସ୍ତରେ ଦଳକୁ ଫେରିବେକି ଏହି ଦୁଇ ବରିଷ୍ଠ ଖେଳାଳି…

ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଶେଷ ହେବା ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବ। ଏଠାରେ ସେମାନଙ୍କୁ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିମାନଙ୍କୁ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପରିସ୍ଥିତି ସହ ସମ୍ପୂର୍ଣ୍ଣ ରୂପେ ଖାପ ଖୁଆଇବା ପାଇଁ ୩ଟି, ୪ ଦିନିଆ ଅଭ୍ୟାସ…

Read More

ରାୟଗଡ଼ାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ । ଜିଲ୍ଲାର ସମସ୍ତ ୧୮୨ଟି ପଞ୍ଚାୟତକୁ ବସ୍‌ ଚଳାଚଳ ହେବ। ଏଥିପାଇଁ ୩୦୦ଟି ବସ୍‌ ଷ୍ଟପେଜ ମଧ୍ୟ କରାଯାଇଛି । ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ…

Read More

ବିଶ୍ବକପରେ ଭାରତର ଲାଭ ଜାଣିଲେ ଆପଣ ହୋଇଯିବେ ଚକିତ…

 ଦିନିକିଆ ବିଶ୍ବକପରେ ଭାରତ ଫାଇନାଲରେ ହାରିଛି ସତ  , କିନ୍ତୁ ଅର୍ଥନୀତି ପାଇଁ ଏହି ବିଶ୍ବକପ୍ ବେଶ ମଙ୍ଗଳ କାରି ସାବସ୍ତ୍ୟ ହୋଇଛି  | ବିଶ୍ବକପ କାରଣରୁ ଭାରତର ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କା ଲାଭ ମିଳିଥିବା ଆକଳନ କରାଯାଇଛି । ବ୍ୟାଙ୍କ ଅଫ୍ ବରୋଦାର ଏକ ଆକଳନ ଅନୁଯାୟୀ କ୍ରିକେଟ୍ ବିଶ୍ଵକପ୍ ଲାଗି ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କାର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଭାବ ହୋଟେଲଠାରୁ ଆରମ୍ଭ କରି ଟ୍ରାଭେଲ, ରିଟେଲ ଓ…

Read More

ଆଖିରେ ଆଙ୍ଗୁଠି ଗେଞ୍ଜି ଓଡ଼ିଶାର ରତ୍ନଭଣ୍ଡାର ଲୁଟିବ JSW

ଭୁବନେଶ୍ୱର : ଜେଏସଡବ୍ଲୁ ଷ୍ଟିଲ ଓଡ଼ିଶାର ଜାଜାଙ୍ଗ ଲୁହାପଥର ଖଣି ହସ୍ତାନ୍ତର ପାଇଁ ଆବେଦନ ପ୍ରତ୍ୟାହାର କରିନେବାକୁ କିଛିଦିନ ବିତିଗଲାଣି। ମାତ୍ର ଏହି ସାମଗ୍ରିକ ପ୍ରକ୍ରିୟାରେ କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ଜେଏସଡବବ୍ଲ୍ୟୁକୁ ଫାଇଦା ଦେବାକୁ ଗଳାବାଟ ଖୋଲିଛନ୍ତି। ତାହା ପଦାରେ ପଡିଛି।ନିକଟରେ ଜଙ୍ଗଲ ସଂରକ୍ଷଣ ଆଇନରେ ସଂଶୋଧନ ପରେ ‘ସାବିକ୍’ ଜଙ୍ଗଲ ଭାବରେ ଚିହ୍ନିତ ଅଞ୍ଚଳରେ ଉପସ୍ଥିତ ଥିବା ଅଧା ସାମଗ୍ରୀକୁ JSW ପାଇବାକୁ ଯାଉଛି। ନିକଟରେ ନିଆଯାଇଥିବା ପ୍ରଶାସନିକ ନିଷ୍ପତ୍ତି ବିଭିନ୍ନ ଅନାଲୋଚିତ…

Read More

କାହାକୁ ଜମି ଦେବାକୁ କଥା ଦେଇଛନ୍ତି  କି ସରକାର ! ନିଷ୍ପତ୍ତି ପରେ ପ୍ରତ୍ୟାହାର ପଛର ଉଦ୍ଦେଶ୍ୟ କ’ଣ ?

ଭୁବନେଶ୍ୱର : ଗତ ୧୪ ତାରିଖ ଦିନ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ Odisha Schedule Area Transfer of Immovable Property (by Schedule Tribes) ୧୯୫୬ ରେଗୁଲେସନରେ ଓଡ଼ିଶା କ୍ୟାବିନେଟ ଦ୍ୱାରା ସଂଶୋଧନ କରାଯାଇଛି ବୋଲି ଏକ ବିଜ୍ଞାପନ ପ୍ରକାଶ ପାଇଥିଲା।  ଏଥିରେ ଉଲ୍ଲେଖ କରାଯାଇଛି ଯେ, ଅନୁସୂଚିତ ଜନଜାତିଙ୍କ ବୃହତ୍ତର ସ୍ୱାର୍ଥକୁ ସାମ୍ନାରେ ରଖି ଉପଜିଲ୍ଲାପାଳଙ୍କ ଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉପହାର କରି…

Read More

ଅଶ୍ୱିନଙ୍କ ଆଗରେ ବିଶ୍ବକପ ବିଜୟର ମନ୍ତ୍ର କହିଲେ ଅଷ୍ଟ୍ରେଲିଆର ଜର୍ଜ ବେଲି , ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ବକପ୨୦୨୩ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ବିଶ୍ବକପ୍ ଜିତିଥିଲା। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଥିଲେ ଯେ ଯଦି ସେ ଟସ୍ ଜିତିଥାନ୍ତେ, ତେବେ ସେ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥାନ୍ତେ। ତେବେ ମ୍ୟାଚ୍ ଶେଷ ହେବା ପରେ ଭାରତୀୟ ଦଳର ଅଧିନାୟକ ପିଚ୍ ପଢ଼ିବାରେ ଭୁଲ୍ କରିଥିବା…

Read More

Free Aadhar Update ; ଏହି ତାରିଖରେ ମାଗଣାରେ କରନ୍ତୁ ଆଧାର ଅପଡେଟ୍ ଜାଣନ୍ତୁ କେମିତି କରିବେ …

ପ୍ରତି ୧୦ ବର୍ଷରେ ଆଧାର କାର୍ଡ ଅପଡେଟ୍ କରିବା ବାଧ୍ୟତାମୂଳକ। ଏଥିପାଇଁ ସରକାରୀ ସଂସ୍ଥା ୟୁଆଇଡିଏଆଇ ଦ୍ୱାରା ଏକ ଅଭିଯାନ ମଧ୍ୟ ଚାଲିଛି, ଯାହା ଆଧାର ଜାରି କରିଛି, ଯାହା ଅଧୀନରେ ଆପଣ ଡିସେମ୍ବର ୧୪ ସୁଦ୍ଧା ଅନଲାଇନରେ ମାଗଣାରେ ଆପଣଙ୍କ ଆଧାର କାର୍ଡ ଅପଡେଟ୍ କରିପାରିବେ । ଏହି ତାରିଖ ପରେ ଯଦି ଆପଣ ଅନଲାଇନରେ ଆଧାର ଅପଡେଟ୍ କରନ୍ତି ତେବେ ଆପଣଙ୍କୁ ପୂର୍ବ ନିର୍ଦ୍ଧାରିତ ଚାର୍ଜ ଦେବାକୁ ପଡିବ । ସେହିପରି ଏବେ ମଧ୍ୟ ଅଫଲାଇନ ଆଧାର…

Read More