Post Office ର ଏହି ଯୋଜନା ଆପଣଙ୍କ ପଇସାକୁ କରିଦେବ ଡବଲ …

ପୋଷ୍ଚଅଫିସ ବା ଡାକଘର , ଡାକଘର ତାର ଛୋଟ ସଂଚୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ତେବେ ସେହିପରି ପୁଣି ଆଉ ଏକ ଯୋଜନା ଡାକଘର ନେଇଆସିଛି ଯାହାର ନାମ ହେଉଛି କିଷାନ ବିକାଶ ପତ୍ର । ଏହି ଯୋଜନାର ସ୍ବତନ୍ତ୍ରତା ହେଉଛି କି ଏହା ଆପଣଙ୍କ ପଇସାକୁ ଦୁଇଗୁଣ ବା ଡବଲ କରିବାର ବିକଳ୍ପ ରହିଛି । ତେବେ ଆସନ୍ତୁ ଜାଣିବା ଏହି ବିକଳ୍ପ ବିଷୟରେ । ୨୦୨୩-୨୪ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ଅବଧି…

Read More

ନିର୍ବାଚନ ପୂର୍ବରୁ କାର୍ଯ୍ୟକାରିଣୀରେ କ’ଣ ସବୁ କହିଲେ ନବୀନ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିଜର କାର୍ଯ୍ୟକାରିଣୀ ବୈଠକ ଶେଷ କରିଛି। ବିରୋଧିଙ୍କୁ ଆକ୍ରମଣାତ୍ମକ ରାଜନୈତିକ ଆକ୍ରମଣ ଅପେକ୍ଷା ନିଜ ଉପଲବ୍ଧିକୁ ଅଧିକ ଗୁରୁତ୍ୱ ଦେଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଯେ, ଆଜି ବିଜୁ ଜନତା ଦଳର Extended State Executive Committee Meetingକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ…

Read More

ନିର୍ବାଚନ ଲଢିବେନି ପାଣ୍ଡିଆନ୍

ଭୁବନେଶ୍ୱର : ଭି.କେ ପାଣ୍ଡିଆନ୍ ବୋଧେ କାର୍ଯ୍ୟକାରୀ ସଭାପତି ହେବେ। ନାଁ ସେ ବୋଧେ ବରିଷ୍ଠ ଉପସଭାପତି ହେବେ। ନଚେତ୍ ଦଳର ସାଧାରଣ ସମ୍ପାଦକ ପଦରେ ରହି ସରକାରରେ ଉପ ମୁଖ୍ୟମନ୍ତ୍ରୀ ହେବେ। ମାତ୍ର ଏପରି ସମସ୍ତ କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିଛି। ଭି.କେ ପାଣ୍ଡିଆନଙ୍କୁ  କୌଣସି ପଦ ମିଳିବା ନେଇ ଦଳୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇନାହିଁ। ବରଂ ଶ୍ରୀ ପାଣ୍ଡିଆନ୍ ଆସନ୍ତା ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର…

Read More

ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି।  ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି। ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ।…

Read More

ବିସ୍ଥାପିତଙ୍କୁ ଜମି ପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିସ୍ଥାପିତ ଲୋକମାନଙ୍କର ଦୀର୍ଘଦିନର ସମସ୍ୟା ଦୂର ହୋଇଛି। ୫-ଟି  ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ…

Read More

ମହୁଆଙ୍କ ଆବେଦନର ଶୁଣାଣି ଜାନୁଆରି ୩ କୁ ଘୁଞ୍ଚିଲା …

ସୁପ୍ରିମକୋର୍ଟରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ଆବେଦନର ଶୁଣାଣି ଜାନୁଆରି ୩ କୁ ଘୁଞ୍ଚାଇ ଦିଆଯାଇଛି। ମହୁଆ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁଣାଣି ଆରମ୍ଭରେ ଖଣ୍ଡପୀଠର ଅଧ୍ୟକ୍ଷ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଥିଲେ ଯେ ସେ ତାଙ୍କ ପିଟିସନ ପଢ଼ି ନାହାନ୍ତି। ଏହାକୁ ପଢ଼ିବା ପରେ ହିଁ ସେ ଏହି ବିଷୟର ଶୁଣାଣି କରିବେ। ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ତାଙ୍କ ସଦସ୍ୟତା ରଦ୍ଦ…

Read More

ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଶେଷ ମ୍ୟାଚରେ ବି ବର୍ଷା ସାଜିପାରେ ଦାଉ …

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଆଜି  ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ। ସିରିଜ୍ ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବିନା ଟସ୍ ରେ ବାତିଲ ହୋଇଥିଲା। ଏହାପରେ ଦ୍ବିତୀୟ ମ୍ୟାଚ୍ ରେ ବର୍ଷା ହୋଇଥିଲା, ଯାହା ପରେ ଡକ୍ ଓ୍ଵାର୍ଥ ଲୁଇସ୍ ନିୟମ ଅନୁଯାୟୀ ମ୍ୟାଚ୍ ଖେଳାଯାଇଥିଲା । ଏଭଳି ସ୍ଥିତିରେ ଆଜି ହେବାକୁ ଥିବା ତୃତୀୟ ଟି-୨୦ରେ ବର୍ଷା ସମସ୍ୟା ସୃଷ୍ଟି କରିବ କି? ତେବେ…

Read More

ବର୍ତ୍ତମାନ ପିସିସି ସଭାପତିଙ୍କୁ ବଦଳାଇ ବହୁଜନ ବର୍ଗରୁ ପ୍ରତିନିଧିତ୍ୱ ଦେବା ପାଇଁ ଉଠିଲା ସ୍ୱର, ଏଆଇସିସି ନେତାଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି

ଭୁବନେଶ୍ୱର :  ରାଜନୀତି ବହୁତ ବଦଳି ଗଲାଣି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଫଳାଫଳ ଆମ ସପକ୍ଷରେ ଗଲାନାହିଁ। କୌଣସି ବର୍ଗର ଭୋଟ କଂଗ୍ରେସ ରଖିପାରିଲା ନାହିଁ। ବିଶେଷ କରି ଆଦିବାସୀ ଭୋଟ୍ ମଧ୍ୟ ଦଳ ବିରୋଧରେ ଗଲା। ଆଗାମୀ ଦିନରେ ଅନୁସୂଚିତ ଜାତି ଭୋଟ ରଖିବା ଦଳ ପାଇଁ କଷ୍ଟକର ହୋଇ ପଡିବ। ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ୪୦ % ଆଦିବାସୀ ଏବଂ ଅନୁସୂଚିତ ଜାତି। ଏହି ବର୍ଗ ହିଁ କଂଗ୍ରେସର ମୁଖ୍ୟ ଭୋଟର।…

Read More

କୋରାପୁଟରେ ଗଡିଲା ‘ଲକ୍ଷ୍ମୀ’ ବସ୍ , ଜାଣନ୍ତୁ କ’ଣ କହିଲେ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି,କେ ପାଣ୍ଡିଆନ …

କୋରାପୁଟ ;କୋରାପୁଟ ଜିଲ୍ଲାରେ ଯୋଡ଼ି ହେଲା ଆଉ ଏକ ବିକାଶର ଫର୍ଦ । ଏବେ ବ୍ଲକ୍ ରୁ ପଞ୍ଚାୟତ , ପଞ୍ଚାୟତରୁ ଗାଁ ସବୁଠି ଗଡିବ ‘ଲକ୍ଷ୍ମୀ’ ବସ୍ । ଆଜି ଏହାର ଉଦଘାଟନ କରି ରାଜ୍ୟର ମୁଖିଆ ନବୀନ ପଟ୍ଟନାୟକ କହିଛନ୍ତି ”ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। କୋରାପୁଟର ଏହି ୬ଟି ଜିଲ୍ଲାର ୧୧୩୧ଟି…

Read More

କାହିଁକି ଏମିତି କହିଲେ ଧର୍ମେନ୍ଦ୍ର, ବିଜେଡ଼ି କ’ଣ ଏତେ ସଂଖ୍ୟକ ଲୋକସଭା ଆସନ ହରାଇବ !

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନରେ ଲୋକସଭା ଲଢିବାକୁ ଯାଉଛନ୍ତି।  ସେ ଢେଙ୍କାନାଳ ଲୋକସଭା କିମ୍ବା ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏହି ଦୁଇ ଆସନ ମଧ୍ୟରୁ କୌଣସି ଗୋଟିଏରେ ଲଢିବା ପାଇଁ ତାଙ୍କୁ ନିକଟରେ ସବୁଜ ସଙ୍କେତ ମିଳିସାରିଛି। ମାତ୍ର ରାଜନୈତିକ ବାତାବରଣକୁ ଉଷ୍ମ ରଖିବାକୁ ସେ ଉଭୟ ସମ୍ବଲପୁର ଏବଂ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ଲୋକସଭା ଫଳାଫଳକୁ…

Read More