
କମିପାରେ ଡୋମେଷ୍ଟିକ ଷ୍ଟିଲ ପ୍ରାଇସ
ନୂଆଦିଲ୍ଲୀ : ଆଗକୁ ଡୋମେଷ୍ଟିକ ମାର୍କେଟରେ ଷ୍ଟିଲ ପ୍ରାଇସ ଆହୁରି କମିବ ବୋଲି ଏହି ସେକ୍ଟେରରେ କର୍ଯ୍ୟରତ ଏସ୍କପର୍ଟମାନେ ମତ ପ୍ରକାଶ କରିଛନ୍ତି । ଚୀନରୁ ଷ୍ଟିଲ ଏସ୍କପୋର୍ଟ ବୃଦ୍ଧି ଯୋଗୁ ଭାରତରେ ଏହାର ଡିମାଣ୍ଡ ଏବଂ ଦର ହ୍ରାସ ପାଇଛି । ମାର୍ଚ୍ଚ ଶେଷ ଭାଗରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ମେ” ମାସରେ ହଟ ରୋଲଡ କଏଲ ମୂଲ୍ୟ ଟନ ପିଛା 57 ହଜାର ଟଙ୍କା ହ୍ରାସ ପାଇଛି । ଏପ୍ରିଲ ତୁଳନାରେ…