ହନିଙ୍କୁ ମିଳିଲା ହତ୍ୟା ଧମକ
ବଲିଉଡ୍ର ରାପର୍ ହନି ସିଂଙ୍କୁ ମିଳିଛି ହତ୍ୟା ଧମକ । ଏନେଇ ହନି ସିଂ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାୟୀ ୧୯ ଜୁନ୍ରେ ତାଙ୍କ ମ୍ୟାନେଜର୍ ଛାବ୍ରାଙ୍କୁ କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟାର୍ ଗୋଲ୍ଡି ବ୍ରାର୍ଙ୍କ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଗୋଲ୍ଡି ବ୍ରାର୍ ବୋଲି କହିବା ସହ ହନି ସିଂଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏହାସହ ୫୦ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ ।ଗାୟକ…
