
ନୂଆ ସଂସଦ ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା ହେଉ ନ ଥିବାରୁ ଉତ୍ସବରେ ଯୋଗ ଦେବେନି ୧୯ ରାଜନୈତିକ ଦଳ
ନୂଆଦିଲ୍ଲୀ : ଦେଶର ସଂସଦ ରାଷ୍ଟ୍ରପତି, ଲୋକସଭା ଏବଂ ରାଜ୍ୟସଭାକୁ ନେଇ ଗଠିତ ହୋଇଛି। ଆସନ୍ତା ମେ’ ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍ଘାଟନ ହେବାକୁ ଯାଉଛି। ତେଣୁ ଏହାକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ଦେଶର 19 ବିରୋଧି ଦଳ ଦାବି କରିଛନ୍ତି। ହେଲେ କେନ୍ଦ୍ର ସରକାର ଏହି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ ବୋଲି ସ୍ଥିର ହୋଇଛି । ଦେଶର ପ୍ରଥମ ନାଗରିକ ତଥା ମହିଳା ରାଷ୍ଟ୍ରପତି…