ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ‘ବିସିସିଆଇ’
ନୂଆଦିଲ୍ଲୀ : ବିଶ୍ବ ଟେଷ୍ଚ ଚାମ୍ପିୟାନସିପ ଫାଇନାଲରେ ହାରିବା ପରେ ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ବୋଲି ଗତକାଲି ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଯେଉଁଥିରେ ଟୋଟାଲ 10ଟି ମ୍ୟାଚ୍ ରହିଛି । ସେଥିମଧ୍ୟରୁ 2ଟି ଟେଷ୍ଟ ଥିବାବେଳେ 3ଟି ଦିନିକିଆ ଓ 5ଟି ଟି-20 ରହିଛି । ପ୍ରଥମ ଟେଷ୍ଟ ମ୍ୟାଚ୍ ଡୋମିନିକାର ୱିଣ୍ଡସୋର ଷ୍ଟାଡିୟମରେ 12 ଜୁଲାଇରେ ଆରମ୍ଭ ହେବାକୁ ଥିବାବେଳେ । 20 ଜୁଲାଇରେ ଦ୍ବିତୀୟଟି ମ୍ୟାଚ୍…
