ଭଲ ହେଲେଣି ରିଷଭ ପନ୍ତ
ଭୁବନେଶ୍ୱର : ୨୦୨୨ ମସିହା ଡିସେମ୍ବର ମାସରେ କାର୍ ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତ୍ ଆହତ ହେଇଥିଲେ। ଏହି କାରଣରୁ ସେ ଆଇପିଏଲ ଏବଂ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ୍ ରେ ଖେଳି ପାରିନାହାନ୍ତି। ମାତ୍ର ପନ୍ତ ଏବେ ସୁସ୍ଛ ହେବାରେ ଲାଗିଛନ୍ତି। ତେଣୁ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି। ନିକଟରେ ଭିଡିଓ ସୋସିଆଲ୍ ମିଡିଆରେ ପନ୍ତ୍ ପୋଷ୍ଟ କରି ପ୍ରଶଂସକଙ୍କୁ ତାଙ୍କ ସୁସ୍ଥତାର ଅଗ୍ରଗତି ନେଇ ସୂଚନା…
