
ଆରସିବିକୁ କାଳ ହାଇଦ୍ରାବାଦ୍ ଦଳ
ନୂଆଦିଲ୍ଲୀ,୨୨/୦୫ : ଆଇପିଏଲ୍ 16ଟି ସଂସ୍କରଣ ହେଲା ଜାରି ରହିଛି। ମାତ୍ର ବହୁତ ନାମୀଦାମୀ ଖେଳାଳି ଥିବା ଆରସିବି ଏ ଯାଏଁ ଥରେ ହେଲେ ଚମ୍ପିୟାନ ହୋଇପାରି ନାହିଁ। ଏକାଧିକ ଥର ଫାଇନାଲକୁ ଯାଇ ଦଳକୁ ରନର୍ସଅପରେ ସନ୍ତୁଷ୍ଟି ହେବାକୁ ପଡିଛି। ଏହି କ୍ରମରେ ହାଇଦ୍ରାବାଦର 2 ଦଳ ଡେକାନ ଚାର୍ଜସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ଆରସିବି ପାଇଁ କାଳ ଭାବେ ଉଭା ହୋଇଛି। ଏକଥା ଏକ ଛୋଟ ପରିସଂଖ୍ୟନ ସମୀକ୍ଷାରୁ ଜଣାପଡିଛି। ପ୍ରଥମ ସିଜନ୍ ବିପର୍ଯ୍ୟୟ…