ଏଲନ୍ ମସ୍କଙ୍କ ମନ ଜିଣିଲେ ଓଡ଼ିଆ ଯୁବକ ପ୍ରଭୁ ବିଶ୍ୱାଳ

ଭୁବନେଶ୍ୱର : ୨୪ ବର୍ଷୀୟ ଓଡ଼ିଆ ଯୁବ ପ୍ରତିଭା ପ୍ରଭୁ ବିଶ୍ୱାଳ କରିଥିବା କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବଟ୍‌ ‘ଏକ୍ସପ୍ଲେନ୍ ଦିସ୍ ବବ୍’ ଟୁଇଟର ମାଲିକ ଏଲନ୍ ଭୂୟସୀ ପ୍ରଶଂସା କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଜନ୍ମିତ ପ୍ରଭୁଙ୍କ ଏହି ବଟ୍‌ ଟୁଇଟରରେ ବେଶ ଲୋକପ୍ରିୟ ହୋଇସାରିଲାଣି। ଜଟିଳ ଟୁଇଟ୍‌କୁ ଏହା ଅତି ସରଳ ଭାଷାରେ ତାହା ବୁଝାଇ ପାରୁଛି।  ଓପନ୍‌ଏଆଇର ଚାଟ୍‌ଜିପିଟି-୪ ମଡେଲ୍‌କୁ ବ୍ୟବହାର କରି ପ୍ରଭୁ ‘ଏକ୍ସପ୍ଲେନ୍ ଦିସ୍ ବବ୍‌’କୁ ବିକଶିତ କରିଛନ୍ତି। ଗତ ଏପ୍ରିଲ୍…

Read More

ମୁର୍ଖାଜୀ ନଗର କୋଚିଂ ସେଣ୍ଟରରେ ଲାଗିଲା ନିଆଁ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଉତ୍ତର-ପଶ୍ଚିମ ଅଞ୍ଚଳ ସ୍ଥିତ ମୁଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଗୁରୁବାର ଖରାବେଳେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ ସେମାନେ ଆହତ ହୋଇଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ସୂଚନା ପାଇ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି…

Read More

ଗତବର୍ଷ ଯାଇଥିଲେ ୭,୫୦୦ ଏ ବର୍ଷ ଛାଡ଼ିବେ ୬,୫୦୦ ଧନୀ

ଗତବର୍ଷ ୭,୫୦୦ ଧନୀ ବ୍ୟକ୍ତି ଭାରତ ଛାଡ଼ିଥିଲେ। ଚଳିତ ବର୍ଷ ଆଉ ୬,୫୦୦ ଧନୀ ଭାରତ ଛାଡ଼ିବେ ବୋଲି ହେନ୍‌ଲି ‌ପ୍ରାଇଭେଟ୍ ୱେଲ୍‌ଥ ମାଇଗ୍ରେସନ ରିପୋର୍ଟରେ ଆକଳନ କରାଯାଇଛି। ଚୀନ୍‌ ପରେ ଭାରତ ହେଉଛି ଦ୍ବିତୀୟ ଦେଶ ଯେଉଁଠାରୁ ବହୁ ସଂଖ୍ୟକ ଧନୀ ବସବାସ ଲାଗି ଅନ୍ୟ ଦେଶକୁ ପଳାୟନ କରିବେ। ଚୀନ୍‌ରୁ ୧୩,୫୦୦ ଧନୀ ଅନତ୍ୟ ଚାଲିଯିବେ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଯେଉଁମାନଙ୍କ ପାଖରେ ୧ ନିୟୁତ ଡଲାର ବା ତା’ଠାରୁ ଅଧିକ ସମ୍ପତ୍ତି…

Read More

ସ୍କ୍ବାସ୍‌ ବିଶ୍ବକପ୍‌ରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କଲା

ଚେନ୍ନାଇ: ଭାରତର ଚେନ୍ନାଇରେ ଆରମ୍ଭ ହୋଇଥିବା ସ୍କ୍ବାସ୍‌ ବିଶ୍ବକପ୍‌ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏକ୍ସପ୍ରେସ୍‌ ଆଭିନ୍ୟୁ ମଲ୍‌ରେ ଖେଳାଯାଉଥିବା ବିଶ୍ବକପ୍‌ର ଗ୍ରୁପ୍‌ ବି’ରେ ଦ୍ବିତୀୟ ସିଡ୍‌ ଭାରତ ୪-୦ରେ ହଂକଂକୁ ପରାସ୍ତ କରିଛି। ଘରୋଇ ଦଳ ପାଇଁ ୭୨ ମାନ୍ୟତାପ୍ରାପ୍ତ ଅଭୟ ସିଂହ ୭-୨, ୭-୩, ୭-୬ରେ ଛୁଙ୍ଗ୍‌ ୟତ୍‌ ଲଙ୍ଗ୍‌କୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଛନ୍ତି।ସେହିପରି ଜ୍ୟୋତ୍ସ୍ନା ଚିନାପ୍ପା ୭-୧, ୭-୫, ୭-୨ରେ ଫୁଙ୍ଗ୍‌ ହେଲିଙ୍କୁ, ତୃତୀୟ ମ୍ୟାଚ୍‌ରେ ସୌରଭ ଘୋଷାଲ ୫-୭,…

Read More

ବିଏମସିର ପ୍ରଥମ ମେୟର ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ୮୪ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର : ଭୁନେଶ୍ବରର ପୂର୍ବତନ ପୌରାଧ୍ୟକ୍ଷ ତଥା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ୧୯୯୭ ମସିହାରେ ଭୁବନେଶ୍ବର ଚେୟାରମ୍ୟାନ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ତାଙ୍କ ସମୟରେ ବିଏମସି ଗଠନ ହୋଇଥିଲା । ଅଲ ଇଣ୍ଡିଆ ମେୟର ଆସୋସିଏସନର ଉପସଭାପତି ଥିଲେ ଜଗନ୍ନାଥ ମହାପାତ୍ର…

Read More

ବାତ୍ୟା ବିପର୍ଯ୍ୟୟ ପାଇଁ ୮ ରାଜ୍ୟକୁ ସତର୍କତା ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ମାଡ଼ିଆସୁଛି ବାତ୍ୟା ‘ବିପର୍ଯ୍ୟୟ। ଏହାର ମୁକାବିଲା ପାଇଁ ଘନ ଘନ ବୈଠକ କରାଯାଉଛି । ୮ ରାଜ୍ୟକୁ ସତର୍କତା ଜାରି କରାଯାଇଛି । ଗୁଜୁରାଟରେ ୧୭ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଥିବାବେଳେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆସନ୍ତାକାଲି ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଉପକୂଳରେ ମାଡ ହେବ ବାତ୍ୟା ବିପର୍ଯ୍ୟୟ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ସହ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ…

Read More

ମୋଦି ବିରୋଧିଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ପଡ଼ିଥିଲା ଚାପ, ଖଣ୍ଡନ କଲେ ମନ୍ତ୍ରୀ

ନୂଆଦିଲ୍ଲୀ :  ଦିନକ ପୂର୍ବରୁ ଟ୍ୱିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ନରେନ୍ଦ୍ର ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କୁ ନେଇ ଏକ ଭୟଙ୍କର ବୟାନ ଦେବା ସହ  ଅଭିଯୋଗ ଆଣିଛନ୍ତି | ଅର୍ନ୍ତଜାତୀୟ ଗଣମାଧ୍ୟମକୁ ମତାମତ ଦେଇ ଜ୍ୟାକ୍  ଡୋର୍ସି କହିଛନ୍ତି ଯେ, ଗତବର୍ଷ କୃଷକଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ର ସରକାର ଏହାକୁ ସମାଲୋଚନା କରୁଥିବା ଲୋକଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ନିଲମ୍ବନ କରିବାକୁ ଟ୍ୱିଟର କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଥିଲେ। ମାତ୍ର ଏହି ଅଭିଯୋଗକୁ କେନ୍ଦ୍ର ମନ୍ତ୍ରୀ…

Read More

ନିଜର ଭବିଷ୍ୟତକୁ ନେଇ କାହିଁକି ଏମିତି ଭାବୁଛନ୍ତି ଜୁଏଲ୍ ….ଜାଣନ୍ତୁ

ଭୁବନେଶ୍ୱର :  କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ଆସିଲେ, ମନ୍ତ୍ରୀ ହେବା ପାଇଁ ଜୁଏଲ ଓରାମଙ୍କ ନାଁ ସବୁଠୁ ଆଗରେ ରହୁଥିଲା। ଦେବେନ୍ଦ୍ର ପ୍ରଧାନଙ୍କ ପରେ ଶ୍ରୀ ଓରାମ ବିଜେପିର ଜାତୀୟ ଚେହେରା ଭାବେ ପରିଚିତ। ଦେବେନ୍ଦ୍ର ପ୍ରଧାନ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ଜୁଏଲ  ଅଟଳ ବିହାର ବାଜପେୟୀ ଓ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପାଇଥିଲେ। ହେଲେ 2014 ପରେ ତାଙ୍କର କେନ୍ଦ୍ର କାଟତି କମିବାରେ ଲାଗିଲା।…

Read More

ମେରାମଣ୍ଡଳି ଟାଟା ଷ୍ଟିଲରେ ଅଘଟଣ ; ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ଲିକ୍ ହୋଇ ୧୯ ଶ୍ରମିକ ଗୁରୁତର

ଢେଙ୍କାନାଳ: ଟାଟା ଷ୍ଟିଲରେ ନିଆଁ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ସ୍ତିତ ମେରାମଣ୍ଡଳି ଟାଟା ଷ୍ଟିଲରେ ଅଘଟଣ । ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ଲିକ୍ ହୋଇ ୧୯ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଶ୍ରମିକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ସଂଖ୍ୟା ବଢିପାରେ ବୋଲି ମଧ୍ୟ କୁହାଯାଉଛି । ଆହତ ଶ୍ରମିକମାନଙ୍କ ମଧ୍ୟରୁ କିଛି ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।…

Read More

ଚୀନ କହୁଛି ଭାରତୀୟ ସାମ୍ବାଦିକ ଦେଶ ଛାଡ଼

ବେଜିଂ:  ଭାରତ ଏବଂ ଚୀନ୍‌ ମଧ୍ୟରେ ସାମ୍ବାଦିକଙ୍କୁ ନେଇ ବିବାଦ ତିବ୍ର ହେବାରେ  ଲାଗିଛି। ଚୀନ୍‌ ନ୍ୟୁଜ୍‌ ଏଜେନ୍ସି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସାମ୍ବାଦିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଚୀନ୍‌ରେ ରହିବା ନେଇ ତାଙ୍କ ପ୍ରମାଣପତ୍ରକୁ ଅପଡେଟ୍ କରାଯାଇ ନ ଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଚୀନ୍‌ରେ ୪ ଜଣ ସାମ୍ବାଦିକ ଥିଲେ। ଜଣେ ସାମ୍ବାଦିକ ଚଳିତ ସପ୍ତାହରେ ବେଜିଂ ଛାଡ଼ି ଥିଲେ। ପ୍ରସାର ଭାରତୀ ଏବଂ ଅନ୍ୟ ଏକ ଗଣମାଧ୍ୟମ ପ୍ରତିଷ୍ଠାନର…

Read More