
ନିଲାମ ହେବ ରାଜ୍ୟର ୧୨ଟି ଗ୍ରାନାଇଟ୍ ଖଣି
ଭୁବନେଶ୍ୱର,୧୯/୫: ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଟି ଗ୍ରାନାଇଟ୍ ଖଣିର ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ନିଲାମ ପ୍ରକ୍ରିୟାରେ ଆର୍ଥିକ ଟେଣ୍ଡର ଡିଜିଟାଲ ଫର୍ମାଟରେ ହେବାକୁ ଥିବାବେଳେ ଟେକ୍ନିକାଲ ଟେଣ୍ଡର ଉଭୟ ଡିଜିଟାଲ ଏବଂ କାଗଜ ଫର୍ମାଟରେ ହେବା ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଧାର୍ଯ୍ୟ ତାରିଖ ଏବଂ ସମୟ ସକ୍ରାନ୍ତରେ ଟେଣ୍ଡର କାଗଜପତ୍ରରେ ବିସ୍ତୃତ ଭାବେ ଦର୍ଶାଯାଇଛି । ଆଗ୍ରହୀ ନିଲାମ ଆବେଦନକାରୀମାନେ ଏମଏସଟିସି ଲିମିଟେଡ ୱେବସାଇଟ୍ରୁ ଏହା ପାଇପାରିବେ ବୋଲି ଜଣାପଡିଛି ।…