
ତୃତୀୟ ମହଲାକୁ ଚ୍ୟାଲେଞ୍ଜ କରିଥିଲେ ଦୀପାଳି-ବିଶାଲ
ଭୁବନେଶ୍ୱର,୧୮।୫ : ଆମ ନବ ଦାସଙ୍କ ପୁଅ, ଝିଅ। ବାପାଙ୍କ ସଙ୍ଗଠନ ଦୁଇ ଦଶନ୍ଧିରୁ ଅଛି। ନିଜ ଦମ୍ , ନିଜ କର୍ମୀ ଏବଂ ନିଜ ଟଙ୍କାରେ ନିର୍ବାଚନ ଜିତିପାରିବୁ। ଦଳ ଝାରସୁଗୁଡ଼ା ନିର୍ବାଚନରେ ବେଶୀ ମୁଣ୍ଡ ନ ପୂରାଉ। ପର୍ଯ୍ୟବେକ୍ଷକ ଆମ ହିସାବରେ କାମ କରନ୍ତୁ। ଆମକୁ ବାଦ୍ ଦେଇ କାମ କରିବା ଦ୍ୱାରା ଆମର ପରୋକ୍ଷରେ କ୍ଷତି ହେବ। ହଁ ପାଠକ ବନ୍ଧୁ ଝାରସୁଗୁଡ଼ା ନିର୍ବାଚନ ଜାରି ରହିଥିବା ସମୟରେ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ…