ପୁଅକୁ ଛାଡିବା ଲାଗି ଶାହାରୁଖ୍ ଖାନଙ୍କୁ ୨୫ କୋଟି ମାଗିଥିଲେ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେ

ନୂଆଦିଲ୍ଲୀ : ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଦୁଇ ବର୍ଷ ତଳେ ଡ୍ରଗ୍‌ସ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିବା ପୂର୍ବତନ ନର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ଏତଲାରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଫସାଇବାକୁ ଧମକ ଦେଇ ଅଭିନେତା ଶାହରୁଖ ଖାନଙ୍କ…

Read More

ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ : ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଷ୍ଟେଟ ଓପନ୍‌ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । ୧୮ ତାରିଖ ଦିନ ୧୦ଟା ବେଳେ ରେଜଲ୍ଟ ପ୍ରକାଶ ପାଇବ ବୋଲି କଟକ ବୋର୍ଡ ଅଫିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ ।  bseodisha.ac.in ରେ ଉପଲବ୍ଧ ହେବ ରେଜଲ୍ଟ। SMS ମାଧ୍ୟମରେ ମଧ୍ୟ ନିଜ…

Read More

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣାକୁ ନେଇ ଘଣ୍ଟା ବାକି

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କୁ ପୁର୍ନବାର କର୍ନାଟକର ମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ଦଳର 70 ପ୍ରତିଶତ ବିଧାୟକ ସିଦ୍ଧରାମାୟଙ୍କ ସପକ୍ଷରେ ମତ ରଖିଛନ୍ତି। ହାଇକମାଣ୍ଡଙ୍କୁ ଏ ସମ୍ପର୍କରେ ଦଳର 3 ପର୍ଯ୍ୟବେକ୍ଷକ ଜଣାଇସାରିଛନ୍ତି। ଏପରିକି ଡିକେ ଶିବକୁମାରଙ୍କୁ କିଛିବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ସିଦ୍ଧରାମାୟା ସମ୍ମତି ପ୍ରକାଶ କରିଛନ୍ତି। କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ସିଦ୍ଧରାମାୟା-ଡିକେ ଶିବକୁମାରଙ୍କୁ ଏକାଠି ଡାକି ଆଲୋଚନା କରିବାକୁ ନୂଆଦିଲ୍ଲୀ ଡକାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନୁନ୍ୟ 3 ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ…

Read More

ଅହମଦାବାଦରେ ଗୁଜୁରାଟକୁ ଭେଟିବ ହାଇଦ୍ରାବାଦ

ଅହମଦାବାଦ,୧୫।୫ : ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ(ଜିଟି) ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ଭେଟିବ। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ତେବେ ଗୁଜରାଟ ତାର ୧୨ ଟି ମ୍ୟାଚରୁ ୮ ଟିରେ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ସେହିପରି ଏସଆରଏଚ ୧୧ଟି ମ୍ୟାଚ୍ ଖେଳି ସେଥିରୁ ୪ ଟିରେ ବିଜୟ ହାସଲ କରିଛି। ଯାହାଦ୍ଵାରା ହାଇଦ୍ରାବାଦ୍ ଏବେ ନବମ ସ୍ଥାନରେ ରହି ସେମିଫାଇନାଲ ଦୌଡରୁ…

Read More

ଅନିଶ୍ଚିତତା ରେ ୫୦୦୦ କୋଟି ପୁଞ୍ଜି ନିବେଶ, ଅଟକିଛି
୩୦୦୦ ନିଯୁକ୍ତି ସୁଯୋଗ

ଯାଜପୁର,୧୫/୫(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନ ହେଲେ ପୁଞ୍ଜିନିବେଶ ବଢିବ। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ସୃଷ୍ଟି କରିବ। ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ଦେଶ, ବିଦେଶ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି। ଏଥିପାଇଁ ସରକାର ନିୟମିତ ପଦକ୍ଷେପ ନେଉଛନ୍ତି। ଅପରପକ୍ଷରେ ପୁଞ୍ଜିନିବେଶ ପାଇଁ ପୂର୍ବରୁ ପ୍ରସ୍ତୁତ ଥିବା ଏକାଧିକ ଶିଳ୍ପ ସଂସ୍ଥାକୁ ଏଯାଏଁ ଜମି ହସ୍ତାନ୍ତର କରାଯାଇନାହିଁ। ଏଠି ସାରା ଓଡ଼ିଶା କଥା କୁହାଯାଉନାହିଁ। ରାଜ୍ୟର ଅନ୍ୟତମ ଶିଳ୍ପ ସମୃଦ୍ଧ ଜିଲ୍ଲା ଯାଜପୁରର କଳିଙ୍ଗନଗର କଥା…

Read More

ଆଇପିଏଲକୁ ଅଲବିଦା କହିବେନି ଧୋନୀ

କୋଲକାତା,୧୫।୫ : ଆଇପିଏଲ ୨୦୨୩ ସିଯିନ ଶେଷ ହେବାକୁ ଯାଉଛି । ଆଉ କେବଳ ୯ ଟି ଲିଗ ମ୍ୟାଚ ବାକି ରହିଛି । ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇପିଏଲରୁ ବିଦାୟ ନେବେ ନାହିଁ। ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ ଧୋନିଙ୍କ ପରବର୍ତ୍ତୀ ଆଇପିଏ ଖେଳିବାର ଆଶା ପ୍ରକାଶ କରିଛନ୍ତି। ଗତକାଲି ଚେନ୍ନାଇ ସୁପର୍ କିଙ୍ଗସ୍ ଚେପକ ଷ୍ଟାଡିୟମରେ…

Read More

ଝାରସୁଗୁଡ଼ା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ବିଧାସଭା ଉପନିର୍ବାଚନରେ ବିଜୟୀ ହେବା ପରେ ଝାରସୁଗୁଡ଼ା ବିଧାୟିକା ଭାବେ ଆଜି ବିଧାନସଭାରେ ଶପଥ ନେଇଛନ୍ତି ଦୀପାଳି ଦାସ। ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ। ଗତ ମେ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ବନ୍ଦୀଙ୍କୁ ମାତ୍ ଦେଇ ଅଧିକ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିଲେ ଦୀପାଳି ଦାସ। ଶପଥ ଗ୍ରହଣ ସମାରୋହରେ ଦୀପାଳିଙ୍କ ମାଆ ଭାଇଙ୍କ ସମେତ ରାଜସ୍ୱ ମନ୍ତ୍ରୀ ପ୍ରମିଳା ସାହୁ ଓ ବରିଷ୍ଠ ନେତା ଉପସ୍ଥିତ…

Read More

ସିବିଆଇର ନିର୍ଦ୍ଦେଶକ ହେଲେ ଆଇପିଏସ ପ୍ରବୀଣ ସୁଦ

ନୂଆଦିଲ୍ଲୀ:ପ୍ରବୀଣ ସୁଦ ସିବିଆଇ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି l ୧୯୮୬ ବ୍ୟାଚର ଏହି ଅଧିକାରୀ କର୍ଣ୍ଣାଟକ ପୁଲିସ ମହା ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ l ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଆରମ୍ଭ ହୋଇଥିବା ‌ଦୌଡ଼ରେ ପ୍ରବୀଣ ସୁଦଙ୍କ ନାଁ ଆଗରେ ରହିଥିଲା। ଗତ ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ଲୋକସଭା ବିରୋଧୀ ଦଳର ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ…

Read More

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ ରୁ ୨୩ କୁ ବୃଦ୍ଧି

ଭୁବନେଶ୍ୱର, ୧୪/୫(ବ୍ୟୁରୋ ) : ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା,…

Read More

କର୍ନାଟକ ବାଜି ଜିତିଲା କଂଗ୍ରେସ , ପୂର୍ଣ୍ଣ ବହୁମତରେ କରିବ ସରକାର

ଭୁବନେଶ୍ୱର,୧୩/୬ : ମୋତେ 90 ଥର କଂଗ୍ରେସ ଗାଲି ଦେଇଛି। କଂଗ୍ରେସ ମୁସଲମାନମାନଙ୍କୁ ତୁଷ୍ଟୀକରଣ କରୁଛି। ବଜରଙ୍ଗବାଲୀଙ୍କ ଅପମାନ କରୁଛି। ହିନ୍ଦୁମାନଙ୍କୁ ଏକାଠି ହେବାର ସମୟ ଆସିଛି। ଭୋଟରମାନେ ଭୋଟ ଦେଲା ବେଳେ ବଜରଙ୍ଗବାଲୀଙ୍କୁ ସ୍ମରଣ କରନ୍ତୁ। ଏହିପରି ଭାବେ ନାଟକୀୟ ଢଙ୍ଗରେ ନରେନ୍ଦ୍ର ମୋଦି କର୍ଣ୍ଣାଟକ ଜିତିବା ପାଇଁ ପ୍ରଚାର କରିଥିଲେ। ୱନିଜର ସବୁ ସରକାରୀ କାର୍ଯ୍ୟକ୍ରମକୁ ପଠରେ ପକାଇ ମାତ୍ର ୧୦ ଦିନରେ ୧୭ ରାଲି ଏବଂ ୫ ଟି ବଡ ରୋଡ୍ ସୋ’…

Read More