କୋକେଆର ପାଇଁ କର ବା ମର ପରିସ୍ଥିତି

କଲିକତା: ଚଳିତ ଆଇପିଏଲରେ ୫୩ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ । ଆଇପିଏଲର ଦିନ  ଯେତେ ବଢିବାରେ ଲାଗିଛି ,ମ୍ୟାଚରେ ରୋମାଞ୍ଚ ମଧ୍ୟ ଦ୍ବଗୁଣିତ ହେବାର ଦେଖାଯାଉଛି । କୋଲକାତାର ଇଡେନ ଗାଡେନରେ ହେବାକୁ ଥିବା ଏହି ମ୍ୟାଚରେ ଦୁଇ ଦଳ ବିଜୟ ଲକ୍ଷରେ ପଡିଆକୁ ଓଲ୍ଲାଇବେ ।  ପ୍ଲେ ଅଫରେ ସ୍ଥାନ ପାଇବାକୁ ହେଲେ ଏହି ଦୁଇ ଦଳ ପାଇଁ ଏବେ ପ୍ରତେକଟି ମ୍ୟାଚ୍ ଜିତିବା ଆବଶ୍ୟକ । କେକେଆର…

Read More

ଆମ ଦଳରେ ତ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ପିସିସି ଉପରେ ବର୍ଷିଲେ ଚିରଞ୍ଜୀବ….

ଭୁବନେଶ୍ୱର,୮/୫(ବ୍ୟୁରୋ): ଆମର ୯ ଜଣ ବିଧାୟକ ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଯିଏ ପିସିସି ସଭାପତି ଆଶାୟୀ ଥାଆନ୍ତି, ସେ ସମସ୍ତଙ୍କୁ ପଚାରନ୍ତି। ହେଲେ ଥରେ ପିସିସି ସଭାପତି ହେଲେ ସବୁ ଭୁଲି ଯାଆନ୍ତି। ସତରେ କହିବାକୁ ଗଲେ ଓଡ଼ିଶା କଂଗ୍ରେସର ଲଢିବା ମନୋବୃତ୍ତି ନାହିଁ। ନୂଆ ଯୁବକ କଂଗ୍ରେସ ସହ ଯୋଡ଼ି ହେଉ ନାହାନ୍ତି। ତେଣୁ କଂଗ୍ରେସ ହେବ କେମିତି ବୋଲି ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି। ସ୍ଥାନୀୟ ସୂଚନା…

Read More

ପ୍ଲେ – ଅଫରେ ଗୁଜୁରାଟ ଟାଇଟନ୍ସର ସ୍ଥାନ ପକ୍କା

ଅହମଦାବାଦ,୮ା୫: ଆଇପିଏଲ୍‌-୨୦୨୩ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ରେ ସ୍ଥାନ  ସୁରକ୍ଷିତ କରିଛି ଗୁଜରାଟ ଟାଇଟନ୍ସ।ଗତକାଲି  ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୫୬ ରନ୍‌ରେ ପରାସ୍ତ କରି ପ୍ଲେ ଅଫ ଦୈଡରେ ଆଗରେ ରହିଛି । ୧୧ଟି  ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହିତ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ଖେଳିବା ସ୍ପଷ୍ଟ କରିଛି ଗୁଜରାଟ ଟାଇଟନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୨୦ ଓଭରରେ ୨ ଉଇକେଟରେ ୨୨୭ର ବିଶାଳ ସ୍କୋର କରିଥିବା…

Read More

ଇଣ୍ଡିଆନ୍‌ ବ୍ୟାଙ୍କ ଭୁବନେଶ୍ବରର ଆଞ୍ଚଳିକ ମୁଖ୍ୟ ଭାବେ ଯୋଗ ଦେଲେ ପ୍ରଦୀପ୍ତ କୁମାର ରଥ ।

ଭୁବନେଶ୍ୱର,୮।୫: ଇଣ୍ଡିଆନ୍‌ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ପ୍ରଦୀପ୍ତ କୁମାର ରଥ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ରଥ ଆଲ୍ଲାହାବାଦସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଆଞ୍ଚଳିକ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ। ଉଲ୍ଲେଖଯୋଗ୍ୟ, ୧୯୯୩ ରେ ରଥ ବ୍ୟାଙ୍କରେ ଯୋଗଦେବା ସହ ପଶ୍ଚିମବଙ୍ଗ, ଓଡ଼ିଶା, କର୍ନାଟକ, କେରଳ ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟକରି…

Read More

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁ ସେନାର ଲଢୁଆ ବିମାନ ମିଗ୍-୨୧

ନୂଆଦିଲ୍ଲୀ : ମାସକ ଭିତରେ ଦ୍ବିତୀୟ ଥର ପାଇଁ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନର ହନୁମାନଗଡରେ ବାୟୁସେନାର ମିଗ୍ – ୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ବାୟୁସେନାର ଫାଇଟର ଜେଟ୍‌ ମିଗ୍‌-୨୧ ଏକ ଘର ଉପରେ ଖସି ପଡିଛି। ବିମାନ ଖସିବା ଯୋଗୁ ଜଣେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। କିନ୍ତୁ ଏହି ଦୁର୍ଘଟଣାରେ ବିମାନର ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି। ୪ ଦିନ ପୂର୍ବରୁ…

Read More

ଆଜି ଲଘୁଚାପ , କାଲି ଅବପାତରେ ପରିଣତ ହେବାର ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ତାହାର  ଆଖପାଖ ଅଞ୍ଚଳରେ ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ସୋମବାର ଅର୍ଥାତ ଆଜି  ଲଘୁଚାପରେ ପରିଣତ ହେବ।  ଆସନ୍ତାକାଲି  ଏହା ଅବପାତ ରୂପ ନେବା ସହ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଉତ୍ତର ଦିଗରେ ଗତି କରିବ। ଆଇଏମଡିର  ଆକଳନ ଅନୁସାରେ, ବାତ୍ୟା ସେଣ୍ଟ୍ରାଲ ବାଙ୍ଗୋପ ସାଗର ଦେଇ ଗତି କରିବାର ସମ୍ଭାବନା ରହିଛି।…

Read More

ଆଲୋକ ଓ ଅନ୍ଧକାରକୁ ସମାନ ଭାବରେ ଗ୍ରହଣ କରିବା ଉଚିତ; ରାଷ୍ଟ୍ରପତି

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍ । ପାୱାର ଟ୍ରିପ୍ ଯୋଗୁ ଏହି ସମୟରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହୋଇଥିଲା। ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ ଯାଏ ଦୀର୍ଘ ୯ ମିନିଟ ପାଇଁ ଲାଇନ୍ କଟିଯାଇଥିଲା। ବିଜୁଳି ନଥିବାରୁ ସାରା ଅଡିଟୋରିୟମ ଅନ୍ଧାର ହୋଇଯାଇଥିଲା । ଏହି ସମୟରେ ଅନ୍ଧାର ଭିତରେ କିନ୍ତୁ ଜାରି ରଖିଥିଲେ ସେ ନିଜର…

Read More

ଅଲମ୍ପିକ ଚମ୍ପିୟାନ ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ

ନ୍ୟୁୟର୍କ- ଅଲମ୍ପିକ୍‌ରେ ତିନିଥର ପଦକ ଜିତିଥିବା ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ମୃତ୍ୟୁ ହୋଇଛି । ତାଙ୍କ ଫ୍ଲୋରିଡା୍‌ରେ ଥିବା ବାସ ଭବନରେ ମୃତ୍ୟୁ ହୋଇଛି । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ । ତେବେ ତାଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କୁହାଯାଇଛି । ଟୋରି ବାଓ୍ୱାଇ ଦୌଡ ପ୍ରତିଯୋଗିତାରେ ତିନୋଟି ପଦକ ଜିତିଥିଲେ . ୪x୧୦୦ ରିଲେରେ ସ୍ୱର୍ଣ୍ଣ, ୧୦୦ ମିଟର…

Read More

‘୫-ଟି’ ଅଧିନରେ ସରକାରୀ ସ୍କୁଲକୁ ମିଳୁଛି ନୂଆ ଚେହେରା ; ଆଜି ୫ଟି ଜିଲ୍ଲାର ୩୨୫ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ଏବଂ  ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ । ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟକୁ ମିଳୁଛି ନୂଆ ଚେହେରା । ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲର ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବାଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିର୍ତ୍ତିଭୂମି । ସେ ୱାଇ-ଫାଇ ଶ୍ରେଣୀ ଗୃହଠୁ ଆରମ୍ଭ କରି ଉନ୍ନତ…

Read More

ଆଇପିଏଲରେ ଓଡ଼ିଶାର ଭବିଷ୍ୟତ

ଭୁବନେଶ୍ବର: ଭାରତରେ ଶହେ ଚାଳିଶି କୋଟି ଜନସଂଖ୍ୟା ମଧ୍ୟରୁ ଏକ ତୃତୀୟାଂଶ ଲୋକେ କ୍ରିକେଟ ଖେଳ ଦେଖିବାକୁ ଭଲ ପାଆନ୍ତି । ସେ ଗଳି କ୍ରିକେଟ ହେଉ ଅବା ଅନ୍ତର୍ଜାତୀୟ କ୍ରିକେଟ, ସବୁଥିିରେ ଥାଏ ପ୍ରତ୍ୟକଙ୍କ ତୀକ୍ଷ୍ଣ ନଜର । ସେହିପରି ଆଇପିଏଲ ଏମିତି ଏକ ସୁଯୋଗ ବା ପ୍ଲାଟଫର୍ମ ଯେଉଁଥିରେ ବିଶ୍ୱର ପ୍ରତେକ ଖେଳାଳି ନିଜର ଭାଗ୍ୟ ପରୀକ୍ଷା କରିଥାନ୍ତି । ଆଇପିଏଲକୁ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ୍ ଲିଗ୍ ଭାବରେ ବିବେଚିତ କରାଯାଏ। ବିଶ୍ୱର…

Read More