ୟୁପିଆଇରେ ଦୈନିକ କାରବାର ୧୦୦ କୋଟିରୁ ଅଧିକ ହେବ ; ପିଡବ୍ଲୁସି ଇଣ୍ଡିଆ
ଭୁବନେଶ୍ଖୁର: ଖୁଚୁରା କାରବାର ଲାଗି ହେଉଥିବା ପେମେଣ୍ଟ୍ ମୁଖ୍ୟତଃ ୟୁପିଆଇରେ କରାଯାଉଛି ।ଆଉ କିଛି ବର୍ଷ ପରେ ଲୋକମାନେ ଖୁଚୁରା କାରବାର ବେଳେ ବେଶି ୟୁପିଆଇ ଉପରେ ନିର୍ଭର ରହିବେ । ପିଡବ୍ଲୁସି ଇଣ୍ଡିଆ ଏକ ରିପୋର୍ଟରେ ଆକଳନ କରିଛି ଯେ ୨୦୨୬-୨୭ ସୁଦ୍ଧା ୟୁପିଆଇ ଜରିଆରେ ୯୦ ପ୍ରତିଶତ ଖୁଚୁରା ୟୁପିଆଇରେ କରାଯିବ ଯାହା ଦୈନିକ କାରବାର ୧୦୦ କୋଟିରୁ ଅଧିକ ହେବ। ୨୦୨୨-୨୩ରେ ୟୁପିଆଇ ଜରିଆରେ ୭୫ ପ୍ରତିଶତ ଖୁଚୁରା କାରବାରର ପେମେଣ୍ଟ୍ ହୋଇଥିଲା ବୋଲି…
