ଷ୍ଟେସନରୁ ଛାଡିଲା ‘ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍
ପୁରୀ ; ଆଜିଠୁ ଗଡ଼ିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଭାସି ଜରିଆରେ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । ତେବେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପୁରୀ ବିଧାୟକ ଜୟନ୍ତ ସଡଙ୍ଗୀ ଓ ସାଂସଦ ପିନାକି ମିଶ୍ର ଉପସ୍ଥିତ ରହିଥିଲେ । ତେବେ ଟ୍ରେନ୍ଟି ପୁରୀ-ହାୱଡା ମଧ୍ୟରେ ସବୁଦିନ ଚଳାଚଳ କେବଳ ଗୁରୁବାର ବନ୍ଦ ରହିବ । ସେହିପରି ପ୍ରଧାନମନ୍ତ୍ରୀ…
