ଆତଙ୍କବାଦୀ ଗୁଳିରେ ପୁଣି ୫ ଯବାନ ସହିଦ
ନୂଆଦିଲ୍ଲୀ : ଦେଶରେ ଜାରିରହିଛି ଆତଙ୍କବାଦ ହମଲା । କିଛିଦିନ ତଳେ ପୁଂଜିରେ ଆତଙ୍କବାଦୀ ବିସ୍ପୋରଣରେ ପାଞ୍ଚ ଜଣ ଯବାନଙ୍କୁ ସହିଦ୍ ହୋଇଥିଲେ । ଗତକାଲି ସକାଳେ ପୁଣି ଜମ୍ମୁ-କଶ୍ମୀରର ରଜୌରୀରେ ସେନା ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଲିବିନିମୟରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଏବେ ଦାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି…
