ଇସଲାମବାଦ୍ ହାଇକୋର୍ଟ ବାହାରୁ ଇମ୍ରାନ ଖାନ୍ ଗିରଫ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଗିରଫ ହୋଇଛନ୍ତି। ପାରାମିଲେଟାରି ଫୋର୍ସ ଦ୍ବାରା ଇସଲାମାବାଦ ହାଇକୋର୍ଟ ବାହାରୁ ତାଙ୍କୁ ପାକ ରେଞ୍ଜର୍ସ ଗିରଫ କରିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ଓକିଲ ଇମ୍ରାନଙ୍କ ଗିରଫ ହେବା ନେଇ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ପିଟିଆଇ ନେତା ମୁସରାଟ ଖେମା ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ସେମାନେ ଇମ୍ରାନ ଖାନଙ୍କୁ ମାଡ ମାରିବା ସହ ଗିରଫ କରାଯାଇଛି। ଇମ୍ରାନ ଗିରଫ ହେବା ପରେ ଏହି…
