ଧରାକୋଟ ବ୍ଲକରେ ୧୪ ନକଲି ଶିକ୍ଷକ

ଧରାକୋଟ: ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ଧରପଗଡ଼କୁ ଜୋର୍‌ଦାର୍ କରାଯାଇଛି। ଫଳରେ ନକଲି ଜାତିଗତ, ଜନ୍ମ ଓ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି ହାତେଇଥିବା ଶିକ୍ଷକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହିକ୍ରମ‌ରେ ଧରାକୋଟ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ହସ୍ତଗତ ସୂଚନା ମୁତାବକ, ଏହି ବ୍ଲକ୍‌ରେ ମୋଟ ୧୪ ଜଣ ନକଲି ଶିକ୍ଷକ ଅଛନ୍ତି। ସେମାନଙ୍କ ବିରୋଧରେ ବିଇଓ କାର୍ଯ୍ୟାଳୟ ପକ୍ଷରୁ ଧରାକୋଟ, ବଡ଼ଗଡ଼ ଓ ଗାଙ୍ଗପୁର ଥାନାରେ ଏତଲା ଦିଆ ଯାଇଥିଲା। ଦସମାନଙ୍କ ମଧ୍ୟରୁ…

Read More